Jump to content

କ୍ଲୋରାଲ ହାଇଡ୍ରେଟ

ଉଇକିପିଡ଼ିଆ‌ରୁ
କ୍ଲୋରାଲ ହାଇଡ୍ରେଟ
Clinical data
Trade namesAquachloral, Novo-Chlorhydrate, Somnos, others
SynonymsTrichloroacetaldehyde monohydrate
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    By mouth, rectal suppository
    Legal status
    Legal status
    Pharmacokinetic data
    BioavailabilityWell absorbed
    MetabolismLiver and kidney (converted to trichloroethanol)
    Elimination half-life8–10 hours
    ExcretionBile, feces, urine (various metabolites not unchanged)
    Identifiers
    • 2,2,2-Trichloroethane-1,1-diol
    ECHA InfoCard100.005.562 Edit this at Wikidata
    Chemical and physical data
    FormulaC2H3Cl3O2
    Molar mass୧୬୫.୩୯ g·mol−1
    3D model (JSmol)
    Density1.9081 g/cm3 g/cm3
    Melting point57 °C (135 °F)
    Boiling point98 °C (208 °F)
    Solubility in water660 g/100 ml[] mg/mL (20 °C)
    • ClC(Cl)(Cl)C(O)O
    • InChI=1S/C2H3Cl3O2/c3-2(4,5)1(6)7/h1,6-7H
    • Key:RNFNDJAIBTYOQL-UHFFFAOYSA-N

    କ୍ଲୋରାଲ ହାଇଡ୍ରେଟ ଏକ ଔଷଧ ଯାହା ନିଦ୍ରାହୀନତା ଏବଂ ପ୍ରକ୍ରିୟାକରଣରେ ଭାବରେ ବ୍ୟବହୃତ ହୁଏ ।[] [] ଯେତେବେଳେ ନିରାପଦ ଔଷଧ ଉପଯୁକ୍ତ ନୁହେଁ ସେତେବେଳେ ଏହାର ବ୍ୟବହାର କରାଯାଏ | [] ଏହାକୁ ପାଟିରେ ଦିଆଯାଇପାରେ କିମ୍ବା ମଳ ଦ୍ୱାରବାଟରେ ବ୍ୟବହାର କରାଯାଇପାରେ ।[] ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[] ଫଙ୍ଗଲ୍ ସ୍ପୋରସ୍ ପାଇଁ ଏକ ସ୍ଟେନର ଅଂଶ ଭାବରେ ବ୍ୟବହାର କରାଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ସମନ୍ୱୟ ଅସୁବିଧା ଏବଂ ତରଳ ଝାଡ଼ା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶାଗ୍ରସ୍ତ, ହଠାତ୍ ବନ୍ଦ ହୋଇଗଲେ କମ୍ପୋନ୍ମାଦ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ଅତ୍ୟଧିକ ମାତ୍ରାରେ ଗ୍ରହଣ କଲେ ଶ୍ୱାସକ୍ରିୟା କମିଯାଏ କିମ୍ବା କୋମା ହୋଇପାରେ ।[] ଏହା କିପରି କାର୍ଯ୍ୟ କରେ ତାହା ସଂପୂର୍ଣ୍ଣ ଅସ୍ପଷ୍ଟ ଅଛି ।[]

    କ୍ଲୋରାଲ୍ ହାଇଡ୍ରେଟ୍ ୧୮୩୨ ମସିହାରେ ଜଷ୍ଟସ୍ ଭନ୍ ଲିବିଗଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା ଏବଂ ୧୮୬୦ ଦଶକରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । [] ଯୁକ୍ତରାଜ୍ୟରେ ଏହା ଏକ ବିନା ପ୍ରେସ‌କ୍ରିପସନ ଭାବରେ ଉପଲବ୍ଧ ଅଛି ଓ ୨୦୨୦ ସୁଦ୍ଧା ୩୦ଟି ଟାବଲେଟ୍ ମୂଲ୍ୟ ପ୍ରାୟ ୧୪୦ ପାଉଣ୍ଡ ଥିଲା। [] ଯୁକ୍ତରାଷ୍ଟ୍ରରେ କୌଣସି ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ, ଯଦିଓ ଏହା ବେଳେବେଳେ ବ୍ୟବହୃତ ହୁଏ । [] [] ଏହା ସାଧାରଣତ ୟୁରୋପରେ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ବ୍ୟବହୃତ ହୁଏ ।[] ଐତିହାସିକ ଭାବେ ଏହା ଉତ୍ତେଜନାକୁ ପରିଚାଳନା କରିବା ପାଇଁ ମାନସିକ ଆଶ୍ରୟସ୍ଥଳୀରେ ବ୍ୟବହୃତ ହେଉଥିଲା ଏବଂ ମିକେ ଫିନ୍ ନାମରେ ପରିଚିତ "ନକ୍ଆଉଟ୍ ଡ୍ରପ୍" ସୃଷ୍ଟି ପାଇଁ ଆଲକୋହୋଲ ସ‌ହିତ ମିଶ୍ରିତ ହେଉଥିଲା ।[୧୦] [୧୧]

    1. "Chemical Book: Chloral hydrate". Archived from the original on 29 August 2018. Retrieved 27 February 2017.
    2. 1 2 3 4 5 6 7 "Chloral Hydrate Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 12 December 2020.
    3. 1 2 "Chloral Hydrate 143mg/5ml Oral Solution - Summary of Product Characteristics (SmPC) - (emc)". www.medicines.org.uk. Archived from the original on 29 August 2021. Retrieved 12 December 2020.
    4. Auerbach, Paul S. (2011). Wilderness Medicine E-Book: Expert Consult Premium Edition - Enhanced Online Features (in ଇଂରାଜୀ). Elsevier Health Sciences. p. 1278. ISBN 978-1-4557-3356-9. Archived from the original on 2021-08-29. Retrieved 2020-12-12.
    5. 1 2 BNF 79. London: Pharmaceutical Press. March 2020. p. 502. ISBN 978-0857113658.
    6. Stolerman, Ian (2010). Encyclopedia of Psychopharmacology (in ଇଂରାଜୀ). Springer Science & Business Media. p. 597. ISBN 978-3-540-68698-9. Archived from the original on 2021-08-29. Retrieved 2020-12-12.
    7. Dowd, Frank J.; Johnson, Bart; Mariotti, Angelo (2016). Pharmacology and Therapeutics for Dentistry - E-Book (in ଇଂରାଜୀ). Elsevier Health Sciences. p. 167. ISBN 978-0-323-44595-5. Archived from the original on 2021-08-29. Retrieved 2020-12-12.
    8. Meadows, Michelle (January–February 2007). "The FDA Takes Action Against Unapproved Drugs". FDA Consumer Magazine. 41 (1): 34–5. PMID 17342837.
    9. Lane, Robert H. (2014). Current Controversies in Perinatology, An Issue of Clinics in Perinatology, E-Book (in ଇଂରାଜୀ). Elsevier Health Sciences. p. 906. ISBN 978-0-323-32673-5. Archived from the original on 2021-08-29. Retrieved 2020-12-12.
    10. "Chloral Hydrate". Drug Enforcement Administration. Archived from the original on 11 May 2012. Retrieved 27 June 2018.
    11. Young, Mary de (2014). Madness: An American History of Mental Illness and Its Treatment (in ଇଂରାଜୀ). McFarland. p. 248. ISBN 978-0-7864-5746-5. Archived from the original on 2021-08-29. Retrieved 2020-12-12.