ଗୋବର୍ଦ୍ଧନ ବଡ଼ମାଲ
Appearance
ଗୋବର୍ଦ୍ଧନ ବଡ଼ମାଲ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
ପଞ୍ଚାୟତ ସମିତି | ଜୁଜୁମୁରା |
ଗ୍ରାମ ପଞ୍ଚାୟତ | ନୂଆଁବରଙ୍ଗାମାଳ |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୮ ୧୧୨ |
Area code | +୦୬୬୮୧ |
ଯାନବାହାନ ପଞ୍ଚୀକରଣ | OR/15 |
ଗୋବର୍ଦ୍ଧନ ବଡ଼ମାଲ ଗାଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ ଅନ୍ତର୍ଗତ ଜୁଜୁମୁରା ଥାନା ଅଧୀନରେ ଥିବା ଏକ ଗାଆଁ । ଏହା ଏକ ରାଜସ୍ୱ ଗ୍ରାମ ।
ଗମନାଗମନ
[ସମ୍ପାଦନା]ଏହା ହାତୀବାଡି ନିକଟରେ ଅବସ୍ଥିତ । ଏହା ସମ୍ବଲପୁରଠାରୁ ୨୬ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ସ୍କୁଲ
[ସମ୍ପାଦନା]ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ଶିକ୍ଷା ଦାନର ସମସ୍ତ ସୁବିଧା ରହିଛି |
ଅନ୍ୟାନ୍ୟ
[ସମ୍ପାଦନା]ଏହି ଗ୍ରାମରେ ଆଠଟି ପୋଖରୀ ସହ ଗ୍ରାମ ନିକଟରେ ବାଉଁଶ ଡୁଙ୍ଗୁରୀ ଓ ବ୍ରାହ୍ମଣୀ ଡୁଙ୍ଗୁରୀ ନାମର୍ରେ ଦୁଇଟି ପାହାଡ଼ ରହିଛି ।
ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ କଳ୍ପେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଭୀମଗୁଡ଼ି ଅଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ମେଳା ଅନୁଷ୍ଠିତ ହୋଇଥାଏ ।