କରମଙ୍ଗା
ଦେଖଣା
(Carambolaରୁ ଲେଉଟି ଆସିଛି)
କରମଙ୍ଗା | |
---|---|
ଗଛରେ ଫଳିଥିବା କରମଙ୍ଗା | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Oxalidales |
କୁଳ: | Oxalidaceae |
ପ୍ରଜାତି: | Averrhoa |
ଜାତି: | A. carambola |
ବାଇନୋମିଆଲ ନାମ | |
Averrhoa carambola |
କରମଙ୍ଗା ଏକ ଚିରହରିତ ଫଳ ଗଛ । ଏହା ଦକ୍ଷିଣ-ପୂର୍ବ ଏସିଆ ଓ ଭାରତୀୟ ଉପମହାଦେଶରେ ଦେଖାଯାଏ ।[୧] ଏହାର ଫଳ ଖଟାଳିଆ ଲାଗେ । ଏହାକୁ ଇଁରାଜୀରେ ଷ୍ଟାର୍ ଫୃଟ୍ କୁହାଯାଏ । ଆଭେରୋଆ କାରାମ୍ବୋଲା ନାମକ ବୃକ୍ଷର ଏହା ଫଳ ।[୨] ମ୍ୟାଲେସିଆ,ଇଣ୍ଡୋନେସିଆ, ଭିଏତନାମ୍, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଦେଖାଯାଉଥିବା ଏକ ସ୍ଥାନୀୟ ପ୍ରଜାତି । ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ପ୍ରଶାନ୍ତୀୟ ଅଞ୍ଚଳ ତଥା ପୂର୍ବ ଏସୀୟ ଅଞ୍ଚଳର କେତେକାଂଶରେ ଏହି ଫଳଟି ଲୋକପ୍ରିୟ । ଲାଟିନ୍ ଆମେରିକା, କ୍ୟାରିବିଅନ୍ ତଥା ଦକ୍ଷିଣ ସଂଯୁକ୍ତ ରାଷ୍ଟ୍ର ଭଳି ଅଣ-ଦେଶୀୟ କ୍ରାନ୍ତୀୟ ଅଞ୍ଚଳରେ ମଧ୍ୟ ଏହା ଚାଷ କରାଯାଏ ।
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |