ଗେଣ୍ଡାଳିଆ
ଦେଖଣା
ଗେଣ୍ଡାଳିଆ | |
---|---|
Adult showing characteristic gap between mandibles Chambal River, Uttar Pradesh, India | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Ciconiiformes |
Family: | Ciconiidae |
Genus: | Anastomus |
ଜାତି: | A. oscitans |
ବାଇନୋମିଆଲ ନାମ | |
Anastomus oscitans (Boddaert, 1783)
| |
range |
ଗେଣ୍ଡାଳିଆ ( ଜୀବ ବିଜ୍ଞାନ ନାମ - Anastomus oscitans) ଏକ ବଢ଼ିଆକାଙ୍କ ପରିବାରର ପକ୍ଷୀ ଅଟେ ଯାହାର ଲମ୍ବା ଗୋଡ ଓ ଲମ୍ବା ଥଣ୍ଟ ଥାଏ[୨] । ମୌସୁମୀ ବର୍ଷା ପୂର୍ବରୁ ଗେଣ୍ଡାଳିଆ କାଠିକୁଟା, ନଡ଼ାପାଳ ଏବଂ ବିଭିନ୍ନ ପ୍ରକାର ପତ୍ର ବ୍ୟବହାର କରି ନିଜର ବସା ସୁଦୃଢ କରି ବାନ୍ଧିଥାଏ ।[୩]
ବସବାସ ଅଞ୍ଚଳ
[ସମ୍ପାଦନା]ଗେଣ୍ଡାଳିଆ ମୁଖ୍ୟତଃ ଭାରତୀୟ ଉପମହଦେଶ ତଥା ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଦେଖାଯାଆଂତି । ଏହି ପକ୍ଷୀ ଓଡ଼ିଶାରେ ମଧ୍ୟ ବହୁତ ଦେଖାଯାଉଥିଲେ[୪] [୫]।
ଶାରୀରିକ ବର୍ଣ୍ଣନା
[ସମ୍ପାଦନା]ମୁଖ୍ୟତଃ ଏହାର ଦେହର ରଙ୍ଗ ଧୂସର (ପ୍ରଜନନ ଋତୁକୁ ଛାଡିକି) ବା ଧଳା (ପ୍ରଜନନ ଋତୁରେ), ଡେଣା ଚିକ୍କଣ କଳା, ଲାଂଜରେ ଟିକିଏ ଶାଗୁଆ ବା ବାଇଗଣି ରଂଗ ମିଶା କଳା । ଏହାର ଥଣ୍ଟର ଉପର ଓ ତଳ ମାଢି ଭିତରେ କିଛି ଖୋଲା ସ୍ଥାନ ରହେ, ସେଥିପାଇଁ ଏହାକୁ ଇଂରାଜୀରେ ଓପେନ ବିଲ କୁହାଯାଏ । ଛୋଟ ଅବସ୍ଥାରେ ସେମାନଂକର ଏ କଣା ନ ଥାଏ । ଉପର ମାଢିର କାଟୁଥିବା ଧାର ଅଂଶରେ ବ୍ରଶ ଭଳି କିଛି ଭାଗ ଥାଏ ଯାହା ସେମାନଂକୁ ଗେଣ୍ଡା ଖାଇବାରେ ସାହାଯ୍ୟ କରିଥାଏ ।
ଆଧାର
[ସମ୍ପାଦନା]- ↑ "Anastomus oscitans". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
{{cite web}}
: Invalid|ref=harv
(help) - ↑ "Asian openbill". Wikipedia, the free encyclopedia. ଉଇକିପିଡ଼ିଆ. Retrieved 20 May 2018.
- ↑ "The Samaja ePaper: the synonym of news papers in Odisha". www.samajaepaper.in. Retrieved 2019-07-07.
- ↑ "Orissa Bird Checklist". Avibase - Bird Checklists of the World. Avibase - Bird Checklists of the World. Retrieved 20 May 2018.
- ↑ CHIEF EDITOR, GAZETTEERS & DIRECTOR GENERAL, TRAINING COORDINATION, DR. TARADATT, IAS (16 April 2016). ODISHA DISTRICT GAZETTEERS- SUBARNAPUR (PDF). ଭୁବନେଶ୍ୱର: GOPABANDHU ACADEMY OF ADMINISTRATION [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. ୧୭.
{{cite book}}
: CS1 maint: multiple names: authors list (link)