କାର୍ଲ ମାର୍କସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାର୍ଲ ମାର୍କସ
୧୮୭୫ରେ ମାର୍କସ
ଜନ୍ମ ୫ ମଇ ୧୮୧୮(1818-05-05)
ତ୍ରିଏର,ପ୍ରୋସିଆ
ଦେହାନ୍ତ ୧୪ ମାର୍ଚ୍ଚ, ୧୮୮୩ (୬୪ ବର୍ଷ)
ଲଣ୍ଡନ, ସଂଯୁକ୍ତ ରାଷ୍ଟ୍ରସଂଘ
ଦଶନ୍ଧି ଉନବିଂଶ ଶତାବ୍ଦୀ ଦର୍ଶନ
ଅଞ୍ଚଳ ପାଶ୍ଚାତ୍ୟ ଦର୍ଶନ, ଜର୍ମାନ ଦର୍ଶନ
ବିଦ୍ୟାଳୟ ମାର୍କସ ବାଦ, ସାମ୍ୟବାଦ, ସମାଜବାଦ, ଭୌତିକବାଦ
ମୂଳ ଲକ୍ଷ ‌‌ରାଜନୀତି, ଅର୍ଥଶାସ୍ତ୍ର, ଦର୍ଶନ, ସମାଜବାଦ,ଇତିହାସ ‌‌‌, ବର୍ଗ ସଂଘର୍ଷ
ଜଣାଶୁଣା ଚିନ୍ତାଧାରା ମାର୍କ୍ସବାଦର ପ୍ରଣେତା ( ଫ୍ରେଡ଼ରିକ ଏଙ୍ଗେଲ୍ସଙ୍କ ସହିତ), ଅତିରିକ୍ତ ମୂଲ୍ୟ, ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ, ଦାସ କ୍ୟାପିଟାଲ, ଐତିହାସିକ ଭୌତିକବାଦ
ସନ୍ତକ

କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥଶାସ୍ତ୍ରୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥଶାସ୍ତ୍ରୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି ।[୪][୫][୬][୭] ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ‌‌ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବାଲ୍ୟକାଳ ଓ ଶିକ୍ଷା : ୧୮୧୮-୧୮୩୫[ସମ୍ପାଦନା]

ତ୍ରିଏର ଠାରେ ମାର୍କସଙ୍କ ଜନ୍ମସ୍ଥାନ । ୧୯୨୮ରେ ଏହାକୁ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଜର୍ମାନୀ କ୍ରୟ କରିଥିଲା ଏବଂ ବର୍ତ୍ତମାନ ଏକ ମ୍ୟୁଜିୟମ ।[୮]

କାର୍ଲ ମାର୍କସ ୫ ମଇ, ୧୮୧୮ରେ ପ୍ରୋସିଆର ତ୍ରିଏର ଠାରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୯] କାର୍ଲଙ୍କର ପିତା ହର୍ସେଲ ମାର୍କସ ଧର୍ମ ନିରପେକ୍ଷ ଶିକ୍ଷା ପାଇଥିଲେ ଏବଂ ଅପେକ୍ଷାକୃତ ବିତ୍ତଶାଳୀ ଥିଲେ, ଏବଂ ଅନେକ ଗୁଡ଼ିଏ ଅଙ୍ଗୁର ବଗିଚାର ଅଧିକାରୀ ଥିଲେ । ଜୀଉମାନଙ୍କ ବିରୁଦ୍ଧରେ ହେଉଥିବା ବିରୋଧାଭାସ ପାଇଁ ସେ ଇହୁଦୀରୁ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି, ହେନେରିକ ଭଳି ଏକ ଜର୍ମାନ ନାମକୁ ଆଦରି ନେଇଥିଲେ ।[୧୦] କାର୍ଲଙ୍କର ବାଲ୍ୟକାଳରେ ଏକ କମ ଜଣାଥିବା ତଥ୍ୟ ହେଉଛି[୧୧], ପିତାମାତାଙ୍କ ୯ଟି ସନ୍ତାନ ମଧ୍ୟରୁ ସେ ତୃତୀୟ ଥିଲେ ମଧ୍ୟ ତାଙ୍କ ବଡ଼ଭାଇ ମୋରିଜଙ୍କ ୧୮୧୯ ରେ ମୃତ୍ୟୁ[୧୨] ହେବାପରେ ସେ ପରିବାରର ବଡ଼ ସନ୍ତାନ ହୋଇଥିଲେ; ଏବଂ ଅନ୍ୟ ଭାଇଭଉଣୀ ଯଥା ସୋଫି, ହର୍ମାନ, ହେନେରିଟା, ଲୁଇସ, ଏମିଲି ଓ କାରୋଲିନଙ୍କ ସହ ଅଗଷ୍ଟ ୧୮୨୪ରେ ଖ୍ରୀଷ୍ଟଧର୍ମ ପାଇଁ ଦୀକ୍ଷିତ ହୋଇଥିଲେ ।[୧୩] ୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ । ପ୍ରଶାସନକୁ କ୍ରୋଧିତ କରି ୱେଟେନବାକ ଅନେକ ମାନବବାଦୀ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ, ଯଦ୍ୱାରା ୧୮୩୨ରେ ବିଦ୍ୟାଳୟ ଉପରେ ପୁଲିସ ଚଢ଼ଉ ହୋଇଥିଲା ।[୧୪] ୧୮୩୫ରେ, ୧୭ ବର୍ଷ ବୟସରେ କାର୍ଲ ବୋନ ବିଶ୍ୱବିଦ୍ୟାଳୟକୁ ସାହିତ୍ୟ ଓ ଦର୍ଶନ ପଢ଼ିବାର ଇଚ୍ଛାନେଇ ଯାଇଥିଲେ ମଧ୍ୟ ପିତାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ପଢ଼ିଥିଲେ ।[୧୫] ଦୁର୍ବଳ ସ୍ୱାସ୍ଥ୍ୟ[୧୬] ପାଇଁ ୧୮ ବର୍ଷରେ ବାଧ୍ୟତାମୂଳକ ସୈନ୍ୟବାହିନୀରେ ଯୋଗଦେବରୁ ସେ ମୁକ୍ତ ହୋଇଥିଲେ, ଏବଂ ବୋନ ଠାରେ ପୋଲିସ ଦ୍ୱାରା ନିୟନ୍ତ୍ରିତ "ପୋଏଟ କ୍ଲବ"ରେ ଯୋଗ ଦେଇଥିଲେ ।[୧୭] ଆହୁରି ମଧ୍ୟ "ତ୍ରିଏର ଟ୍ରାଭର୍ଣ କ୍ଲବ"ରେ ସେ ଯୋଗ ଦେଇ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।[୧୮] ଏହାବ୍ୟତୀତ ସେ ଅନ୍ୟ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ; ଯାହା ମଧ୍ୟରୁ ଅଗଷ୍ଟ ୧୮୩୬ରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଯୁକ୍ତିତର୍କ ଅନ୍ୟତମ ।[୧୯] ଶିକ୍ଷାବର୍ଷର ପ୍ରଥମ ଭାଗରେ ତାଙ୍କର ପ୍ରଦର୍ଶନ ଆଶାଜନକ ଥିଲେ ମଧ୍ୟ, ପରେ ଦ୍ରୁତ ଅବନ୍ନତି ଘଟିବାରୁ ତାଙ୍କ ପିତା ପାଠ୍ୟ ଖସଡ଼ା ଉପରେ ଅଧିକ ଧ୍ୟାନ ଦେଉଥିବା "ବର୍ଲିନ ବିଶ୍ୱବିଦ୍ୟାଳୟ"ରେ ପଢିବାକୁ ପଠେଇ ଦେଇଥିଲେ ।[୨୦]

ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ : ୧୮୩୬-୧୮୪୩[ସମ୍ପାଦନା]

ସାମ୍ୟବାଦ[ସମ୍ପାଦନା]

ପ୍ୟାରିସ : ୧୮୪୩-୧୮୪୫[ସମ୍ପାଦନା]

ବ୍ରସେଲସ : ୧୮୪୫-୧୮୪୭[ସମ୍ପାଦନା]

କଲୋଜିନ : ୧୮୪୮-୧୮୪୯[ସମ୍ପାଦନା]

ଲଣ୍ଡନରେ ବିତାଇଥିବା ସମୟ[ସମ୍ପାଦନା]

ଚିନ୍ତାଧାରା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mehring, Franz, Karl Marx: The Story of His Life (Routledge, 2003) pg. 75
  2. John Bellamy Foster. "Marx's Theory of Metabolic Rift: Classical Foundations for Environmental Sociology", American Journal of Sociology, Vol. 105, No. 2 (September 1999), pp. 366-405.
  3. Allen Oakley, Marx's Critique of Political Economy: 1844 to 1860, Routledge, 1984, p. 51.
  4. Roberto Mangabeira Unger. Free Trade Reimagined: The World Division of Labor and the Method of Economics. Princeton: Princeton University Press, 2007.
  5. John Hicks, "Capital Controversies: Ancient and Modern." The American Economic Review 64.2 (May, 1974) p. 307: "The greatest economists, Smith or Marx or Keynes, have changed the course of history..."
  6. Joseph Schumpeter Ten Great Economists: From Marx to Keynes. Volume 26 of Unwin University books. Edition 4, Taylor & Francis Group, 1952 ISBN 0-415-11078-5, 9780415110785
  7. "Karl Marx to John Maynard Keynes: Ten of the greatest economists by Vince Cable". Daily Mail. 16 July 2007. http://www.dailymail.co.uk/home/moslive/article-2014647/Karl-Marx-John-Maynard-Keynes-Ten-greatest-economists-Vince-Cable.html. Retrieved 7 December 2012. 
  8. Wheen 2001. pp. 12–13.
  9. Nicolaievsky and Maenchen-Helfen 1976, p. 7; Wheen 2001, pp. 8, 12; McLellan 2006, p. 1.
  10. Nicolaievsky and Maenchen-Helfen 1976, pp. 4–6; McLellan 2006, pp. 2–4.
  11. Nicolaievsky and Maenchen-Helfen 1976, p. 12; Wheen 2001, p. 13.
  12. McLellan 2006, p. 7.
  13. Nicolaievsky and Maenchen-Helfen 1976, p. 6; McLellan 2006, p. 4.
  14. Nicolaievsky and Maenchen-Helfen 1976, pp. 12–15; Wheen 2001, p. 13; McLellan 2006, pp. 7–11.
  15. Nicolaievsky and Maenchen-Helfen 1976, pp. 15–16; Wheen 2001, p. 14; McLellan 2006, p. 13.
  16. Wheen 2001, p. 15.
  17. Nicolaievsky and Maenchen-Helfen 1976, p. 20; McLellan 2006, p. 14.
  18. Wheen 2001, p. 16; McLellan 2006, p. 14.
  19. Nicolaievsky and Maenchen-Helfen 1976, pp. 21–22; McLellan 2006, p. 14.
  20. Nicolaievsky and Maenchen-Helfen 1976, p. 22; Wheen 2001, pp. 16–17; McLellan 2006, p. 14.

ଅଧିକା ପଢ଼ନ୍ତୁ[ସମ୍ପାଦନା]

ଜୀବନୀ[ସମ୍ପାଦନା]

  • Vincent Barnett. Marx (Routledge, 2009)
  • Isaiah Berlin. Karl Marx: His Life and Environment (Oxford University Press, 1963) ISBN 0-19-520052-7
  • McLellan, David. Karl Marx: his Life and Thought Harper & Row, 1973 ISBN 978-0-06-012829-6
  • Franz Mehring|Mehring, Franz. Karl Marx: The Story of His Life (Routledge, 2003)
  • David McLellan (academic). Marx before Marxism (1980), Macmillan, ISBN 978-0-333-27882-6
  • Maximilien Rubel. Marx Without Myth: A Chronological Study of his Life and Work (Blackwell, 1975) ISBN 0-631-15780-8
  • Sperber, Jonathan. Karl Marx: A Nineteenth-Century Life (W.W. Norton & Company; 2013) 648 pages; by a leading academic scholar
  • Walker, Frank Thomas. 'Karl Marx: a Bibliographic and Political Biography. (bj.publications), 2009.
  • Francis Wheen|Wheen, Francis. Karl Marx: A Life, (Fourth Estate, 1999), ISBN 1-85702-637-3

ମାର୍କସଙ୍କ ଉପରେ ବିଭିନ୍ନ ମତ[ସମ୍ପାଦନା]

  • Althusser, Louis. For Marx. London: Verso, 2005.
  • Althusser, Louis and Balibar, Étienne. Reading Capital. London: Verso, 2009.
  • Shlomo Avineri. The Social and Political Thought of Karl Marx (Cambridge University Press, 1968) ISBN 0-521-09619-7
  • Kostas Axelos. Alienation, Praxis, and Techne in the Thought of Karl Marx (translated by Ronald Bruzina, University of Texas Press, 1976).
  • Blackledge, Paul. Reflections on the Marxist Theory of History (Manchester University Press, 2006)
  • Bottomore, Tom, ed. A Dictionary of Marxist Thought. Oxford: Blackwell, 1998.
  • Alex Callinicos. The Revolutionary Ideas of Karl Marx (Bookmarks, 1983)
  • Harry Cleaver. Reading Capital Politically (AK Press, 2000)
  • Gerald Cohen. Karl Marx's Theory of History: A Defence (Princeton University Press, 1978) ISBN 0-691-07068-7
  • Collier, Andrew. Marx (Oneworld, 2004)
  • Hal Draper, Karl Marx's Theory of Revolution (4 volumes) Monthly Review|Monthly Review Press
  • Duncan, Ronald and Colin Wilson. (editors) Marx Refuted, (Bath, UK, 1987) ISBN 0-906798-71-X
  • Eagleton, Terry. Why Marx Was Right (New Haven & London: Yale University Press, 2011).
  • Ben Fine. Marx's Capital. 5th ed. London: Pluto, 2010.
  • John Bellamy Foster. Marx's Ecology: Materialism and Nature. New York: Monthly Review Press, 2000.
  • Stephen Jay Gould. A Darwinian Gentleman at Marx's Funeral – E. Ray Lankester, Page 1, Find Articles.com (1999)
  • David Harvey (geographer). A Companion to Marx's Capital. London: Verso, 2010.
  • Harvey, David. The Limits of Capital. London: Verso, 2006.
  • Iggers, Georg G. "Historiography: From Scientific Objectivity to the Postmodern Challenge."(Wesleyan University Press, 1997, 2005)
  • Leszek Kołakowski. Main Currents of Marxism Oxford: Clarendon Press, OUP, 1978
  • Little, Daniel. The Scientific Marx, (University of Minnesota Press, 1986) ISBN 0-8166-1505-5
  • Ernest Mandel. Marxist Economic Theory. New York: Monthly Review Press, 1970.
  • Mandel, Ernest. The Formation of the Economic Thought of Karl Marx. New York: Monthly Review Press, 1977.
  • István Mészáros (professor). Marx's Theory of Alienation (The Merlin Press, 1970)
  • Miller, Richard W. Analyzing Marx: Morality, Power, and History. Princeton, N.J: Princeton University Press, 1984.
  • Postone, Moishe. Time, Labour, and Social Domination: A Reinterpretation of Marx's Critical Theory. Cambridge [England]: Cambridge University Press, 1993.
  • Murray Rothbard. An Austrian Perspective on the History of Economic Thought Volume II: Classical Economics (Edward Elgar Publishing Ltd., 1995) ISBN 0-945466-48-X
  • Alfredo Saad-Filho. The Value of Marx: Political Economy for Contemporary Capitalism. London: Routledge, 2002.
  • Alfred Schmidt (philosopher). The Concept of Nature in Marx. London: NLB, 1971.
  • Seigel, Jerrold. Marx's fate: the shape of a life (Princeton University Press, 1978) ISBN 0-271-00935-7
  • Paul Strathern. "Marx in 90 Minutes", (Ivan R. Dee, 2001)
  • Thomas, Paul. Karl Marx and the Anarchists. London: Routledge & Kegan Paul, 1980.
  • Fernando Vianello, F. [1989], “Effective Demand and the Rate of Profits: Some Thoughts on Marx, Michał Kalecki and Piero Sraffa”, in: Sebastiani, M. (ed.), Kalecki's Relevance Today, London, Macmillan, ISBN 978-0-312-02411-6.
  • Wendling, Amy. Karl Marx on Technology and Alienation (Palgrave Macmillan, 2009)
  • Wheen, Francis. Marx's Das Kapital, (Atlantic Books, 2006) ISBN 1-84354-400-8

ବାହାର ଆଧାର[ସମ୍ପାଦନା]