ଗେଣ୍ଡାଳିଆ

ଉଇକିପିଡ଼ିଆ‌ରୁ

ଗେଣ୍ଡାଳିଆ
Adult showing characteristic gap between mandibles
Chambal River, Uttar Pradesh, India
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Ciconiiformes
Family: Ciconiidae
Genus: Anastomus
ଜାତି: A. oscitans
ବାଇନୋମିଆଲ ନାମ
Anastomus oscitans
(Boddaert, 1783)
     range

ଗେଣ୍ଡାଳିଆ ( ଜୀବ ବିଜ୍ଞାନ ନାମ - Anastomus oscitans) ଏକ ବଢ଼ିଆକାଙ୍କ ପରିବାରର ପକ୍ଷୀ ଅଟେ ଯାହାର ଲମ୍ବା ଗୋଡ ଓ ଲମ୍ବା ଥଣ୍ଟ ଥାଏ[୨] । ମୌସୁମୀ ବର୍ଷା ପୂର୍ବରୁ ଗେଣ୍ଡାଳିଆ କାଠିକୁଟା, ନଡ଼ାପାଳ ଏବଂ ବିଭିନ୍ନ ପ୍ରକାର ପତ୍ର ବ୍ୟବହାର କରି ନିଜର ବସା ସୁଦୃଢ କରି ବାନ୍ଧିଥାଏ ।[୩]

ବସବାସ ଅଞ୍ଚଳ[ସମ୍ପାଦନା]

ଗେଣ୍ଡାଳିଆ ମୁଖ୍ୟତଃ ଭାରତୀୟ ଉପମହଦେଶ ତଥା ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଦେଖାଯାଆଂତି । ଏହି ପକ୍ଷୀ ଓଡ଼ିଶାରେ ମଧ୍ୟ ବହୁତ ଦେଖାଯାଉଥିଲେ[୪] [୫]

ଶାରୀରିକ ବର୍ଣ୍ଣନା[ସମ୍ପାଦନା]

ମୁଖ୍ୟତଃ ଏହାର ଦେହର ରଙ୍ଗ ଧୂସର (ପ୍ରଜନନ ଋତୁକୁ ଛାଡିକି) ବା ଧଳା (ପ୍ରଜନନ ଋତୁରେ), ଡେଣା ଚିକ୍କଣ କଳା, ଲାଂଜରେ ଟିକିଏ ଶାଗୁଆ ବା ବାଇଗଣି ରଂଗ ମିଶା କଳା । ଏହାର ଥଣ୍ଟର ଉପର ଓ ତଳ ମାଢି ଭିତରେ କିଛି ଖୋଲା ସ୍ଥାନ ରହେ, ସେଥିପାଇଁ ଏହାକୁ ଇଂରାଜୀରେ ଓପେନ ବିଲ କୁହାଯାଏ । ଛୋଟ ଅବସ୍ଥାରେ ସେମାନଂକର ଏ କଣା ନ ଥାଏ । ଉପର ମାଢିର କାଟୁଥିବା ଧାର ଅଂଶରେ ବ୍ରଶ ଭଳି କିଛି ଭାଗ ଥାଏ ଯାହା ସେମାନଂକୁ ଗେଣ୍ଡା ଖାଇବାରେ ସାହାଯ୍ୟ କରିଥାଏ ।

ଆଧାର[ସମ୍ପାଦନା]

  1. "Anastomus oscitans". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. "Asian openbill". Wikipedia, the free encyclopedia. ଉଇକିପିଡ଼ିଆ. Retrieved 20 May 2018.
  3. "The Samaja ePaper: the synonym of news papers in Odisha". www.samajaepaper.in. Retrieved 2019-07-07.
  4. "Orissa Bird Checklist". Avibase - Bird Checklists of the World. Avibase - Bird Checklists of the World. Retrieved 20 May 2018.
  5. CHIEF EDITOR, GAZETTEERS & DIRECTOR GENERAL, TRAINING COORDINATION, DR. TARADATT, IAS (16 April 2016). ODISHA DISTRICT GAZETTEERS- SUBARNAPUR (PDF). ଭୁବନେଶ୍ୱର: GOPABANDHU ACADEMY OF ADMINISTRATION [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. ୧୭.{{cite book}}: CS1 maint: multiple names: authors list (link)