Jump to content

କାସପୋଫଙ୍ଗିନ

ଉଇକିପିଡ଼ିଆ‌ରୁ
କାସପୋଫଙ୍ଗିନ
Clinical data
Pronunciation/ˌkæspˈfʌnɪn/ KAS-poh-FUN-jin
Trade namesCancidas
AHFS/Drugs.commonograph
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability100% (intravenous use only)
    Protein binding~97%
    MetabolismLiver
    Elimination half-life9–11 hours
    ExcretionUrine (41%), feces (35%)
    Identifiers
    • (10R,12S)-N-{(2R,6S,9S,11R,12S,14aS,15S,20S,23S,25aS)-12-[(2-Aminoethyl)amino]-20-[(1R)-3-amino-1-hydroxypropyl]-23-[(1S,2S)-1,2-dihydroxy-2-(4-hydroxyphenyl)ethyl]-2,11,15-trihydroxy-6-[(1R)-1-hydroxyethyl]-5,8,14,19,22,25-hexaoxotetracosahydro-1H-dipyrrolo[2,1-c:2',1'-l][1,4,7,10,13,16]hexaazacyclohenicosin-9-yl}-10,12-dimethyltetradecanamide
    Chemical and physical data
    FormulaC52H88N10O15
    Molar mass୧,୦୯୩.୩୩ g·mol−1
    3D model (JSmol)
    • [C@@]12(N(C[C@@H](C1)O)C([C@H]([C@@H](C)O)NC(=O)[C@](C[C@H]([C@@H](NCCN)NC([C@@H]3[C@H](CCN3C([C@H]([C@@H](CCN)O)NC(=O)[C@H]([C@@H]([C@H](C4=CC=C(C=C4)O)O)O)NC2=O)=O)O)=O)O)(NC(CCCCCCCC[C@H](C[C@H](CC)C)C)=O)[H])=O)[H]
    • InChI=1S/C52H88N10O15/c1-5-28(2)24-29(3)12-10-8-6-7-9-11-13-39(69)56-34-26-38(68)46(55-22-21-54)60-50(75)43-37(67)19-23-61(43)52(77)41(36(66)18-20-53)58-49(74)42(45(71)44(70)31-14-16-32(64)17-15-31)59-48(73)35-25-33(65)27-62(35)51(76)40(30(4)63)57-47(34)72/h14-17,28-30,33-38,40-46,55,63-68,70-71H,5-13,18-27,53-54H2,1-4H3,(H,56,69)(H,57,72)(H,58,74)(H,59,73)(H,60,75)/t28-,29+,30+,33+,34-,35-,36+,37-,38+,40-,41-,42-,43-,44-,45-,46-/m0/s1 checkY
    • Key:JYIKNQVWKBUSNH-WVDDFWQHSA-N checkY

    କାସପୋଫଙ୍ଗିନ, ବେପାର ନାମ କ୍ୟାନସିଡାସ୍, ହେଉଛି ଏକ ଔଷଧ ଯାହାକି କ୍ୟାଣ୍ଡିଡିଆସିସ୍ ଏବଂ ଆସ୍ପର୍ଗିଲୋସିସ୍ ଭଳି କବକ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] କମ୍ ନିଉଟ୍ରୋଫିଲ୍ ଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୋଇପାରେ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଜ୍ୱର, ଯକୃତ ସମସ୍ୟା ଏବଂ କମ୍ ପୋଟାସିୟମ୍ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଲିପୋପେପ୍ଟାଇଡ୍ ଏବଂ ଇକିନୋକାଣ୍ଡିନ୍ ଶ୍ରେଣୀର ଏକ କବକରୋଧୀ ଔଷଧ । [] ଏହା କବକର କୋଷ କାନ୍ଥରେ ହସ୍ତକ୍ଷେପ କରି କାର୍ଯ୍ୟ କରେ । []

    ୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଅଛି ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୫୦ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୬୦0 ଡଲାର ଅଟେ। []

    1. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 632. ISBN 978-0857114105.
    2. 1 2 3 "DailyMed - CASPOFUNGIN ACETATE injection". dailymed.nlm.nih.gov. Archived from the original on 1 April 2021. Retrieved 30 December 2021.
    3. 1 2 3 "Caspofungin Monograph for Professionals". Drugs.com (in ଇଂରାଜୀ). Archived from the original on 23 April 2021. Retrieved 30 December 2021.
    4. "Cancidas (previously Caspofungin MSD)". Archived from the original on 10 November 2021. Retrieved 30 December 2021.
    5. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    6. "Caspofungin Prices, Coupons & Savings Tips - GoodRx". GoodRx. Retrieved 30 December 2021.