ଗୋବିନ୍ଦ ପୋଦ୍ଦାର
ଦେଖଣା
| ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | ଗୋବିନ୍ଦ ଭକ୍ତରଞ୍ଜନ ପୋଦ୍ଦାର | ||||||||||||||||||||||||||||||||||||||||||||||||||||
| ଜନ୍ମ | ୯ ସେପ୍ଟେମ୍ବର ୧୯୯୧ ରାଉରକେଲା, ଓଡ଼ିଶା, ଭାରତ | ||||||||||||||||||||||||||||||||||||||||||||||||||||
| ଡାକ ନାମ | uttam | ||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ଡାହାଣହାତୀ | ||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | ଡାହାଣହାତୀ ଅଫ ବ୍ରେକ | ||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
| Years | Team | ||||||||||||||||||||||||||||||||||||||||||||||||||||
| 2009–present | ଓଡ଼ିଶା | ||||||||||||||||||||||||||||||||||||||||||||||||||||
| Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 02 November 2015 | |||||||||||||||||||||||||||||||||||||||||||||||||||||
ଗୋବିନ୍ଦ ଭକ୍ତରଞ୍ଜନ ପୋଦ୍ଦାର (୯ ସେପ୍ଟେମ୍ବର ୧୯୯୧) ଜଣେ ଭାରତୀୟ କ୍ରିକେଟ ଖେଳାଳି । ପୋଦ୍ଦାର ହେଉଛନ୍ତି ଡାହାଣହାତୀ ବ୍ୟଟ୍ସମ୍ୟାନ ଓ କାମଚଳା ଅଫ ବ୍ରେକ ବୋଲର । ଓଡ଼ିଶା ପାଇଁ ସେ ରଣଜୀ ଖେଳନ୍ତି । ଚଳିତ ସିଜିନରେ ସେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ୨ଟି ଶତକ ଅର୍ଜନ କରିଥିଲେ । ପୋଦ୍ଦାର ତାଙ୍କର ପଦାର୍ପଣ ମ୍ୟାଚରେ ବରୋଦା ବିପକ୍ଷରେ ଶତକ ହାସଲ କରିଥିଲେ । ବର୍ତ୍ତମାନ ସେ ଓଡ଼ିଶା ରଣଜୀ ଦଳର ଉପଧିନାୟକ ଅଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ "Player profile: Govinda Podder". ESPNcricinfo. Retrieved 28 October 2015.