କୋନିଭାପ୍ଟାନ
| Clinical data | |
|---|---|
| Trade names | Vaprisol |
| Synonyms | YM 087 |
| AHFS/Drugs.com | monograph |
| data |
|
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Pharmacokinetic data | |
| Bioavailability | N/A |
| Identifiers | |
| |
| Chemical and physical data | |
| Formula | C32H26N4O2 |
| Molar mass | ୪୯୮.୫୯ g·mol−1 |
| 3D model (JSmol) | |
| |
| |
| (verify) | |
କୋନିଭାପ୍ଟାନ (ଇଂରାଜୀ ଭାଷାରେ Conivaptan), ଭାପ୍ରିସୋଲ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସମୁଦାୟ ଶାରୀରିକ ତରଳ ପଦାର୍ଥରେ ସୋଡ଼ିଅମ ପରିମାଣ ସାଧାରଣ ଥିଲେ କିମ୍ବା ଅଧିକ ସୋଡ଼ିଅମ ଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯଦିଓ ଏହା ପରୀକ୍ଷାଗାର ମୂଲ୍ୟରେ ଉନ୍ନତି ଆଣିପାରେ କିନ୍ତୁ ଫଳାଫଳକୁ ଉନ୍ନତ କରେ କି ନାହିଁ ତାହା ଅସ୍ପଷ୍ଟ ଅଛି । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ, ଜ୍ୱର, କମ ପୋଟାସିୟମ୍, ମୁଣ୍ଡବିନ୍ଧା, ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓସୋମୋଟିକ୍ ଡିମାୟେଲିନେସନ ସିଣ୍ଡ୍ରୋମ ହୋଇପାରେ ଯଦି ସୋଡିଅମ ସ୍ତର ଅତି ଶୀଘ୍ର ସଂଶୋଧିତ ହୁଏ ।[୨] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଯେପରି ହୃଦ୍ପାତ ନିରାପତ୍ତା । ଏହା ଏକ ଭାସୋପ୍ରେସିନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ ।
୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କୋନିଭାପ୍ଟାନ ଅନୁମୋଦିତ ହୋଇଥିଲା ।[୧] ୨୦୧୧ ମସିହା ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ହୋଇନାହିଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୨୦ ମିଗ୍ରା ମାତ୍ରା ପିଛା ପ୍ରାୟ ୧୦୦୦ ଡଲାର ଖର୍ଚ୍ଚ ହୁଏ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "DailyMed - VAPRISOL DEXTROSE IN PLASTIC CONTAINER- conivaptan hydrochloride injection, solution". dailymed.nlm.nih.gov. Archived from the original on 21 April 2021. Retrieved 6 January 2022.
- ↑ "Conivaptan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 7 January 2022.
- ↑ Gardner, Roy S.; Clark, Andrew L.; Dargie, Henry (14 July 2011). Oxford Textbook of Heart Failure (in ଇଂରାଜୀ). OUP Oxford. p. 154. ISBN 978-0-19-957772-9. Archived from the original on 11 January 2022. Retrieved 7 January 2022.
- ↑ "Vaprisol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 April 2021. Retrieved 7 January 2022.