ଗୁଟି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Gooty
గుత్తి
Gooty fort view
Gooty fort view
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
Area
 • ସମୁଦାୟ38.08 km2 (14.70 sq mi)
Population
 (2011)[୨]
 • Total୪୮,୬୫୮
 • Density1,300/km2 (3,300/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
WebsiteGooty Municipality
Gooty fort far view

ଗୁଟି ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଗୁଟି ୧୫.୧୧୮୪ ଉତ୍ତର ଅକ୍ଷାଂଶ ଓ ୭୭.୬୩୭୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁଟି ସହରର ମୋଟ ଜନସଂଖ୍ୟା ୪୩୩୮୭ ଅଟେ ।[୪] ସେଥି ମଧ୍ୟରୁ ୫୦.୬୪% ଜଣ ପରୁଷ ହୋଇଥିବା ବେଳେ ୪୯.୩୬% ଜଣ ନାରୀ ଅଟନ୍ତି । ଗୁଟିର ସାକ୍ଷରତା ହାର ୬୪.୬୭% ଅଟେ । ଏହା ଜାତୀୟ ହାରଠାରୁ ୦.୧୭% ପ୍ରତିଶତ କମ ଅଟେ । ସେଥିରୁ ୩୭.୫୨% ପ୍ରତିଶତ ପୁରୁଷ ଓ ୨୭.୧୫% ନାରୀ ଅଟନ୍ତି । ୧୧.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ଗୁଟିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Municipal Administration & Urban Development Department, Govt. of Andhra Pradesh. Retrieved 21 October 2014.
  2. "Census 2011". The Registrar General & Census Commissioner, India. Retrieved 21 October 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]