କିରଣ ରାଓ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Kiran Khan
Kiran Rao.jpg
Kiran Rao at DK Bose song success bash
ଜନ୍ମ ଓ ଜନ୍ମସ୍ଥାନ

୭ ନଭେମ୍ବର ୧୯୭୩ (1973-11-07) (୪୪ ବର୍ଷ)

[୧][୨]
Bangalore, Karnataka, India
ଶିକ୍ଷାନୁଷ୍ଠାନ Sophia College Mumbai
Jamia Millia Islamia, New Delhi
ଜୀବିକା Director, producer, screenwriter
କାର୍ଯ୍ୟକାଳ 2005–present
ଜୀବନସାଥି Aamir Khan (ବିବାହ 2005–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Aamir Khan to କିରଣ ରାଓ" Location: (linkback://or.wikipedia.org/wiki/%E0%AC%95%E0%AC%BF%E0%AC%B0%E0%AC%A3_%E0%AC%B0%E0%AC%BE%E0%AC%93)
ସନ୍ତାନ Azad Rao Khan
ସମ୍ପର୍କୀୟ Aditi Rao Hydari (cousin)

କିରଣ ରାଓ ଜଣେ ଭାରତୀୟ ଫିଲ୍ମ ନିର୍ମାତ୍ରୀ , ଚିତ୍ରକଥା ଲେଖିକା ଓ ନିର୍ଦେଶିକା ।  

ପ୍ରାର୍ଥମିକ ଜୀବନୀ [ସମ୍ପାଦନା]

ବର୍ତମାନର ତେଲେଙ୍ଗାନା ରାଜ୍ୟରେ ବାନାପାର୍ଥୀ ଜିଲ୍ଲାରେ  ସେ ନଭେମ୍ବର ୭ , ୧୦୭୩ରେ ଜନ୍ମ ଗ୍ରହଣ କରିଥିଲେ । .[୧][୨][୩] ତେବେ ସେ ତାଙ୍କର ବାଲ୍ୟ କାଳ କଲିକତାରେ ବିତେଇଥିଲେ ଓ ସେଠାରେ   ଲରେଟୋ ହାଉସରେ ଶିକ୍ଷ୍ୟା ପାଇଥିଲେ । ୧୯୯୨ ମସିହାରେ ତାଙ୍କ ପରିବାର ମୁମ୍ବାଇକୁ ଆସି ରହିଲେ । ସେଠାରେ ସେ ସୋଫିଆ କଲେଜରେ ଅର୍ଥନୀତି ସହିତ ଡିଗ୍ରୀ ଶିକ୍ଷ୍ୟା ନେଇଥିଲେ । .[୨] ଏହା ପରେ ସେ ସାମାଜିକ କମ୍ୟୁନିକେଶନ ଟ୍ରେନିଂ ମଧ୍ୟ ନେଇଥିଲେ । ତାହା ପରେ ସେ ନୂଆ ଦିଲ୍ଲୀକୁ ଆସି ସେଠାରେ ଯାମିଆ ମିଳିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ମାସ କମ୍ୟୁନିକେଶନରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । .[୪] Actress Aditi Rao Hydari is Rao's first cousin.

ଫିଲ୍ମ ଜୀବନୀ [ସମ୍ପାଦନା]

Rao in August 2013

କିରଣ  ଙ୍କ ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକରଙ୍କ " ଲଗାନ " । ସେଥିରେ ସେ ସହ - ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଓ ଫିଲ୍ମଟି ଖୁବ ସଫଳ ହେଇଥିଲା । ଲଗାନ ୭୪ ତମ ଏକାଡେମି ପୁରସ୍କାର ପାଇଁ ନିଦେଶ୍ୟ ଭାଷା ଫିଲ୍ମ ଭାବରେ ମନୋନଯନ ସ୍ତର ଯାଏ ପହଞ୍ଚିଥିଲା । କିରଣ ଏହା ପରେ ଆଶୁତୋଷଙ୍କ ସହ " ସ୍ଵଦେଶ " , " WE, The People " ପରି ଫିଲ୍ମରେ କାମ କରିଥିଲେ ଓ " ଦିଲ ଚାହତା ହେ  " ଫିଲ୍ମରେ ଏକ ଚରିତ୍ର ଭୂମିକାରେ ଅଭିନୟ [୫]ମଧ୍ୟ କରିଥିଲେ । ମୀରା ନାୟାରଙ୍କ ଏକାଡେମି ପୁରସ୍କାର ପାଇଁ ମନୋନୀତ ଫିଲ୍ମ " Monsoon Wadding " ସେ କିରଣ ସହାୟକ ନିର୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ । [୬] 

୨୦୧୧ ମସିହାରେ ସେ ନିଜସ୍ଵ ଲେଖାରେ " ଧୋବୀ ଘାଟ " ଫିଲ୍ମ ନିର୍ଦେଶନା ଦେଇଥିଲେ । .[୭][୮] ସେ ବର୍ତମାନ କଲିକତା ସହର ଉପରେ ପରଜ୍ଯବେଶିତ ଏକ କାହାଣୀରେ ଫିଲ୍ମ ନିର୍ମାଣ କରୁଛନ୍ତି । .

୨୦୧୫ ମସିହା ମୁମ୍ବାଇ ଫିଲ୍ମ ଫେସ୍ତିଭାଲରେ ସେ ଚେୟାରମେନ ଥିଲେ । .[୯]

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

୨୦୦୫ ମସିହାରେ ସେ ଅଭିନେତା ଆମିର ଖାନଙ୍କୁ ବିବାହ କରିଥିଲେ । ଆମିର ତାଙ୍କ ପ୍ରଥମ ପତ୍ନୀ ଋନା ଦତ୍ତଙ୍କ ଠାରୁ ଛାଡପତ୍ର ଦେଇ ରହୁଥିଲେ । ବର୍ତମାନ କିରଣ ଆମିରଙ୍କ ସହ ମୁମ୍ବାଇର ବାନ୍ଦ୍ରା  ଆଞ୍ଚଳରେ ରହନ୍ତି ।  .[୧୦] ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । .[୧୧]  [୧୨]

ଫିଲ୍ମୋଗ୍ରାଫି [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]