Jump to content

ଖଣ୍ଡାୟତ

ଉଇକିପିଡ଼ିଆ‌ରୁ
ଖଣ୍ଡାୟତମାନଙ୍କଦ୍ୱାରା ପାରମ୍ପାରିକ ଯୁଦ୍ଧକଳା ପ୍ରଦର୍ଶନ

ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ ଚଷା ଜାତି ।[] ଖଣ୍ଡାୟତମାନେ ବ୍ରିଟିଶ ଶାସନ ପୂର୍ବରୁ ରଜା ମାନଙ୍କ ସିପାହୀ କାର୍ଯ୍ୟ ରେ ନିୟୋଜିତ ଥିଲେ।[]

ଇତିହାସ

ଅତୀତରେ ଚଷା ଓ ବିଭିନ୍ନ ଜାତି ର ସମାହାର ରେ ଖଣ୍ଡାୟତ ଜାତିର ସୃଷ୍ଟି ।[][][] ଯେଉଁ ଲୋକ ମାନେ ଯୁଦ୍ଧରେ ରାଜା ଙ୍କ ସେନାବାହିନୀ ରେ ଯୋଗ ଦେଉଥିଲେ ସେମାନଙ୍କୁ ଫଳ ସ୍ୱରୂପ ଖଣ୍ଡାୟତ ଉପାଧି ଓ କିଛି କର ମୁକ୍ତ ଜମି ପ୍ରଦାନ କରାଯାଉଥିଲା କାଳ କ୍ରମେ ଏହା ଏକ ନୂତନ ଜାତି ଖଣ୍ଡାୟତ ନାମ ରେ ପ୍ରତିଷ୍ଠିତ ହେଲା ।[][][]

ବର୍ତ୍ତମାନ

ଖଣ୍ଡାୟତ ମାନେ ସଂରକ୍ଷଣ ବ୍ୟବସ୍ଥା ରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ରେ ଅନ୍ତର୍ଭୁକ୍ତ ଅଟନ୍ତି। ବର୍ତ୍ତମାନ ସମୟ ରେ ଖଣ୍ଡାୟତ ମାନେ ମୁଖ୍ୟତଃ ସେମାନଙ୍କ ର କୌଳିକ ବୃତ୍ତି ଚାଷ ବୃତ୍ତି କରି ଜୀବିକା ଅତିବାହିତ କରନ୍ତି।[]

ସଂସ୍କୃତି ଓ ପରମ୍ପରା

ଖଣ୍ଡ ଅର୍ଥାତ ଭୂମି ଆୟତ ଅର୍ଥ ଅଧିକାରୀ।[୧୦]କେତେକ ସାଧାରଣ ଗୋତ୍ର ହେଲା ଭରଦ୍ୱାଜ, କୌଣ୍ଡିନ୍ୟ (ଭ୍ରମ ବଶତଃ କୌନସ୍ୟ ବୋଲି ଲୋକାଚାରରେ ପ୍ରଚଳିତ), ବାତ୍ସ୍ୟ,ମୁଦ୍ଗଳସ୍ୟ , ଗୌତମସ୍ୟ, ବଶିଷ୍ଠ, କଶ୍ୟପ, ଅତ୍ରେୟ , ଗାଙ୍ଗସ୍ୟ , ନାଗସ୍ୟ ଅଥବା ବିନାୟକ ।

ପାଇକ ଆଖଡ଼ା

ପାଇକ ଆଖଡ଼ାରେ ପାଇକମାନେ ଯୁଦ୍ଧାଭ୍ୟାସ ଏବଂ ଯୁଦ୍ଧକଳାର ପ୍ରଶିକ୍ଷଣ ନେଇଥାନ୍ତି । ପାଇକମାନେ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ ।[୧୧][୧୨][୧୩]

ଆଧାର 

  1. Congress, Indian History (2002). Proceedings (in ଇଂରାଜୀ). Indian History Congress.
  2. Bailey, Frederick George (1970).
  3. Parida, Asok Nath (1996). Aspects of Socio-cultural Life in Early and Medieval Orissa (in ଇଂରାଜୀ). DSA Programme, Post Graduate Department of History, Utkal University.
  4. Das, H. C. (1979). Resources and Responses in Two Orissan Villages: The Influence of the New State Capital, 1950-1970 (in ଇଂରାଜୀ). Punthi Pustak.
  5. Congress, Indian History (1997). Proceedings (in ଇଂରାଜୀ). Indian History Congress.
  6. Pani, Subas; Das, H. C.; Kar, Indu Bhusan (1988). Glimpses of History and Culture of Balasore (in ଇଂରାଜୀ). Orissa State Museum.
  7. Ghosh, G. K. (2000). Legends of Origin of the Castes and Tribes of Eastern India (in ଇଂରାଜୀ). Firma KLM. ISBN 978-81-7102-046-1.
  8. Parida, Asok Nath (1996). Aspects of Socio-cultural Life in Early and Medieval Orissa (in ଇଂରାଜୀ). DSA Programme, Post Graduate Department of History, Utkal University.
  9. Congress, Indian History (2002). Proceedings (in ଇଂରାଜୀ). Indian History Congress.
  10. Mohanty, Bidyut (2021-11-09). A Haunting Tragedy: Gender, Caste and Class in the 1866 Famine of Orissa (in ଇଂରାଜୀ). Routledge. ISBN 978-1-000-50683-9.
  11. Mohapatra, Dr. Hemanta Kumar (December 2014).
  12. Indian Association of Kickboxing Organisations, 9 February 2013.
  13. Eaton, Richard Maxwell (2015).