ନାଳନ୍ଦା
ଦେଖଣା
| ନାଳନ୍ଦା नालंदा | |
| Ruins of Nalanda University | |
Shown within India Bihar | |
| ଅବସ୍ଥାନ | ବିହାର, ଭାରତ |
|---|---|
| ଦିଗବାରେଣି | 25°08′12″N 85°26′38″E / 25.13667°N 85.44389°E |
| ପ୍ରକାର | ଶିକ୍ଷଣ କେନ୍ଦ୍ର |
| ଇତିହାସ | |
| ସ୍ଥାପିତ | 5th century AD |
| ଅବ୍ୟବହୃତ | 13th century AD |
| ଘଟଣା | Ransacked by Bakhtiyar Khilji in 1193 |
ନାଳନ୍ଦା ବିହାରରେ ଅବସ୍ଥିତ ଏକ ପ୍ରାଚୀନ ତଥା ପୁରାତନ ଧାର୍ମିକ ଶିକ୍ଷା କେନ୍ଦ୍ର । [୧] ଏହା ପାଟନାଠାରୁ ୮୮ କି.ମି ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ। ଏହା ବିଶ୍ୱର ପ୍ରାଚୀନତମ ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ଥିବା ଏକ ପର୍ଯ୍ୟଟନ ସ୍ଥଳ ।

ଆଧାର
[ସମ୍ପାଦନା]- ↑ "Destinations :: Patna". Archived from the original on 2014-09-18. Retrieved 2014-05-03.
ବାହାର ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Nalanda
ବାବଦରେ ମାଧ୍ୟମ ରହିଛି ।
- World Heritage
ନାଳନ୍ଦା travel guide from Wikivoyage
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |