Jump to content

କାର୍ଗିଲ ଚୌକ

ଉଇକିପିଡ଼ିଆ‌ରୁ
କାର୍ଗିଲ ଚୌକ
India
For The Great Martyrs of Kargil War
Established1999
Unveiled2000
Location25°36′28.77″N 85°10′03.06″E / 25.6079917°N 85.1675167°E / 25.6079917; 85.1675167
near Patna, Bihar, India
Burials by nation
Burials by war
To the great soldiers of Bihar & Jharkhand who sacrificed their lives in Kargil War.
Statistics source: Official site of Patna

କାର୍ଗିଲ ଚୌକ ଏକ ଯୁଦ୍ଧ ସ୍ମାରକୀ । ଭାରତୀୟ ରାଜ୍ୟ ବିହାରର ରାଜଧାନୀ ପାଟଣା ସହରର ଗାନ୍ଧୀ ମଇଦାନର ଉତ୍ତର -ପୂର୍ବ କୋଣରେ ଏହା ସ୍ଥାପିତ । ଏହା1999 ମସିହା  ମସିହାରେ ହେଇଥିବା କାର୍ଗିଲ ଯୁଦ୍ଧରେ ବିହାର ଓ ଝାରଖଣ୍ଡ ରାଜ୍ୟର ସହିଦ ହେଇଥିବା ସୈନ୍ୟ ମାନଙ୍କ ସ୍ମୃତି ଉଦେଶ୍ୟରେ 2000 ମସିହାରେ ନିର୍ମିତ ହେଇଛି ।   []

କାର୍ଗିଲ ଚୌକରେ ଲିପିବଦ୍ଧ ଥିବା ସହିଦ ମାନଙ୍କ ନାମ 

[ସମ୍ପାଦନା]

କାର୍ଗିଲ ଚୌକରେ ଲିପିବଦ୍ଧ ଥିବା ସହିଦ ମାନଙ୍କ ନାମ ଏହି ଅନୁସାରେ ରହିଛି  []

ସ୍ମୃତି ତର୍ପଣ 

[ସମ୍ପାଦନା]

ଏଠାରେ ଜନସାଧାରଣଙ୍କ ତରଫରୁ ଅନେକ ଥର ମହମବତୀ ଶୋଭାଯାତ୍ରା ହେଇଥାଏ ।  [][][]

ପୁନଶ୍ଚ ଦେଖଣା 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. "Diktat to mend auto manners". Telegraphindia.com. 2014-02-01. Retrieved 2014-06-11.
  2. "Landmarks". Patna.bih.nic.in. 1912-03-22. Archived from the original on 2012-11-14. Retrieved 2014-06-11.
  3. "Candle Light March in support of Irom Sharmila at Kargil Chowk". e-pao.net. 1 July 2011. Retrieved 24 August 2016.
  4. "About Kargil Chowk". ftd.travel. Retrieved 24 August 2016.[permanent dead link]
  5. "Candle Light March in Patna in honour of Dr. APJ Abdul Kalam's memory". lockerdome.com. Retrieved 24 August 2016.

ବାହାର ଲିଙ୍କ 

[ସମ୍ପାଦନା]