ଗୋଆ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
Goa Express
Overview
Service typeSuperfast
StatusOperating
LocaleGoa, Karnataka, Maharashtra, Madhya Pradesh, Uttar Pradesh & Delhi
Current operator(s)South Western Railway
Route
StartVasco da Gama (VSG)
Stops27
EndHazrat Nizamuddin (NZM)
Distance travelled2202 km
Average journey time39 hrs 25 mins
Service frequencyDaily
Train number(s)12779 / 12780
On-board services
Class(es)1st AC (0.5), 2nd AC (2.5), AC 3rd (3), Sleeper (11), General (3) *1st AC service available only in Hubli Nizamuddin link portion and not in Goa portion.
Seating arrangementsAvailable
Sleeping arrangementsAvailable
Catering facilitiesAvailable
Baggage facilitiesAvailable
Technical
Track gaugeBroad Gauge
Operating speedAverage - 55km/h
Route map
Maximum - 110km/h

ଗୋଆ ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଦୈନିକ ସୁପରଫ୍ଷ୍ଟ ଟ୍ରେନ ।ଏହା ଗୋଆର ଭାସ୍କୋ-ଡା-ଗାମାଠାରୁ ନୂଆ ଦିଲ୍ଲୀସ୍ଥିତ ହଜରତ ନିଯମୁଦ୍ଦିଂସହ ସଂଯୋଗ କରେ । ଏହା ଦକ୍ଷିଣ ପଶ୍ଚିମ ରେଳ ଡିଭିଜନ ଏକ ଅଗ୍ରାଧିକାର ଟ୍ରେନ ଓ ଏହା ହୁବଲି ଡିଭିଜନ ପାଇଁ ଏକ ମହତ୍ୱପୂର୍ଣ ଲିଙ୍କ ଟ୍ରେନ । 

ଅନନ୍ୟ ରାଜଧାନୀକୁ ସଂଯୋଗ କରୁଥିବା ଟ୍ରେନ ପରି ଏହା ଗୋଆକୁ ଭାରତୀୟ ରାଜଧାନୀ ଦିଲ୍ଲୀ ସହ ସଂଯୋଗ କରିଥାଏ । 

12779 Goa Express - AC 3 tier coach

ଇତିହାସ [ସମ୍ପାଦନା]

ଏହି ଟ୍ରେନ ପ୍ରଥମକରି 1987 ମସିହାରେ ଚଳାଚଳ ଆରମ୍ଭ କରିଥିଲା । ସେତେବେଳେ ଗୋଆକୁ ରେଳ ଲିଙ୍କ ମିଟର ଗାଜରେ ଥିଲା । ତେଣୁ ଏହା ଦ୍ୱିବିଭକ୍ତ ହେଇ ପ୍ରଥମ ସ୍ତରରେ ଗୋଆରୁ ଇରାଜ ଯାଏ ମିଟର ଗାଜରେ ଓ ତାହା ପରେ ସେଠାରୁ ଦିଲ୍ଲୀ ଯାଏ ଅନନ୍ୟ ଏକ ବ୍ର୍ଯାଡ ଗଜ ଟ୍ରେନ ଦିଲ୍ଲୀ ଯାଏ ଯାଉଥିଲା । ପରେ ସମୁଦାଯ ଲାଇନ ବ୍ର୍ଯାଡ ଗଜ ହେଲାପରେ ଏକ ଟ୍ରେନ ଭାବରେ ଏହା ଚଳୁଛି । [when?]

ଯାତ୍ରାପଥ [ସମ୍ପାଦନା]

କୋଙ୍କଣୀ ରେଳପଥ କାର୍ଯ୍ୟକାରୀ ହେବା ଆଗରୁ ଏହି ଟ୍ରେନ ମାର୍ଗଓ , ଲୋନଦା , ବେଲଗାଓ ସଙ୍ଗଲି , ସତରା , ଭୋପାଲ ଆଗ୍ରା , ମଥୁରା ଗ୍ୱାଲିଆର ଆଦି ଷ୍ଟେସନ ଦେଇ ଦିଲ୍ଲୀ ଯାଇଥାଏ । ଏହାର ଯାତ୍ରା ସମୟ 39 ଘଣ୍ଟା 25 ମିନିଟ ଓ ଏହା ସମୁଦାଯ 2202 କିଲୋମିଟର ଯାତ୍ରାକରିଥାଏ । ଏହା ଭାରତୀୟ ରାଜ୍ୟ କରଣତକ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ହରିୟଣା ଓ ରାଜସ୍ଥାନ ଦେଇ ଯାଇଥାଏ । 

Time Table[ସମ୍ପାଦନା]

  • ଦୈନିକ ଗୋଆ - ନିଜମୁଦ୍ଦିନ ଏକ୍ସପ୍ରେସ 
    [୧]
Station Code Halts
NZM Delhi Hazrat Nizamuddin
MTJ Mathura Junction
AGC Agra Cantt
GWL Gwalior Junction
JHS Jhansi Junction
BPL Bhopal Junction
ET Itarsi Junction
KNW Khandwa Junction
BSL Bhusaval Junction
JL Jalgaon Junction
MMR Manmad Junction
KPG Kopargaon
BAP Belapur
ANG Ahmadnagar
DD Daund Junction
PUNE Pune Junction
STR Satara
KRD Karad
SLI Sangli
MRJ Miraj Junction
RBG Raybag
GPB Ghatprabha
BGM Belgaum
LD Londa Junction
CLR Castle Rock
QLM Kulem
SVM Kudchade
MAO Madgaon Junction
VSG Vasco-da-Gama

ଏହି ଟ୍ରେନ ଦୁଧ ସାଗର ଜଳପ୍ରପାତ ଷ୍ଟ୍ରେସନଠାରେ ରହଣିକରେ କିନ୍ତୁ ତାହା ଅଣଅଫିସିଆଲ ଭାବରେ । 

17305 Hubli Link Express
17305 Hubli Link Express - AC 2 tier coach

ପୁନଶ୍ଚ ଦେଖଣା [ସମ୍ପାଦନା]

  • Trains of SWR
  • Goa Sampark Kranti Express

ଆଧାର [ସମ୍ପାଦନା]

  1. "12780 GOA EXPRESS H Nizamuddin - Vasco Da Gama". ERAIL. Retrieved 2013-05-23.

ବାହାର ଲିଙ୍କ [ସମ୍ପାଦନା]