Jump to content

କ୍ଲୋରଫେନାମାଇନ

ଉଇକିପିଡ଼ିଆ‌ରୁ
କ୍ଲୋରଫେନାମାଇନ
Clinical data
Pronunciationklor" fen ir' a meen[]
Trade namesChlor-Trimeton; Piriton
SynonymsChlorpheniramine maleate[]
AHFS/Drugs.commonograph
MedlinePlusa682543
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    By mouth, IV, IM, SC
    Legal status
    Legal status
    Pharmacokinetic data
    Bioavailability25 to 50%
    Protein binding72%
    MetabolismLiver (CYP2D6)
    Onset of actionWith 6 hr[]
    Elimination half-life13.9–43.4 hours[]
    Duration of action~24 hr[]
    ExcretionKidney
    Identifiers
    • 3-(4-Chlorophenyl)-N,N-dimethyl-3-pyridin-2-yl-propan-1-amine
    ECHA InfoCard100.004.596 Edit this at Wikidata
    Chemical and physical data
    FormulaC16H19ClN2
    Molar mass୨୭୪.୭୯ g·mol−1
    3D model (JSmol)
    Solubility in water0.55 g/100 mL, liquid mg/mL (20 °C)
    • Clc1ccc(cc1)C(c2ncccc2)CCN(C)C
    • InChI=1S/C16H19ClN2/c1-19(2)12-10-15(16-5-3-4-11-18-16)13-6-8-14(17)9-7-13/h3-9,11,15H,10,12H2,1-2H3 checkY
    • Key:SOYKEARSMXGVTM-UHFFFAOYSA-N checkY
      (verify)

    କ୍ଲୋରଫେନାମାଇନ ( ସିପି, ସିପିଏମ୍ ), ଯାହା କ୍ଲୋରଫେନିରାମାଇନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଆଣ୍ଟିହିସ୍ଟାମିନ ଯାହା ଆଲର୍ଜିକ ନାକପ୍ରଦାହ ପରି ଲକ୍ଷଣର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ । [] ଏହି ଔଷଧ 6 ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହୁଏ ଏବଂ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହିଥାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଅସ୍ଥିରତା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ ଚକ୍କର ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭଧାରଣର ପ୍ରଥମ ଦୁଇ ତ୍ରୈମାସିକରେ କ୍ଷତି ହେବାର କୌଣସି ପ୍ରମାଣ ନାହିଁ; ଯଦିଓ ପରବର୍ତ୍ତୀ ଗର୍ଭଧାରଣ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] [] ଏହା ପ୍ରଥମ ପିଢ଼ିର ଆଣ୍ଟିହାଇଷ୍ଟାମାଇନ୍ ଏବଂ ଏଚ୧ (H1।) ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    କ୍ଲୋରଫେନାମାଇନ ପ୍ୟାଟେଣ୍ଟ୍ ହୋଇଥିଲା ୧୯୪୮ ମସିହାରେ ଏବଂ ୧୯୪୯ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[] ଏହା ଏକ ଜେନେରିକ୍ ଔଷଧ ଏବଂ ବିନା ପ୍ରେସକ୍ରିପସନରେ ଉପଲବ୍ଧ ।[] [] ଯୁକ୍ତରାଜ୍ୟରେ ୪ ମିଗ୍ରାର ୨୮ ଟାବଲେଟର ମୂଲ୍ୟ 2021 ସୁଦ୍ଧା ପ୍ରାୟ £୨ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ 0.୮୦ ଡଲାର ଅଟେ। [] ଏହା ଅନେକ ମିଶ୍ରଣ ଉତ୍ପାଦରେ ଉପସ୍ଥିତ ଏବଂ ସାଧାରଣ ଭାବରେ ବ୍ୟବହୃତ ହୁଏ । []

    1. 1 2 3 "Brompheniramine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 4 January 2022.
    2. 1 2 3 4 5 6 7 8 9 10 "Chlorpheniramine Maleate, Dexchlorpheniramine Maleate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 15 July 2019. Retrieved 15 July 2019.
    3. Yasuda SU, Wellstein A, Likhari P, Barbey JT, Woosley RL (1995). "Chlorpheniramine plasma concentration and histamine H1-receptor occupancy". Clin. Pharmacol. Ther. 58 (2): 210–20. doi:10.1016/0009-9236(95)90199-X. PMID 7648771.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 299. ISBN 978-0857114105.
    5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 546. ISBN 9783527607495. Archived from the original on 11 December 2019. Retrieved 3 March 2019.
    6. "Over-the-Counter Medicines for Allergies". HealthLink BC (in ଇଂରାଜୀ). Archived from the original on 15 July 2019. Retrieved 15 July 2019.
    7. "Compare Chlorpheniramine Prices - GoodRx". GoodRx. Retrieved 4 January 2022.