Jump to content

କ୍ରିସାବୋରୋଲ

ଉଇକିପିଡ଼ିଆ‌ରୁ
କ୍ରିସାବୋରୋଲ
Clinical data
Pronunciation/jˈkrɪsə/ yoo-KRIS
Trade namesEucrisa, Staquis
SynonymsAN-2728
AHFS/Drugs.commonograph
MedlinePlusa617019
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    Topical (ointment)
    Legal status
    Legal status
    Identifiers
    • 4-[(1-Hydroxy-1,3-dihydro-2,1-benzoxaborol-5-yl)oxy]benzonitrile
    ECHA InfoCard100.225.309 Edit this at Wikidata
    Chemical and physical data
    FormulaC14H10BNO3
    Molar mass୨୫୧.୦୫ g·mol−1
    3D model (JSmol)
    • B1(c2ccc(cc2CO1)Oc3ccc(cc3)C#N)O
    • InChI=1S/C14H10BNO3/c16-8-10-1-3-12(4-2-10)19-13-5-6-14-11(7-13)9-18-15(14)17/h1-7,17H,9H2
    • Key:USZAGAREISWJDP-UHFFFAOYSA-N

    କ୍ରିସାବୋରୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଇଉକ୍ରିସା, ହେଉଛି ଏକ ଔଷଧ ଯାହା ଏକଜିମା (ଆଟୋପିକ୍ ଡର୍ମାଟାଇଟିସ୍) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଦୁଇ ମାସରୁ ଅଧିକ ବୟସର ପିଲାର ସାମାନ୍ୟରୁ ମଧ୍ୟମ ଧରଣର ରୋଗ ପାଇଁ ବ୍ୟବହୃତ ହୁଏ ।[] ଏହା ଚର୍ମରେ ପ୍ରୟୋଗ କରାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥଳରେ ଜ୍ୱଳନ କିମ୍ବା ଫୋଡ଼ିହେବା ଅନୁଭବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଏହା ଏକ ଫସଫୋଡାଇଏଷ୍ଟେରେଜ୍ 4 (PDE-4) ଇନହିବିଟର ଯାହା ସାଇଟୋକାଇନ ନିର୍ଗତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[] []

    ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରିସାବୋରୋଲକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ୬୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୮୦ ଡଲାର ଥିଲା । [] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ୨୦୨୨ ସୁଦ୍ଧା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[]

    1. 1 2 3 4 5 6 "Eucrisa- crisaborole ointment". DailyMed. 21 April 2020. Archived from the original on 23 March 2021. Retrieved 28 April 2020.
    2. 1 2 3 4 "Staquis EPAR". European Medicines Agency (EMA). 29 January 2020. Archived from the original on 2 November 2021. Retrieved 28 April 2020.
    3. "Crisaborole Prices, Coupons & Savings Tips - GoodRx". GoodRx. Retrieved 7 January 2022.
    4. "Crisaborole". SPS - Specialist Pharmacy Service. 8 January 2016. Archived from the original on 11 October 2021. Retrieved 7 January 2022.