Jump to content

ଗ୍ଲାସଡେଗିବ

ଉଇକିପିଡ଼ିଆ‌ରୁ
ଗ୍ଲାସଡେଗିବ
Clinical data
Trade namesDaurismo
SynonymsPF-04449913
AHFS/Drugs.commonograph
MedlinePlusa619004
Pregnancy
category
  • US: N (Not classified yet)
Legal status
Legal status
Identifiers
  • 1-[(2R,4R)-2-(1H-Benzimidazol-2-yl)-1-methyl-4-piperidinyl]-3-(4-cyanophenyl)urea
ECHA InfoCard100.244.738 Edit this at Wikidata
Chemical and physical data
FormulaC21H22N6O
Molar mass୩୭୪.୪୫ g·mol−1
3D model (JSmol)
  • CN1CCC(CC1C2=NC3=CC=CC=C3N2)NC(=O)NC4=CC=C(C=C4)C#N
  • InChI=1S/C21H22N6O/c1-27-11-10-16(24-21(28)23-15-8-6-14(13-22)7-9-15)12-19(27)20-25-17-4-2-3-5-18(17)26-20/h2-9,16,19H,10-12H2,1H3,(H,25,26)(H2,23,24,28)/t16-,19-/m1/s1
  • Key:SFNSLLSYNZWZQG-VQIMIIECSA-N

ଗ୍ଲାସଡେଗିବ (ଇଂରାଜୀ ଭାଷାରେ Glasdegib), ଡାଉରିସମୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଇଉକେମିଆ (AML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଯେଉଁମାନେ ୭୫ ବର୍ଷରୁ ଅଧିକ ବୟସ୍କଙ୍କ ଭଳି ଇଣ୍ଟେନ୍ସିଭ୍ ଇଣ୍ଡେକ୍ସନ କେମୋଥେରାପି ସହ୍ୟ କରିପାରନ୍ତି ନାହିଁ, ସେମାନଙ୍କୁ ସାଇଟାରାବିନ ସହିତ ଗ୍ଲାସଡେଗିବ ଔଷଧ ଏକତ୍ର ଦିଆଯାଏ ।[୪] ଏହା ପାଟି ଦ୍ୱାରା ନିଆଯାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, ଥକ୍କାଣ, ରକ୍ତସ୍ରାବ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଯନ୍ତ୍ରଣା, ଅଇ, ଫୁଲା, ଅଣନିଶ୍ୱାସ, ପରିବର୍ତ୍ତିତ ସ୍ୱାଦ, କୋଷ୍ଠକାଠିନ୍ୟ ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର ଏବଂ ଅନୁର୍ବରତା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ହେଜ‌ହଗ ପାଥୱେ ଇନହିବିଟର ଯାହା ସ୍ମୁଥେନ‌ଡ ପୁଷ୍ଟିସାରକୁ (SMO) ଅବରୋଧ କରିଥାଏ ।[୬] [୩]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗ୍ଲାସଡେଗିବ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ଏହା ପିଛା ୨୦୨୧ ସୁଦ୍ଧା ପ୍ରତି ମାସରେ ୧୦୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯୫୦୦ ଡଲାର ଏବଂ କାନାଡ଼ାରେ ପ୍ରାୟ ୧୭,୨୦୦ କାନାଡ଼ା ଡଲାର ଅଟେ ।[୭] [୮]

ଆଧାର[ସମ୍ପାଦନା]

  1. "Glasdegib (Daurismo) Use During Pregnancy". Drugs.com. 14 December 2018. Archived from the original on 25 March 2020. Retrieved 25 March 2020.
  2. "Daurismo EPAR". European Medicines Agency (EMA). 28 April 2020. Archived from the original on 5 August 2020. Retrieved 25 September 2020.
  3. ୩.୦ ୩.୧ ୩.୨ "Daurismo". Archived from the original on 5 August 2020. Retrieved 3 December 2021.
  4. ୪.୦ ୪.୧ ୪.୨ ୪.୩ "Daurismo- glasdegib tablet, film coated". DailyMed. 26 November 2019. Archived from the original on 2 July 2019. Retrieved 25 March 2020.
  5. ୫.୦ ୫.୧ "Glasdegib Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 3 December 2021.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1050. ISBN 978-0857114105.
  7. "Daurismo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 3 December 2021.
  8. "Drug: Glasdegib (Daurismo)" (PDF). Archived (PDF) from the original on 15 May 2021. Retrieved 3 December 2021.