Jump to content

କପିଳ ଦେବ

ଉଇକିପିଡ଼ିଆ‌ରୁ
Kapil Dev
Kapil Dev
ବ୍ୟକ୍ତିଗତ ତଥ୍ୟ
ନାମKapil Dev Ramlal Nikhanj
ଜନ୍ମ (1959-01-06) ୬ ଜାନୁଆରୀ ୧୯୫୯ (ବୟସ ୬୭)
Chandigarh, Punjab, India (now a union territory)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm fast medium
ଭୂମିକାBowling All-rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 142)16 October 1978 v Pakistan
ଶେଷ ଟେଷ୍ଟ19 March 1994 v New Zealand
ପ୍ରଥମ ଦିନିକିଆ (cap 25)1 October 1978 v Pakistan
ଶେଷ ଦିନିକିଆ17 October 1994 v West Indies
ଘରୋଇ ଦଳ ତଥ୍ୟ
YearsTeam
1975–1992Haryana
1984–1985Worcestershire
1981–1983Northamptonshire
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 131 225 275 309
ମୋଟ ରନ 5248 3783 11356 5461
ବ୍ୟାଟିଂ ହାର 31.05 23.79 32.91 24.59
ଶତକ/ଅର୍ଦ୍ଧଶତକ 8/27 1/14 18/56 2/23
ସର୍ବାଧିକ ରନ 163 175* 193 175*
ବଲ ସଂଖ୍ୟା 27740 11202 48853 14947
ଉଇକେଟ 434 253 835 335
ବୋଲିଂ ହାର 29.64 27.45 27.09 27.34
ଇନିଙ୍ଗସରେ ୫ଟି ଉଇକେଟ 23 1 39 2
ମ୍ୟାଚରେ ୧୦ଟି ଉଇକେଟ 2 n/a 3 n/a
ସବୁଠୁ ଭଲ ବୋଲିଂ 9/83 5/43 9/83 5/43
କ୍ୟାଚ/ଷ୍ଟମ୍ପିଙ୍ଗ 64/– 71/– 192/– 99/–
Source: Cricinfo, 24 January 2008

[][]

କପିଲ ଦେବ (ଜନ୍ମ: ୬ ଜାନୁୟାରୀ ୧୯୫୯) ଜଣେ ଭାରତୀୟ କ୍ରିକେଟ ଖେଳାଳୀ ଥଲେ । ସେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଥଲେ ଓ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା । ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍‌ର କୋଚ୍ ମଧ୍ୟ ଥିଲେ ଅକ୍ଟୋବର ୧୯୯୯ରୁ ଅଗଷ୍ଟ ୨୦୦୨ ୧୦ ମାସ ପର୍ଯ୍ୟନ୍ତ ।

ବାଲ୍ୟ ଜୀବନୀ

[ସମ୍ପାଦନା]

କପିଲ୍ ଦେବ୍ ତାଙ୍କର ନାମ ଥିଲା କପିଲ୍ ରାମଲାଲ ନିଖଞ୍ଜ ତାଙ୍କ ବାପା ରାମଲାଲ ନିଖଞ୍ଜ ଓ ମା ରାଜ କୁମାରିଙ୍କ ସହ ଚଣ୍ତିଗଡରେ ରହୁଥିଲେ ଏବଂ ତାଙ୍କ ବାପା ଜଣେ contractor ଥିଲେ । କପିଲ୍ ଜଣେ D.A.V. Schoolର ଛାତ୍ର ଥିଲେ । ୧୯୭୧ରେ ଦେଶ ପ୍ରେମ୍ ଆଜାଦରେ ଯୋଗ ଦେଲେ ।

No.TeamTestODITotal
1 West Indies303
2 England202
3 Australia101
4 Sri Lanka101
5 South Africa101
6 Zimbabwe011
Total819

କର୍ମ ଜୀବନ

[ସମ୍ପାଦନା]

କପିଲ ଦେବ୍ ପ୍ରଶଂସାର ସହ ପ୍ରଦର୍ଶନ କରିଥିଲେ ହରିୟାଣା ଟିମ୍ ସହ ନଭେମ୍ବର ମାସ ୧୯୭୫ରେ ପଞ୍ଜାବ ବିପକ୍ଷରେ ୭ ୱିକେଟ୍ରେ ପଞ୍ଜାବକୁ ୬୩ ରନ୍‌ରେ ସୀମିତ ରଖି ହରିୟାଣକୁ ଜିତେଇଥିଲେ । କପିଲ ଗୋଟେ ଯୁଗ ସାରିଥିଲେ ୧୨୧ ୱିକେଟ୍ ନେଇଥିଲେ ୩୦ଟା ମ୍ୟାଚ୍‌ରେ ଓ ୧୯୭୬-୭୭ ସିଜନ୍ରେ ସେ ଜମ୍ମୁ କାଶ୍ମୀର ବିପକ୍ଷରେ ଓପନିଙ୍ଗ୍ ବ୍ୟାଟ୍ସ୍ ମ୍ୟାନ ଥିଲେ ।

ଷ୍ଟେଟ୍

[ସମ୍ପାଦନା]
Kapil Dev's Test Centuries :
No.Score4s6sAgainstVenueDateResult
1126*111 West IndiesFeroz Shah Kotla Ground, New Delhi24 January 1979Draw
2116162 EnglandGreen Park Stadium, Kanpur30 January 1982Draw
3100*133 West IndiesQueens Park Oval, Port of Spain, Trinidad and Tobago11 March 1983Draw
4119210 AustraliaM.A. Chidambaram Stadium, Chennai18 September 1986Tied
5163191 Sri LankaGreen Park Stadium, Kanpur17 December 1986Draw
6109180 West IndiesM.A. Chidambaram Stadium, Chennai11 January 1988India won by 255 runs
7110160 EnglandThe Oval, London23 August 1990Draw
8129141 South AfricaSt George's Oval, Port Elizabeth26 December 1992South Africa won by 9 wickets

ଷ୍ଟେଟ୍ ମ୍ୟାଚ୍ ପୁରସ୍କାର

[ସମ୍ପାଦନା]

ମ୍ୟାନ୍ ଅଫ୍ ଦି ଶିରିଜ୍

[ସମ୍ପାଦନା]
# Series (Opponents) Season Series Performance
1 Texaco Trophy (India in England ODI Series) 1982 107 (2 Matches & 2 Innings, 1x50); 20–3–60–0
2[] Benson & Hedges World Series Cup (Australia, New Zealand) 1985–86 202 Runs (9 Innings); 20/391; 7 Catches

ମ୍ୟାନ୍ ଅଫ୍ ଦି ମ୍ୟାଚ୍

[ସମ୍ପାଦନା]
S No Opponent Venue Season Match Performance
1 New Zealand Woolloongabba, Brisbane 1980–81 75 (51b, 9x4, 3x6); 10–0–37–1; 1 Catch
2 West Indies Albion Sports Complex, Berbice, Guyana 1982–83 72 (38b, 7x4, 3x6); 10–0–33–2; 2 Catches
3 Zimbabwe Nevill Ground, Royal Tunbridge Wells 1983 175* (138b, 16x4, 6x6); 11–1–32–1; 2 Catches
4 England VCA Ground, Nagpur 1984–85 54 (41b, 3x4, 4x6); 10–1–42–1
5 New Zealand Woolloongabba, Brisbane 1985–86 54* (53b, 5x4); 10–1–28–1
6 England Sharjah 1986–87 64 (54b, 5x4, 1x6); 8–1–30–1
7 New Zealand Chinnaswamy Stadium, Bangalore 1987–88 72* (58b, 4x4, 1x6); 10–1–54–0
8 Zimbabwe Gujarat Stadium, Ahmedabad 1987–88 41* (25b, 2x4, 3x6), 10–2–44–2
9 West Indies Sharjah 1989–90 41 (50b, 2x4, 1x6); 7.4–1–19–2
10 New Zealand Basin Reserve, Wellington 1989–90 46 (38b, 4x4, 1x6); 9.5–1–45–2
11 South Africa Kingsmead, Durban 1992–93 30 (37b, 5x4); 10–4–23–3

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ତାଙ୍କର ରୋମି ଭାଟିଆ ସହ ୧୯୭୯ରେ ଗୋଟ ସାଙ୍ଗ ଭାବରେ ଦେଖାହେଲା ଓ ତାଙ୍କର ବାହାଘର ୧୯୮୦ରେ ହେଲା ଏବଂ ତାଙ୍କର ଗୋଟିଅ ଝିଅ ହେଲା ୧୬ ଜାନୁଆରୀ ୧୯୯୬ରେ ଯହାର ନାମ ଅମିୟା ଦେବ୍ । ସେ ୧୯୯୪ରେ ତାଙ୍କ କ୍ରିକେଟ୍ ଜୀବନୀରୁ ଅବଶର ନେଲା ପରେ ସେ ତାଙ୍କ ଜୀବନୀ ଉପରେ ବହି ଲେଖିଲେ।

  1. "Kapil Dev – Player Webpage". Cricinfo. Retrieved 17 March 2007.
  2. "This is my finest hour: Kapil Dev". The Sportstar Vol. 25 No. 31. 8 March 2002. Retrieved 8 February 2014.
  3. MoS awarded for the preliminary games. The figures are for the whole competition.