କେ. ଏ. ଆବ୍ରାହମ
କେ ଏ ଆବ୍ରାହମ | |
---|---|
ଜନ୍ମ | |
ମୃତ୍ୟୁ | ୨୨ ଅକ୍ଟୋବର ୨୦୨୧ Chennai, Tamil Nadu, India | (ବୟସ ୭୯)
ବୃତ୍ତି | Cardiologist |
ପ୍ରସିଦ୍ଧି | Interventional cardiology |
ପୁରସ୍କାର | Padma Shri |
କୁରୁଦାମନ୍ନିଲ ଆବ୍ରାହମ ଆବ୍ରାହମ (୧୪ ମାର୍ଚ୍ଚ ୧୯୪୨ – ୨୨ ଅକ୍ଟୋବର ୨୦୨୧) ଜଣେ ଭାରତୀୟ ହୃଦରୋଗ ବିଶେଷଜ୍ଞ (interventional cardiologist) ଓ ଡାକ୍ତରୀ ବିଷୟର ଲେଖକ ଥିଲେ ।[୧][୨][୩] ସେ ଦକ୍ଷିଣ ରେଳ ହେଡକ୍ୱାଟର ଡାକ୍ତରଖାନା, ଚେନ୍ନାଇର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଓ ଦକ୍ଷିଣ ରେଲୱେ ଜୋନର ମୁଖ୍ୟ ମେଡ଼ିକାଲ ନିର୍ଦ୍ଦେଶକ ଥିଲେ ଯେଉଁଠାରେ ସେ ୨୫ ବର୍ଷ କାମ କରିଥିଲେ ।[୪]
ଶିକ୍ଷା ଓ କର୍ମ ଜୀବନ
[ସମ୍ପାଦନା]ଭେଲୋରର (Vellore) ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜରୁ (Christian Medical College and Hospital) ସ୍ନାତକ ସ୍ନାତକ ଶିକ୍ଷା ପରେ ଭାରତୀୟ ଆର୍ମିରେ ଯୋଗଦାନ କରିଥିଲେ । ୧୯୭୧ ମସିହାର ଭାରତ ପାକିସ୍ଥାନ ଯୁଦ୍ଧରେ ସେ ଯୋଗ ଦେଇଥିଲେ । ଯୁଦ୍ଧ ଶେଷ ହେବା ପରେ ସେ ଇଣ୍ଟରନାଳ ମେଡ଼ିସିନ ବିଷୟରେ ଡିଗ୍ରୀ ଲାଭ କରିଥିଲେ ଓ ୧୯୭୩ ମସିହାରେ ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ଓ ଡାକ୍ତରଖାନାକୁ ଫେରିଆସି କାମ କରିଥିଲେ । ସେ ୧୯୭୮ ମସିହାରେ ପେରାମ୍ବୁର ଯାଇ ଚେନ୍ନାଇର ଦକ୍ଷିଣ ରେଲୱେ ଡାକ୍ତରଖାନାରେ ଯୋଗଦାନ କରିଥିଲେ ଓ ୨୦୦୨ ମସିହାରେ ଅବସର ନେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ ।[୪] ସେ ସେଠାରେ କର୍ମରତ ଥିବା ବେଳେ ଡାକ୍ତରଖାନାଟି ରେଫରାଲ ଡାକ୍ତରଖାନାରେ ପରିଣତ ହୋଇଥିଲା ଯେଉଁଠାରେ ବାର୍ଷିକ ୧୦୦୦ ଓପନ ହାର୍ଟ ଅସ୍ତ୍ରୋପଚାର ହେଉଥିଲା ।[୪]
ଅବସର ଗ୍ରହଣ କରିବା ପରେ ସେ ଫୋର୍ଟିସ ମାଲାର en:Fortis Malar Hospital ଡାକ୍ତରଖାନାରେ ବିଭାଗ ମୁଖ୍ୟ ଭାବରେ ଯୋଗଦାନ କରିଥିଲେ[୫] ଓ ଚେନ୍ନାଇର ଆପୋଲୋ ଡାକ୍ତରଖାନାର ହୃଦରୋଗ ବିଭାଗର କନସଲଟାଣ୍ଟ ଭାବରେ କାମ କରିଥିଲେ ।[୬] He published several articles in peer reviewed national and international journals.[୭] ତାଙ୍କୁ ୧୯୯୯ ମସିହାରେ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।[୮]
Selected articles
[ସମ୍ପାଦନା]- Margaret D'Mello, Kurudamannil A. Abraham (September 2012). "Assessment of Left Ventricular systolic function by Vector Velocity imaging". Indian Heart J. 64 (5): 532. doi:10.1016/j.ihj.2012.07.017. PMC 3861280. PMID 23102399.
- Kurudamannil A. Abraham, Margaret C. D'Mello (2011). "Systemic RV in Hypoplastic Left Heart Syndrome After Surgical Palliation". J Am Coll Cardiol Img. 4 (6): 687–687. doi:10.1016/j.jcmg.2011.04.008.
ଏହାକୁ ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Cardiologist K.A. Abraham passes away". The Hindu (in Indian English). 23 October 2021. ISSN 0971-751X. Retrieved 23 October 2021.
- ↑ "ഹൃദ്രോഗവിദഗ്ധൻ ഡോ.കെ.എ.ഏബ്രഹാം അന്തരിച്ചു". ManoramaOnline (in ମାଲାୟଲମ୍). Retrieved 23 October 2021.
- ↑ "Dr.K.A. Abraham, Cardiologist, Chennai". Sehat. 2015. Retrieved 29 October 2015.
- ↑ ୪.୦ ୪.୧ ୪.୨ "It's the heart that matters". The Hindu. 1 April 2002. Archived from the original on 19 October 2002. Retrieved 29 October 2015.
- ↑ Margaret D'Mello, Kurudamannil A. Abraham (September 2012). "Assessment of Left Ventricular systolic function by Vector Velocity imaging". Indian Heart J. 64 (5): 532. doi:10.1016/j.ihj.2012.07.017. PMC 3861280. PMID 23102399.
- ↑ "Cardiologist & Cardiothoracic Surgeons". Apollo Hospitals. 2015. Retrieved 29 October 2015.
- ↑ Kurudamannil A. Abraham, Margaret C. D'Mello (2011). "Systemic RV in Hypoplastic Left Heart Syndrome After Surgical Palliation". J Am Coll Cardiol Img. 4 (6): 687–687. doi:10.1016/j.jcmg.2011.04.008.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.