କ୍ଲୋରାଜେପେଟ

ଉଇକିପିଡ଼ିଆ‌ରୁ
କ୍ଲୋରାଜେପେଟ
Clinical data
Pronunciationklor az' e pate[୧]
Trade namesTranxene, Tranxilium, Novo-Clopate, others
SynonymsClorazepate dipotassium
AHFS/Drugs.commonograph
MedlinePlusa682052
Pregnancy
category
  • US: D (Evidence of risk)
Routes of
administration
By mouth
Legal status
Legal status
Pharmacokinetic data
Bioavailability91%
MetabolismLiver
Onset of action~ 1 hr[୨]
Elimination half-life48 hours
Duration of actionUp to 3 days[୩]
ExcretionKidney
Identifiers
  • 7-Chloro-2,3-dihydro-2-oxo-5-phenyl-1H-1,4-benzodiazepine-3-carboxylic acid
ECHA InfoCard100.041.737 Edit this at Wikidata
Chemical and physical data
FormulaC16H11ClN2O3
Molar mass୩୧୪.୭୩ g·mol−1
3D model (JSmol)
  • C1=CC=C(C=C1)C2=NC(C(=O)NC3=C2C=C(C=C3)Cl)C(=O)O
  • InChI=1S/C16H11ClN2O3/c17-10-6-7-12-11(8-10)13(9-4-2-1-3-5-9)19-14(16(21)22)15(20)18-12/h1-8,14H,(H,18,20)(H,21,22) checkY
  • Key:XDDJGVMJFWAHJX-UHFFFAOYSA-N ☒N
  (verify)

କ୍ଲୋରାଜେପେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟ୍ରାନକ୍ସେନ, ହେଉଛି ଏକ ଔଷଧ ଯାହା ମଦ୍ୟପାନ ପ୍ରତ୍ୟାହାର, ଉଦ୍‌ବେଗ ଏବଂ ବାତ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିଦ୍ୱାରା ନିଆଯାଏ ।[୨] ଏହାର ପ୍ରଭାବ ଏକ ଘଣ୍ଟାରୁ ଆରମ୍ଭ ହୋଇ ୧ରୁ ୩ଦିନ ପର୍ଯ୍ୟନ୍ତ ରହିପାରେ ।[୨] [୩]


ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଢୁଳେଇବା, ସମନ୍ୱୟ ଅଭାବ, କଥାବାର୍ତ୍ତା କରିବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦୀର୍ଘ ସମୟ ବ୍ୟବହାର ପରେ ଅପବ୍ୟବହାର ଏବଂ ପ୍ରତ୍ୟାହାର ଲକ୍ଷଣ ହୋଇପାରେ ।[୨] ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୨] ଏହା ଓପିଓଏଡ୍ ସହିତ ପ୍ରତିକ୍ରିୟା କରିପାରେ ।[୨] ଏହା ଏକ ବେଞ୍ଜୋଡାଏଜେପିନ ଶ୍ରେଣୀର ଔଷଧ ଯାହା ଗାମା-ଆମିନୋବୁଟାଇରିକ୍ ଏସିଡ (GABA) ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୬୫ ମସିହାରେ କ୍ଲୋରାଜେପେଟ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୬୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଷ୍ଟ୍ରରେ ୭.୨୨ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ କାର୍ଯ୍ୟସୂଚୀ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ଅଟେ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Clorazepate". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 5 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Mauk, Kristen L. (14 April 2017). Gerontological Nursing Competencies for Care (in ଇଂରାଜୀ). Jones & Bartlett Learning. p. 499. ISBN 978-1-284-10447-9. Archived from the original on 11 January 2022. Retrieved 5 January 2022.
  3. ୩.୦ ୩.୧ Clark, Michelle A.; Harvey, Richard A.; Finkel, Richard; Rey, Jose A.; Whalen, Karen (15 December 2011). Pharmacology (in ଇଂରାଜୀ). Lippincott Williams & Wilkins. p. 114. ISBN 978-1-4511-1314-3. Archived from the original on 11 January 2022. Retrieved 5 January 2022.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 536. ISBN 9783527607495. Archived from the original on 2021-08-28. Retrieved 2021-07-24.
  5. ୫.୦ ୫.୧ "Clorazepate Prices, Coupons & Savings Tips - GoodRx". GoodRx. Archived from the original on 1 November 2016. Retrieved 5 January 2022.