କାଞ୍ଜିଆ ହ୍ରଦ

ଉଇକିପିଡ଼ିଆ‌ରୁ

କାଞ୍ଜିଆ ହ୍ରଦ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ଦିଗରେ ନିକଟସ୍ଥସ୍ଥିତ ଏକ ପ୍ରାକୃତିକ ହ୍ରଦ । ଏହାର ଆୟତନ ପ୍ରାୟ ୭୫ହେକ୍ଟର ବା ୧୯୦ ଏକର । ତେବେ ଏହା ସମୁଦାୟ ୨୬୦ ଏକର ପରିମିତ ସ୍ଥାନ ଆର୍ଦ୍ର ଭୂମି ହିସାବରେ ପରିବ୍ୟାପ୍ତ କରିଥାଏ । 

ଜୀବଜନ୍ତୁ [ସମ୍ପାଦନା]

ଏହି ହ୍ରଦରେ ୩୭ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ସରୀସୃପ, ୪୬ ପ୍ରକାର ମାଛ ଓ ଚିଙ୍ଗୁଡି ସହ ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି । ଏହା ସହ ଏଠାରେ ୨୪ ପ୍ରକାରର  ମାଇକ୍ରୋଫାଇଟ[୧] ଜାତୀୟ ପ୍ରାଣୀ ମଧ୍ୟ ରହନ୍ତି । 

ପରିବେଶ[ସମ୍ପାଦନା]

ଏହି ହ୍ରଦ ସହରର ପରିବେଶ ସନ୍ତୁଳନ[୨] ପାଇଁ ବହୁତ ଅବଦାନ ଦେଇଥାଏ ।

ସମସ୍ୟା ସମୂହ [ସମ୍ପାଦନା]

ଏହି ହ୍ରଦ ନିକଟରେ ଅବାରିତ ପ୍ରସ୍ତରଖନନ ହୋଇ ଏହାର ପରିବେଶକୁ ନଷ୍ଟ କରୁଛି । ପୁଣି ସହରରୁ ନିଷ୍କାସିତ ମଇଳା ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି ।[୩][୨][୪]

ପର୍ଯ୍ୟଟନ [ସମ୍ପାଦନା]

ଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କର ଏକ ଅଂଶ ଭାବରେ ପରିଚାଳିତ ହୁଏ । ଏଠାରେ ସ୍କୁବା-ଡାଇଭିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ ।[୨]  

ଆଧାର [ସମ୍ପାଦନା]

  1. "Kanjia Lake". Nandankanan Zoo. Retrieved 27 January 2013.
  2. ୨.୦ ୨.୧ ୨.୨ "Kanjia lake outlet faces threat of being clogged". The Hindu. 9 June 2009. Archived from the original on 2 June 2013. Retrieved 14 December 2012. {{cite news}}: More than one of |accessdate= and |access-date= specified (help)
  3. "Kanjia lake shrinking?". The Hindu. 10 August 2010. Retrieved 27 January 2013. {{cite news}}: More than one of |accessdate= and |access-date= specified (help)
  4. "Nandankanan lake chokes - Encroachment threat to wetlands". The Telegraph. 30 December 2012. Retrieved 27 January 2013. {{cite news}}: More than one of |accessdate= and |access-date= specified (help)