Jump to content

ଚେସ

ଉଇକିପିଡ଼ିଆ‌ରୁ
ଚେକର୍ଡ ପୃଷ୍ଠରେ ଧଳା ଏବଂ କଳା ଚେସ ଖଣ୍ଡଗୁଡ଼ିକର ଏକ ସଂଗ୍ରହ
ଚେକର୍ଡ ପୃଷ୍ଠରେ ଧଳା ଏବଂ କଳା ଚେସ ଖଣ୍ଡଗୁଡ଼ିକର ଏକ ସଂଗ୍ରହ
ଗୁଲାଗ୍ ରେ ଚେସ୍
ଗୁଲାଗ୍ ରେ ଚେସ୍

ଚେସ (ସଂସ୍କୃତ: चतुरङ्ग, ଇଂରାଜୀ: Chess) ଏକ ଦୁଇଜଣିଆ ଖେଳ ଯାହାକି ଘର ଭିତରେ ଖେଳା ଯାଉଥିବା ଖେଳ ମଧ୍ୟରୁ ଗୋଟିଏ। ଏହା ଏକ ଚାରିକଣିଆ ଚେସବୋର୍ଡରେ ଖେଳା ଯାଇଥାଏ। ଏଥିରେ ପ୍ରତ୍ୟେକ ଖେଳାଳି ପାଖରେ ୧୬ଟି ଦାନା ଥାଏ ଏବଂ ସେମାନଙ୍କୁ ନେଇ ଚାଲ ଚଳେଇବାକୁ ପଡେ।

ବାହାର ତଥ୍ୟ

[ସମ୍ପାଦନା]
ଅନ୍ତର୍ଜାତୀୟ ସଙ୍ଗଠନ ସମୂହ
  • FIDE – World Chess Federation
ଖବର
ଅନ୍ୟାନ୍ୟ