Jump to content

ଘାଟକେସର

ଉଇକିପିଡ଼ିଆ‌ରୁ
ଘାଟକେସର
ఘటకేసర్
Ghatkesar Railway Station
Ghatkesar Railway Station
Country India
StateTelangana
DistrictMedchal district
MetroHyderabad
Government
  BodyMajor Gram panchayat
Area
  ସମୁଦାୟ13.83 km2 (5.34 sq mi)
Population
  Total୧୯,୭୬୩
  Density1,400/km2 (3,700/sq mi)
Languages
  OfficialTelugu
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTS-08

ଘାଟକେସର ଏକ ସହରାଞ୍ଚଳ । ଏହା ଭାରତୀୟ ରାଜ୍ୟ ତେଲେଙ୍ଗନାର ହାଇଦରାବାଦ ନିକଟରେ ଅବସ୍ଥିତ ଏକ ମଣ୍ଡଲ ମୁଖ୍ୟାଳୟ ଓ ଏହା କିସାରା ରେଭେନ୍ୟୁ ଡିଭିଜନ ଅନ୍ତର୍ଗତ ।[][]ଏହା ହାଇଦରାବାଦ ମେଟ୍ରୋପାଳିଟାନ ଉନ୍ନୟନ ଭିଭାଗର ମଧ୍ୟ ଅଂଶ ।[]

ଭୌଗୋଳିକ ସ୍ଥିତି 

[ସମ୍ପାଦନା]

ଘାଟକେସରର ଭୌଗୋଳିକ ଅବସ୍ଥିତି  17°26′58″N 78°41′07″E / 17.4494°N 78.6853°E / 17.4494; 78.6853.[]

ଶିକ୍ଷା

[ସମ୍ପାଦନା]

ସହରରେ ବିଶିଷ୍ଟ ଇଂଜିନିଯରିଂ କଲେଜଗୁଡ଼ିକ ସହ ସମସ୍ତ ପ୍ରକା ଶିକ୍ଷାନୁଷ୍ଠାନ ରହିଛି । 

ଯାତାୟତ ବ୍ୟବସ୍ଥା 

[ସମ୍ପାଦନା]

ଜାତୀୟ ରାଜପଥ 163 ଏହି ଅଞ୍ଚଳ ଦେଇ ଯାଇଥିବା ସହ ଏହାକୁ ହାଇଦରାବାଦ ଓ ୱାରାଙ୍ଗାଲ ସହିତ ସଂଯୁକ୍ତ କରିଥାଏ । 

ସିକନ୍ଦରବାଦ - କାଜିପେଟ ରେଳଲାଇନ ଏହି ଅଞ୍ଚଳ ଦେଇ ଯାଇଛି ଓ ଦକ୍ଷିଣ କେନ୍ଦ୍ର ରେଳବାଇର ଷ୍ଟେସନ ଏଠାରେ ରହି ଅନେକ ଟ୍ରେନ ଏହି ପଥ ଦେଇ ଚଳାଚଳ କରେ । ଏହି ମଣ୍ଡଳ ଦ୍ରୁତ ଜନସଂଖ୍ୟା ବୃଦ୍ଧି ପାଇଁ ଚର୍ଚାକୁ ଆସେ । ଗତ ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା ବୃଦ୍ଧି ହାର 112 % ହେଇଥିଲା । []

ଆଧାର 

[ସମ୍ପାଦନା]
  1. 1 2 "District Census Handbook – Karimnagar" (PDF). Census of India. p. 58. Retrieved 6 November 2016.
  2. "Medchal−Malkajgiri district" (PDF). New Districts Formation Portal. Archived from the original (PDF) on 30 November 2016. Retrieved 11 October 2016.
  3. Geetanath, V. (9 May 2014). "For a well oiled public transport". The Hindu (in Indian English). Retrieved 2 November 2016.
  4. "HMDA list of villages" (PDF). Hyderabad Metropolitan Development Authority. p. 3. Archived from the original (PDF) on 3 March 2016. Retrieved 2 November 2016.
  5. "Ghatkesar, India Page". www.fallingrain.com. Retrieved 2 November 2016.
  6. "ଆର୍କାଇଭ୍ କପି". Archived from the original on 2013-05-20. Retrieved 2016-12-01. {{cite web}}: Cite has empty unknown parameter: |1= (help)