କୁମ୍ଭାର ଚକ
ଦେଖଣା
କୁମ୍ଭାର ଚକ | |
---|---|
ଲେଖକ | କାଳୀଚରଣ ପଟ୍ଟନାୟକ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରକାଶକ | ନୃସିଂହପ୍ରସାଦ ମିଶ୍ର (କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର) |
ପ୍ରକାଶ ତାରିଖ | ଜୁନ ୧୯୭୫ (ଦେବସ୍ନାନ ପୂର୍ଣ୍ଣିମା) |
ମାଧ୍ୟମ ପ୍ରକାର | ପ୍ରିଣ୍ଟ |
ପୃଷ୍ଠା | ୪୧୮ |
କୁମ୍ଭାର ଚକ ଏକ ଓଡ଼ିଆ ପୁସ୍ତକ । ଏହା ଓଡ଼ିଆ ଗୀତିକାର, ସଙ୍ଗୀତଜ୍ଞ, କବି, ଲେଖକ ତଥା ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ୧୯୭୫ ମସିହାରେ ରଚିତ ହୋଇଥିଲା ।[୧] ଏହି ପୁସ୍ତକ ପାଇଁ ତାଙ୍କୁ ୧୯୭୭ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ପ୍ରକାଶନ ଓ ମୁକ୍ତିଲାଭ
[ସମ୍ପାଦନା]ଏହି ପୁସ୍ତକଟିର ପ୍ରଥମ ସଂସ୍କରଣ ୧୯୭୫ ମସିହାର ଜୁନ ମାସର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସଂସ୍କଣଗୁଡ଼ିକ ଯଥାକ୍ରମେ ୧୯୯୦ ଓ ୨୦୦୭ ମସିହାରେ ପ୍ରକାଶିତ ହୋଇଥିଲା । କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରଦ୍ୱାରା ପ୍ରକାଶକ ନୃସିଂହପ୍ରସାଦ ମିଶ୍ରଙ୍କଦ୍ୱାରା ଏହା ପ୍ରକାଶିତ ହୋଇଥିଲା ।[୨]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "କୁମ୍ଭାର ଚକ" ପୁସ୍ତକ, ପ୍ରକାଶକ- କଟକ ଷ୍ଟୁଡେଣ୍ଟସ ଷ୍ଟୋର - ବାଲୁବଜାର- କଟକ-୨, ଦ୍ୱିତୀୟ ସଂସ୍କରଣ- ୧୯୯୦
- ↑ କୁମ୍ଭାର ଚକ (୩ୟ ed.). କଟକ: କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର. 2007. Retrieved 25 August 2023.