କ୍ୱିନୁପ୍ରିଷ୍ଟିନ/ଡାଲଫୋପ୍ରିଷ୍ଟିନ

ଉଇକିପିଡ଼ିଆ‌ରୁ
କ୍ୱିନୁପ୍ରିଷ୍ଟିନ/ଡାଲଫୋପ୍ରିଷ୍ଟିନ
Quinupristin (top) and dalfopristin (bottom)
Combination of
QuinupristinStreptogramin antibiotic
DalfopristinStreptogramin antibiotic
Clinical data
Pronunciationkwi NYOO pris tin / dal FOE pris tin
Trade namesSynercid
AHFS/Drugs.commonograph
Pregnancy
category
Routes of
administration
IV
Legal status
Legal status
  (verify)

କ୍ୱିନୁପ୍ରିଷ୍ଟିନ/ଡାଲଫୋପ୍ରିଷ୍ଟିନ, ସିନର୍ସିଡ୍ ଏହା ବିକ୍ରୟ ନାମ, ହେଉଛି ଦୁଇଟି ଆଣ୍ଟିବାୟୋଟିକର ମିଶ୍ରଣ ଯାହା ଷ୍ଟାଫିଲୋକୋକାଇ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ଯେପରିକି ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ ଅରିଅସ୍ (MRSA) ଏବଂ ଭାନକୋମାଇସିନ୍-ପ୍ରତିରୋଧକ ଏଣ୍ଟେରୋକୋକସ ଫ୍ୟାସିୟମ୍ (VRE) ।[୧] ଭିଆରଇ ବିରୋଧରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ନୁହେଁ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ, ଅଇ, ତରଳ ଝାଡ଼ା, ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଏବଂ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ | [୧] କ୍ୱିନୁପ୍ରିଷ୍ଟିନ ଏବଂ ଡାଲଫୋପ୍ରିଷ୍ଟିନ ଉଭୟ ଷ୍ଟ୍ରେପଟୋଗ୍ରାମିନ ଆଣ୍ଟିବାୟୋଟିକ ଯାହା ପ୍ରିଷ୍ଟାଇନାମାଇସିନରୁ ନିର୍ମିତ ।[୧]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୩୫୦ ମିଗ୍ରା/୧୫୦ ମିଗ୍ରା ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୯୦୦ ଡଲାର ଥିଲା ।[୩] ଯୁକ୍ତରାଜ୍ୟରେ ଏହା ୨୦୧୮ ପରଠାରୁ ଆଉ ଉପଲବ୍ଧ ନାହିଁ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Quinupristin/Dalfopristin Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 20 October 2021.
  2. ୨.୦ ୨.୧ Barer, Michael R.; Irving, Will L. (13 January 2018). Medical Microbiology E-Book: A Guide to Microbial Infections (in ଇଂରାଜୀ). Elsevier Health Sciences. p. 53. ISBN 978-0-7020-7198-0. Archived from the original on 21 October 2021. Retrieved 20 October 2021.
  3. "Synercid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2020. Retrieved 20 October 2021.