କୋଣାର୍କ ଏକ୍ସପ୍ରେସ ଟ୍ରେନ
| Overview | |||||
|---|---|---|---|---|---|
| Service type | ଏକ୍ସପ୍ରେସ ଟ୍ରେନ | ||||
| Locale | ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର | ||||
| First service | 16 ଅଗଷ୍ଟ 1978 (initial service between ଛାଞ୍ଚ:Rws and ଛାଞ୍ଚ:Rws)[୧] | ||||
| Current operator(s) | କେନ୍ଦ୍ରୀୟ ରେଳପଥ (ଭାରତ) | ||||
| Route | |||||
| Start | ଭୁବନେଶ୍ୱର | ||||
| Stops | ୩୯ | ||||
| End | ମୁମ୍ବାଇ | ||||
| Distance travelled | 1,932 km (1,200 mi) | ||||
| Average journey time | ୩୭ ଘଣ୍ଟା, ୧୫ ମିନିଟ | ||||
| Service frequency | ଦୈନିକ | ||||
| Train number(s) | ୧୧୦୧୯/୧୧୦୨୦ | ||||
| On-board services | |||||
| Class(es) | ଏସି ୨ ଟାୟାର, ଏସି ୩ ଟାୟାର, ସ୍ଲିପର ଏବଂ ଜେନେରାଲ | ||||
| Seating arrangements | ଅଛି | ||||
| Sleeping arrangements | ଅଛି | ||||
| Catering facilities | ପାଣ୍ଟ୍ରି କୋଚ ଅଛି | ||||
| Observation facilities | Small ICF Windows | ||||
| Entertainment facilities | ନାହିଁ | ||||
| Baggage facilities | ବସିବା ସ୍ଥାନ ତଳେ | ||||
| Technical | |||||
| Operating speed | 51 km/h (32 mph) average with halts | ||||
| |||||
କୋଣାର୍କ ଏକ୍ସପ୍ରେସ, ଏକ ଶ୍ରେଣୀବିହୀନ ସୁପର ଫାଷ୍ଟ ରେଳଗାଡ଼ି ଯାହା ସିକନ୍ଦରାବାଦରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୧୯୭୮ ମସିହାରେ ଦୈନିକ ଯାତାୟତ କରୁଥିଲା । ଏହା ତତ୍କାଳୀନ ଭାରତୀୟ ରେଳ ମନ୍ତ୍ରୀ ମଧୁ ଦଣ୍ଡବତେଙ୍କଦ୍ୱାରା ଆରମ୍ଭ କରାହୋଇଥିଲା । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ମିନାର ଏକ୍ସପ୍ରେସ ସହ ସଂଯୁକ୍ତ ହେଇ ଯାଉଥିବା ଏହି ଟ୍ରେନଟି ୧୯୯୪ରୁ ସ୍ୱତନ୍ତ୍ର ଭାବେ ମୁମ୍ବାଇ ପର୍ଯ୍ୟନ୍ତ ପରିବର୍ଧିତ ହୋଇ ଦୈନିକ ଯାତ୍ରା କରୁଛି । ଏହା ପୂର୍ବ ଓ ପଶ୍ଚିମ ଭାରତକୁ ସଂଯୋଗ କରୁଥିବା ଏକ ସର୍ବ ପୁରାତନ ସୁପରଫାଷ୍ଟ ଟ୍ରେନ । ଏହି ଟ୍ରେନ, (ଟ୍ରେନ# ୧୧୦୨୦) ଭୁବନେଶ୍ୱରରୁ ଦୈନିକ ଅପରାହ୍ନ ୩ଟା ୨୫ ମିନିଟରେ ଏବଂ (ଟ୍ରେନ# ୧୧୦୧୯) ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସଠାରୁ ଦୈନିକ ଅପରାହ୍ନ ୩ଟା ୫୦ ମିନିଟରେ ଛାଡ଼ିଥାଏ । [୨]
ଗତିପଥ
[ସମ୍ପାଦନା]ସମୁଦାୟ ୧୯୩୨ କିଲୋମିଟର ଯାତ୍ରା କରୁଥିବା ଏହି ଟ୍ରେନ କେବଳ ଆନ୍ଧ୍ରପ୍ରଦେଶ ( ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗନା ) ଦେଇ ୧୦୬୬ କିଲୋମିଟର ଯାଇଥାଏ ।
ଛବି ଗ୍ୟାଲେରି
[ସମ୍ପାଦନା]-
Konark express(11020) at Kazipet
-
A WDP4D hauling Konark Express near Secunderabad
-
Konark Exp at Moulaali
-
11020 Konark Express
ସମୟ ସାରଣୀ
[ସମ୍ପାଦନା]୩୯ଟି ଷ୍ଟେସନରେ ଏହି ରେଳଗାଡ଼ିଟି ରହିଥାଏ । ନିମ୍ନରେ ଦିଆଯାଇଥିବା ଦୈନିକ ନିର୍ଘଣ୍ଟ:[୩][୨]
| ପ୍ରମୁଖ ଷ୍ଟେସନ | ଯାତ୍ରା ଦିନ
ସଂଖ୍ୟା |
ପହଞ୍ଚିବା ସମୟ | ଛାଡ଼ିବା ସମୟ | ଷ୍ଟେସନରେ ରହିବ | ପ୍ଲାଟଫର୍ମ ସଂଖ୍ୟା |
|---|---|---|---|---|---|
| ଭୁବନେଶ୍ୱର | ୧ | ଆରମ୍ଭ ଷ୍ଟେସନ | ୧୫:୨୫ | ୬ | |
| ଖୋର୍ଦ୍ଧା ଜଙ୍କ୍ସନ | ୧ | ୧୫:୫୦ | ୧୫:୫୫ | ୫ ମିନିଟ | ୩ କିମ୍ବା ୪ |
| ବ୍ରହ୍ମପୁର | ୧ | ୧୭:୫୦ | ୧୮:୦୦ | ୧୦ ମିନିଟ | ୨ |
| ବିଜୟନଗରମ | ୧ | ୨୧:୧୦ | ୨୧:୧୫ | ୫ ମିନିଟ | ୧ |
| ବିଶାଖାପଟନମ | ୧ | ୨୨:୧୫ | ୨୨:୩୫ | ୨୦ ମିନିଟ | ୨ କିମ୍ବା ୩ |
| ବିଜୟୱାଡା | ୨ | ୦୫:୦୦ | ୦୫:୨୦ | ୨୦ ମିନିଟ | ୭ |
| ସିକନ୍ଦରାବାଦ | ୨ | ୧୧:୩୦ | ୧୧:୪୦ | ୧୦ ମିନିଟ | ୧୦ |
| ସୋଲାପୁର | ୨ | ୧୮:୫୦ | ୧୮:୫୫ | ୫ ମିନିଟ | ୩ |
| ପୁନେ ଜଙ୍କ୍ସନ | ୨ | ୨୩:୪୫ | ୨୩:୫୦ | ୫ ମିନିଟ | ୩ |
| ଲୋନାୱାଲା | ୩ | ୦୦:୫୩ | ୦୦:୫୫ | ୨ ମିନିଟ | ୨ |
| କଜରତ ଜଙ୍କ୍ସନ | ୩ | ୦୧:୪୩ | ୦୧:୪୫ | ୨ ମିନିଟ | ୨ |
| କଲ୍ୟାଣ ଜଙ୍କ୍ସନ | ୩ | ୦୨:୩୭ | ୦୨:୪୦ | ୩ ମିନିଟ | ୭ |
| ଥାନେ | ୩ | ୦୨:୫୭ | ୦୩:୦୦ | ୩ ମିନିଟ | ୬ |
| ଦାଦର ସେଣ୍ଟ୍ରାଲ | ୩ | ୦୩:୨୨ | ୦୩:୨୫ | ୩ ମିନିଟ | ୬ |
| ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) | ୩ | ୦୩:୫୫ | ଶେଷ ଷ୍ଟେସନ | ୧୪ |
| ପ୍ରମୁଖ ଷ୍ଟେସନ | ଯାତ୍ରାଦିନ ସଂଖ୍ୟା | ପହଞ୍ଚିବା ସମୟ | ଛାଡ଼ିବା ସମୟ | ଷ୍ଟେସନରେ ରହିବ | ପ୍ଲାଟଫର୍ମ ସଂଖ୍ୟା |
|---|---|---|---|---|---|
| ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) | ୧ | ଆରମ୍ଭ ଷ୍ଟେସନ | ୧୫:୫୦ | ||
| ଦାଦର ସେଣ୍ଟ୍ରାଲ | ୧ | ୧୫:୧୮ | ୧୫:୨୦ | ୨ ମିନିଟ | ୫ |
| ଥାନେ | ୧ | ୧୫:୩୮ | ୧୫:୪୦ | ୨ ମିନିଟ | ୫ |
| କଲ୍ୟାଣ ଜଙ୍କ୍ସନ | ୧ | ୧୬:୦୧ | ୧୬:୦୩ | ୨ ମିନିଟ | ୫ |
| ପୁନେ ଜଙ୍କ୍ସନ | ୧ | ୧୯:୦୦ | ୧୯:୦୫ | ୫ ମିନିଟ | ୩ |
| ସୋଲାପୁର | ୨ | ୦୦:୨୦ | ୦୦:୨୫ | ୫ ମିନିଟ | ୧ |
| ସିକନ୍ଦରାବାଦ | ୨ | ୦୭:୪୫ | ୦୮:୦୦ | ୧୫ ମିନିଟ | ୨ କିମ୍ବା ୬ |
| ବିଜୟୱାଡା | ୨ | ୧୩:୫୦ | ୧୪:୦୫ | ୧୫ ମିନିଟ | ୧ |
| ବିଶାଖାପଟନମ | ୨ | ୨୦:୪୫ | ୨୧:୦୫ | ୨୦ ମିନିଟ | ୧ |
| ବିଜୟନଗରମ | ୨ | ୨୨:୦୮ | ୨୨:୧୩ | ୫ ମିନିଟ | ୪ |
| ବ୍ରହ୍ମପୁର | ୩ | ୦୧:୩୦ | ୦୧:୪୦ | ୧୦ ମିନିଟ | ୧ |
| ଛତ୍ରପୁର | ୩ | ୦୧:୫୪ | ୦୧:୫୬ | ୨ ମିନିଟ | -- |
| ବାଲୁଗାଁ | ୩ | ୦୨:୩୮ | ୦୨:୪୦ | ୨ ମିନିଟ | ୩ |
| ଖୋର୍ଦ୍ଧା ରୋଡ଼ ଜଙ୍କ୍ସନ | ୩ | ୦୩:୪୫ | ୦୩:୫୦ | ୫ ମିନିଟ | ୨ |
| ଭୁବନେଶ୍ୱର | ୩ | ୦୪:୩୫ | ଶେଷ ଷ୍ଟେସନ | ୧ |
ବିଶେଷ ଘଟଣା
[ସମ୍ପାଦନା]- ୨୦୦୮ରେ ଗୁଲବର୍ଗା ନିକଟସ୍ଥ ଗାଙ୍ଗପୁରଠାରେ ଦୁଇଟି ବଗି ଲାଇନ ଚ୍ୟୁତ ହେବା ଯୋଗୁ ୨ ଜଣ ଯାତ୍ରୀ ଆହତ ହେଇଥିଲେ ।
ଆଧାର
[ସମ୍ପାଦନା]- ↑ "Railway Budget speech 1979-80" (PDF). www.indianrailways.gov.in. Government of India, Ministry of Railways. 20 February 1979.
- ↑ ୨.୦ ୨.୧ karthik. "11019/Konark Express (PT) - Chhatrapati Shivaji Maharaj Terminus to Bhubaneswar CR/Central Zone - Railway Enquiry". indiarailinfo.com. Retrieved 2019-07-24.
- ↑ "Konark Express (PT)/11020 Time Table/Schedule: Bhubaneswar to Chhatrapati Shivaji Maharaj Terminus CR/Central Zone - Railway Enquiry". indiarailinfo.com. Retrieved 2019-07-24.
- ↑ https://indiarailinfo.com/train/pdf/konark-express-11020/946/238/12282
- ↑ https://indiarailinfo.com/train/pdf/konark-express-11019/945/12282/238