କୁମ୍ଭାର ଚକ

ଉଇକିପିଡ଼ିଆ‌ରୁ
କୁମ୍ଭାର ଚକ  
ଲେଖକକାଳୀଚରଣ ପଟ୍ଟନାୟକ
ଦେଶଭାରତ
ଭାଷାଓଡ଼ିଆ
ପ୍ରକାଶକନୃସିଂହପ୍ରସାଦ ମିଶ୍ର (କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର)
ପ୍ରକାଶ ତାରିଖଜୁନ ୧୯୭୫ (ଦେବସ୍ନାନ ପୂର୍ଣ୍ଣିମା)
ମାଧ୍ୟମ ପ୍ରକାରପ୍ରିଣ୍ଟ
ପୃଷ୍ଠା୪୧୮

କୁମ୍ଭାର ଚକ ଏକ ଓଡ଼ିଆ ପୁସ୍ତକ । ଏହା ଓଡ଼ିଆ ଗୀତିକାର, ସଙ୍ଗୀତଜ୍ଞ, କବି, ଲେଖକ ତଥା ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ୧୯୭୫ ମସିହାରେ ରଚିତ ହୋଇଥିଲା ।[୧] ଏହି ପୁସ୍ତକ ପାଇଁ ତାଙ୍କୁ ୧୯୭୭ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ପ୍ରକାଶନ ଓ ମୁକ୍ତିଲାଭ[ସମ୍ପାଦନା]

ଏହି ପୁସ୍ତକଟିର ପ୍ରଥମ ସଂସ୍କରଣ ୧୯୭୫ ମସିହାର ଜୁନ ମାସର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସଂସ୍କଣଗୁଡ଼ିକ ଯଥାକ୍ରମେ ୧୯୯୦ ଓ ୨୦୦୭ ମସିହାରେ ପ୍ରକାଶିତ ହୋଇଥିଲା । କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରଦ୍ୱାରା ପ୍ରକାଶକ ନୃସିଂହପ୍ରସାଦ ମିଶ୍ରଙ୍କଦ୍ୱାରା ଏହା ପ୍ରକାଶିତ ହୋଇଥିଲା ।[୨]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "କୁମ୍ଭାର ଚକ" ପୁସ୍ତକ, ପ୍ରକାଶକ- କଟକ ଷ୍ଟୁଡେଣ୍ଟସ‍ ଷ୍ଟୋର - ବାଲୁବଜାର- କଟକ-୨, ଦ୍ୱିତୀୟ ସଂସ୍କରଣ- ୧୯୯୦
  2. କୁମ୍ଭାର ଚକ (୩ୟ ed.). କଟକ: କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର. 2007. Retrieved 25 August 2023.