Jump to content

କାଦିରି

ଉଇକିପିଡ଼ିଆ‌ରୁ
Kadiri
కదిరి
khadri
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
Area
  ସମୁଦାୟ25.88 km2 (9.99 sq mi)
Elevation
504 m (1,654 ft)
Population
 (2011)[]
  Total୮୯,୨୪୦
  Density3,400/km2 (8,900/sq mi)
ଭାଷା
  ସରକାରୀTelugu
  OtherUrdu Telugu
Time zoneUTC+5:30 (IST)
PIN
515 591
ଯାନବାହାନ ପଞ୍ଚୀକରଣAP–02
WebsiteKadiri Municipality

କାଦିରି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

କାଦିରି ୧୪.୧୧୨୫ ଉତ୍ତର ଅକ୍ଷାଂଶ ଓ ୭୮.୧୬୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଦିରି ସହରର ମୋଟ ଜନସଂଖ୍ୟା ୭୬୨୬୧ ଅଟେ ।[] ସେଥି ମଧ୍ୟରୁ ୫୦.୪୪% ଜଣ ପରୁଷ ହୋଇଥିବା ବେଳେ ୪୯.୫୬% ଜଣ ନାରୀ ଅଟନ୍ତି । କାଦିରିର ସାକ୍ଷରତା ହାର ୫୬.୬୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୬% ପ୍ରତିଶତ ପୁରୁଷ ଓ ୨୨.୯୪% ନାରୀ ଅଟନ୍ତି । ୧୨.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ କାଦିରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. 1 2 "Basic Information of Municipality". Commissioner & Director of Municipal Administration. Archived from the original on 30 April 2015. Retrieved 23 August 2014.
  2. "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]