କମ୍ପ୍ୟୁଟର ବିଜ୍ଞାନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହା ଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟ ର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି । [୧]

large capital lambda Plot of a quicksort algorithm
Utah teapot representing computer graphics Microsoft Tastenmaus mouse representing human-computer interaction
କମ୍ପ୍ୟୁଟର ବିଜ୍ଞାନ , କେତେକ ସୂଚନାର ତାତ୍ଵିକ ପ୍ରମାଣ,ଏହାର ଗଣନା ଓ ପରିସଙ୍ଖ୍ୟାନ ସହିତ ଜଡିତ । ଏହା ଆମକୁ କମ୍ପ୍ୟୁଟର ସମ୍ପର୍କିତ ବାସ୍ତବିକ ଜ୍ଞାନ ଦେବା ସହ ଏହି ଜ୍ଞାନର ଆମ ଦୈନନ୍ଦିନ ଜୀବନ ରେ ବ୍ୟବହାର ବିଷୟରେ ସୂଚନା ଦେଇଥାଏ ।

ଇତିହାସ[ସମ୍ପାଦନା]

[୨]

Charles Babbage is credited with inventing the first mechanical computer.
Ada Lovelace is credited with writing the first algorithm intended for processing on a computer.
The German military used the Enigma machine (shown here) during World War II for communications they wanted kept secret. The large-scale decryption of Enigma traffic at Bletchley Park was an important factor that contributed to Allied victory in WWII.[୩]

[୪]

ହାର୍ଡୱେର[ସମ୍ପାଦନା]

ହାର୍ଡୱେର କହିବାକୁଗଲେ କମ୍ପ୍ୟୁଟର ନିର୍ମାଣରେ ବ୍ୟବହୃତ ଯେକୌଣସି ବସ୍ତୁ ବିଶେଷ ବା ଅଂଶକୁ ବୁଝାଏ । ଯେପରିକି ଉଦାହରଣ ସ୍ୱରୂପ ମଦରବୋର୍ଡ, କୀବୋର୍ଡ, ମନିଟର, ମାଉସ, ହାର୍ଡ ଡ୍ରାଇଭ, ସି.ପି.ଇଉ., ମେମୋରୀ, ପ୍ରିଣ୍ଟର ଇତ୍ୟାଦି ଇତ୍ୟାଦି ।

ଏଗୁଡିକ ସଫ୍ଟୱେରଦ୍ଵାରା ଚାଳିତ ହୋଇଥାନ୍ତି ଏବଂ ଉଦ୍ଦିଷ୍ଟ କାର୍ଯ୍ୟକୁ ସମାପନ କରିଥାନ୍ତି ।

ସଫ୍ଟୱେର[ସମ୍ପାଦନା]

ସଫ୍ଟୱେରଗୁଡିକ ଲେଖା ହୋଇଥିବା କମ୍ପ୍ୟୁଟର କୋଡ ପ୍ରୋଗ୍ରାମଗୁଡିକୁ ବୁଝାଏ । ଏଗୁଡିକ ବିଭିନ୍ନ ହାର୍ଡୱେର ମଧ୍ୟରେ ତାଳମେଳ ରକ୍ଷାକରି ପ୍ରୋଗ୍ରାମରେ ଲେଖା ହୋଈଥିବା ନିର୍ଦିଷ୍ଟାବଳି ଅନୁସାରେ କାର୍ଯ୍ୟ ସମାପନ କରିଥାନ୍ତି । ଉଦାହରଣ ସ୍ୱରୂପ ଅପରେଟିଂ ସିଷ୍ଟମ, ଆପ୍ଲିକେଶନ ପ୍ରୋଗ୍ରାମ, ସିଷ୍ଟମ ପ୍ରୋଗ୍ରାମ ଇତ୍ୟାଦିଙ୍କୁ ବୁଝାଏ ।

କମ୍ପ୍ୟୁଟର ବିଜ୍ଞାନର ବିଭିନ୍ନ ଉପବିଭାଗ[ସମ୍ପାଦନା]

ପ୍ରୋଗ୍ରାମିଂ[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ ପ୍ରୋଗ୍ରାମିଂ


ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ

ନେଟୱର୍କିଂ[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ ନେଟୱର୍କିଂ

କୂତ୍ରିମ ବୁଦ୍ଧିମତ୍ତା[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ କୂତ୍ରିମ ବୁଦ୍ଧିମତ୍ତା

ସଫ୍ଟୱେର ଇଞ୍ଜିନିୟରିଂ[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ ସଫ୍ଟୱେର ଇଞ୍ଜିନିୟରିଂ

କମ୍ପ୍ୟୁଟର ସୁରକ୍ଷା[ସମ୍ପାଦନା]

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ କମ୍ପ୍ୟୁଟର ସୁରକ୍ଷା

  1. "WordNet Search—3.1". Wordnetweb.princeton.edu. Retrieved 2012-05-14. 
  2. https://en.wikipedia.org/wiki/History_of_computer_science
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; kahnbook ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Computer Science : Achievements and Challenges circa 2000" (PDF). Archived from the original (PDF) on September 11, 2006. Retrieved January 11, 2007.