Jump to content

ଗୁନ୍ଥାକାଲ

ଉଇକିପିଡ଼ିଆ‌ରୁ
Guntakal
గుంతకల్
CountryIndia
StateAndhra Pradesh
DistrictAnantapur
Area
  ସମୁଦାୟ40.87 km2 (15.78 sq mi)
Elevation
432 m (1,417 ft)
Population
 (2011)[]
  Total୧,୨୬,୨୭୦
  Density3,100/km2 (8,000/sq mi)
Languages
  OfficialTelugu
Time zoneUTC+5:30 (IST)
PIN
515801
Telephone code+91–8552
ଯାନବାହାନ ପଞ୍ଚୀକରଣAP–02
WebsiteGuntakal Municipality


ଗୁନ୍ଥାକାଲ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଗୁନ୍ଥାକାଲ ୧୫.୧୭୧୩ ଉତ୍ତର ଅକ୍ଷାଂଶ ଓ ୭୭.୩୬୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁନ୍ଥାକାଲ ସହରର ମୋଟ ଜନସଂଖ୍ୟା ୧୧୭୪୦୩ ଅଟେ ।[] ସେଥି ମଧ୍ୟରୁ ୫୦.୫୬% ଜଣ ପରୁଷ ହୋଇଥିବା ବେଳେ ୪୯.୪୪% ଜଣ ନାରୀ ଅଟନ୍ତି । ଗୁନ୍ଥାକାଲର ସାକ୍ଷରତା ହାର ୬୪.୬୬% ଅଟେ । ଏହା ଜାତୀୟ ହାରଠାରୁ ୦.୧୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୪୬% ପ୍ରତିଶତ ପୁରୁଷ ଓ ୨୭.୧୯% ନାରୀ ଅଟନ୍ତି । ୧୦.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ଗୁନ୍ଥାକାଲର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Guntakal Municipality". Municipal Administration & Urban Development Department. Government of Andhra Pradesh. Archived from the original on 29 September 2015. Retrieved 28 September 2015.
  2. "District Census Handbook - Anantapur" (PDF). Census of India. p. 14,46. Retrieved 18 January 2015.
  3. "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  4. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]