ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ
ଦେଖଣା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (February 2012) |
Hazrat Nizamuddin Rapid transit, Light rail, Commuter rail & Regional rail station हजरत निजामुद्दीन | |
---|---|
Station statistics | |
Address | New Delhi, Delhi India |
Coordinates | 28°35′21″N 77°15′15″E / 28.58917°N 77.25417°E |
Elevation | 206.700 metres (678.15 ft) |
Structure | Standard (on ground station) |
Platforms | 7 |
Parking | Yes |
Baggage check | Yes |
Other information | |
Electrified | Yes |
Code | NZM |
Zone(s) | Northern Railway zone |
Division(s) | Delhi |
Station status | Functioning |
Traffic | |
Passengers (Daily) | 360,000+ |
ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ (ଷ୍ଟେସନ କୋଡ NZM) ଭାରତର ଏକ ମୁଖ୍ୟ ରେଳ ଷ୍ଟେସନ । ଏହା ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ । ଏହାକୁ ନୂଆ ଦିଲ୍ଲୀ ଷ୍ଟେସନର ଭିଡ କମେଇବା ପାଇଁ ଦିଲ୍ଲୀ ସହରର ୫ଟି ମୁଖ୍ୟ ଷ୍ଟେସନ ମଧ୍ୟରୁ ଅନ୍ୟତମ ଭାବେ ସ୍ଥାପିତ ହେଇଥିଲା ।ଏଠାରୁ ଦେଶର ସମସ୍ତ ମୁଖ୍ୟ ସହର ଗୁଡିକୁ ଟ୍ରେନ ସଂଯୋଗ ରହିଛି । ଏହି ଷ୍ଟେସନ ଦିଲ୍ଲୀର ଉତ୍ତରକୁ ସହର କେନ୍ଦ୍ରରୁ ୭ କିଲୋମିଟର ଦୂରରେ ଅବସ୍ଥିତ । ଏଠାରୁ ଅନେକ ଗୁଡିଏ ମୁଖ୍ୟ ଟ୍ରେନର ଯାତ୍ରାରମ୍ଭ ହୁଏ ।
ଏହି ଷ୍ଟେସନ ଉତ୍ତର ରେଳବାଇଦ୍ୱାରା ପରିଚାଳିତ ଏଇଥାଏ ।
ଯୋଗାଯୋଗ
[ସମ୍ପାଦନା]- ଏହା ପାଖରେ ଥିବା ମେଟ୍ରୋ ଷ୍ଟେସନଗୁଡ଼ିକ ହେଲା ଇନ୍ଦ୍ରପ୍ରସ୍ଥ , ଜଙ୍ଗପୁରା , ଲାଜପତ ନଗର , ଓ INA
- ଏହା ପାଖରେ ISBT ସରାଇ କାଲେ ଖାନ ବସ ଟର୍ମିନସ ରହିଛି ।http://www.travelkhana.com/tkblog/information-nearest-metro-connectivity-hazrat-nizamuddin-railway-station
ପୁନଶ୍ଚ ଦେଖଣା
[ସମ୍ପାଦନା]- Delhi Junction Railway station
- Anand Vihar Railway Terminal
- Sarai Rohilla Railway Station
- Delhi Metro
ଆଧାର
[ସମ୍ପାଦନା]ବାହ୍ୟ ଆଧାର
[ସମ୍ପାଦନା]http://indiarailinfo.com/departures/hazrat-nizamuddin-nzm/748 http://indiarailinfo.com/station/map/hazrat-nizamuddin-nzm/748