କାନ୍ଦୁକୁର୍
ଦେଖଣା
Kandukur | |
|---|---|
| ଦେଶ | |
| ରାଜ୍ୟ | ଆନ୍ଧ୍ର ପ୍ରଦେଶ |
| ଜିଲ୍ଲା | ପ୍ରକସମ୍ |
| Elevation | 85[୧] m (Formatting error: invalid input when rounding ft) |
| Population (2001)[୧] | |
| • Total | ୫୦,୦୮୪ |
| ଭାଷା | |
| • ସରକାରୀ | ତେଲୁଗୁ |
| Time zone | UTC+5:30 (IST) |
କାନ୍ଦୁକୁର୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କାନ୍ଦୁକୁର୍ ୧୫.୨୧୫୪ ଉତ୍ତର ଅକ୍ଷାଂଶ ଓ ୭୯.୯୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାନ୍ଦୁକୁର୍ ସହରର ମୋଟ ଜନସଂଖ୍ୟା ୫୦୦୮୪ ଅଟେ ।[୨] ସେଥି ମଧ୍ୟରୁ ୫୦.୮୨% ଜଣ ପରୁଷ ହୋଇଥିବା ବେଳେ ୪୯.୧୮% ଜଣ ନାରୀ ଅଟନ୍ତି । କାନ୍ଦୁକୁର୍ର ସାକ୍ଷରତା ହାର ୬୩.୧୯% ଅଟେ । ଏହା ଜାତୀୟ ହାରଠାରୁ ୧.୬୫% ପ୍ରତିଶତ କମ ଅଟେ । ସେଥିରୁ ୩୬.୩୪% ପ୍ରତିଶତ ପୁରୁଷ ଓ ୨୬.୮୫% ନାରୀ ଅଟନ୍ତି । ୧୦.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ତେଲୁଗୁ କାନ୍ଦୁକୁର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.