ଖେଲାରି
ଦେଖଣା
ଖେଲାରି | |
|---|---|
city | |
| Country | |
| State | Jharkhand |
| District | Ranchi |
| Named for | Coal |
| Population (2001) | |
| • Total | ୫୩,୨୧୪ |
| Languages | |
| Time zone | UTC+5:30 (IST) |
| 829205 | 06531 |
| ଯାନବାହାନ ପଞ୍ଚୀକରଣ | JH |
ଖେଲାରି , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା କୋଇଲା ଖଣି ଅଞ୍ଚଳ ଭାବରେ ବିଖ୍ୟାତ । ଏଠାରେ ଥିବା ରେଳ ଷ୍ଟେସନ ଅଙ୍କଲ ପାଇଁ ଏକ ମୁଖ୍ୟ ଷ୍ଟେସନ ଭାବରେ ରହିଛି । ଏହା ଭାରତୀୟ ରାଜଧାନୀ ଦିଲ୍ଲୀ , ରାଁଚୀ , କଲିକତା , ଦାଲତଙଗଞ୍ଜ ଧାନବାଦ ସହ ସୁ ସଂଯୁକ୍ତ । ଏଠାରେ ସେଣ୍ଟ୍ରାଲକୋଲ ଲିମିଟେଡ ଅଧୀନରେ କୋଇଲାଖଣି ସମୂହ ପରିଚାଳିତ ।
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା18,699 ଥିଲା ।[୧] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 59% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 69%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 49%ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଏଠାରେ ଥିଲା ।
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.