Jump to content

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
କୃଷ୍ଣ ଚନ୍ଦ୍ର ପଟ୍ଟନାୟକ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀରତ୍ନ ମଞ୍ଜରୀ ଦେବୀ
ପର ଅଧିକାରୀଶିବ ଶଙ୍କର ସାହାଣୀ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-07-01)୧ ଜୁଲାଇ ୧୯୨୯
ମୃତ୍ୟୁ୨୮ ଜୁନ ୨୦୦୦(2000-06-28) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରମା କୁମାରୀ ପଟ୍ଟନାୟକ
ବାପା/ବୋଉବ୍ରଜ ସୁନ୍ଦର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ (୧ ଜୁଲାଇ ୧୯୨୯ - ୨୮ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ୧୯୨୯ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ ସୁନ୍ଦର ପଟ୍ଟନାୟକ ଓ ପତ୍ନୀଙ୍କ ନାମ ରମା କୁମାରୀ ପଟ୍ଟନାୟକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରୁ ୧୯୮୨ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

କୃଷ୍ଣ ଚନ୍ଦ୍ର ୨୦୦୦ ମସିହାର ଜୁନ ୨୮ ତାରିଖରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[]

  1. ୧.୦ ୧.୧ ୧.୨ "Shri Krushna Chandra Patnaik". odishaassembly.nic.in. Odisha Assembly. Retrieved 12 January 2021.