କପିଳ ଦେବ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Kapil Dev Ramlal Nikhanj | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Chandigarh, Punjab, India (now a union territory) | ୬ ଜାନୁଆରୀ ୧୯୫୯|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed
| |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm fast medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowling All-rounder | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 142) | 16 October 1978 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 19 March 1994 v New Zealand | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 25) | 1 October 1978 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 17 October 1994 v West Indies | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1975–1992 | Haryana | |||||||||||||||||||||||||||||||||||||||||||||||||||||||||||||||||
1984–1985 | Worcestershire | |||||||||||||||||||||||||||||||||||||||||||||||||||||||||||||||||
1981–1983 | Northamptonshire | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 24 January 2008 |
କପିଲ ଦେବ (ଜନ୍ମ: ୬ ଜାନୁୟାରୀ ୧୯୫୯) ଜଣେ ଭାରତୀୟ କ୍ରିକେଟ ଖେଳାଳୀ ଥଲେ । ସେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ଥଲେ ଓ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା । ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍ର କୋଚ୍ ମଧ୍ୟ ଥିଲେ ଅକ୍ଟୋବର ୧୯୯୯ରୁ ଅଗଷ୍ଟ ୨୦୦୨ ୧୦ ମାସ ପର୍ଯ୍ୟନ୍ତ ।
ବାଲ୍ୟ ଜୀବନୀ
[ସମ୍ପାଦନା]କପିଲ୍ ଦେବ୍ ତାଙ୍କର ନାମ ଥିଲା କପିଲ୍ ରାମଲାଲ ନିଖଞ୍ଜ ତାଙ୍କ ବାପା ରାମଲାଲ ନିଖଞ୍ଜ ଓ ମା ରାଜ କୁମାରିଙ୍କ ସହ ଚଣ୍ତିଗଡରେ ରହୁଥିଲେ ଏବଂ ତାଙ୍କ ବାପା ଜଣେ contractor ଥିଲେ । କପିଲ୍ ଜଣେ D.A.V. Schoolର ଛାତ୍ର ଥିଲେ । ୧୯୭୧ରେ ଦେଶ ପ୍ରେମ୍ ଆଜାଦରେ ଯୋଗ ଦେଲେ ।
No. | Team | Test | ODI | Total |
---|---|---|---|---|
1 | West Indies | 3 | 0 | 3 |
2 | England | 2 | 0 | 2 |
3 | Australia | 1 | 0 | 1 |
4 | Sri Lanka | 1 | 0 | 1 |
5 | South Africa | 1 | 0 | 1 |
6 | Zimbabwe | 0 | 1 | 1 |
Total | 8 | 1 | 9 |
କର୍ମ ଜୀବନ
[ସମ୍ପାଦନା]କପିଲ ଦେବ୍ ପ୍ରଶଂସାର ସହ ପ୍ରଦର୍ଶନ କରିଥିଲେ ହରିୟାଣା ଟିମ୍ ସହ ନଭେମ୍ବର ମାସ ୧୯୭୫ରେ ପଞ୍ଜାବ ବିପକ୍ଷରେ ୭ ୱିକେଟ୍ରେ ପଞ୍ଜାବକୁ ୬୩ ରନ୍ରେ ସୀମିତ ରଖି ହରିୟାଣକୁ ଜିତେଇଥିଲେ । କପିଲ ଗୋଟେ ଯୁଗ ସାରିଥିଲେ ୧୨୧ ୱିକେଟ୍ ନେଇଥିଲେ ୩୦ଟା ମ୍ୟାଚ୍ରେ ଓ ୧୯୭୬-୭୭ ସିଜନ୍ରେ ସେ ଜମ୍ମୁ କାଶ୍ମୀର ବିପକ୍ଷରେ ଓପନିଙ୍ଗ୍ ବ୍ୟାଟ୍ସ୍ ମ୍ୟାନ ଥିଲେ ।
ଶତକ
[ସମ୍ପାଦନା]ଷ୍ଟେଟ୍
[ସମ୍ପାଦନା]Kapil Dev's Test Centuries : | |||||||
---|---|---|---|---|---|---|---|
No. | Score | 4s | 6s | Against | Venue | Date | Result |
1 | 126* | 11 | 1 | West Indies | Feroz Shah Kotla Ground, New Delhi | 24 January 1979 | Draw |
2 | 116 | 16 | 2 | England | Green Park Stadium, Kanpur | 30 January 1982 | Draw |
3 | 100* | 13 | 3 | West Indies | Queens Park Oval, Port of Spain, Trinidad and Tobago | 11 March 1983 | Draw |
4 | 119 | 21 | 0 | Australia | M.A. Chidambaram Stadium, Chennai | 18 September 1986 | Tied |
5 | 163 | 19 | 1 | Sri Lanka | Green Park Stadium, Kanpur | 17 December 1986 | Draw |
6 | 109 | 18 | 0 | West Indies | M.A. Chidambaram Stadium, Chennai | 11 January 1988 | India won by 255 runs |
7 | 110 | 16 | 0 | England | The Oval, London | 23 August 1990 | Draw |
8 | 129 | 14 | 1 | South Africa | St George's Oval, Port Elizabeth | 26 December 1992 | South Africa won by 9 wickets |
ଷ୍ଟେଟ୍ ମ୍ୟାଚ୍ ପୁରସ୍କାର
[ସମ୍ପାଦନା]ମ୍ୟାନ୍ ଅଫ୍ ଦି ଶିରିଜ୍
[ସମ୍ପାଦନା]# Series (Opponents) Season Series Performance 1 Texaco Trophy (India in England ODI Series) 1982 107 (2 Matches & 2 Innings, 1x50); 20–3–60–0 2[୩] Benson & Hedges World Series Cup (Australia, New Zealand) 1985–86 202 Runs (9 Innings); 20/391; 7 Catches
ମ୍ୟାନ୍ ଅଫ୍ ଦି ମ୍ୟାଚ୍
[ସମ୍ପାଦନା]S No Opponent Venue Season Match Performance 1 New Zealand Woolloongabba, Brisbane 1980–81 75 (51b, 9x4, 3x6); 10–0–37–1; 1 Catch 2 West Indies Albion Sports Complex, Berbice, Guyana 1982–83 72 (38b, 7x4, 3x6); 10–0–33–2; 2 Catches 3 Zimbabwe Nevill Ground, Royal Tunbridge Wells 1983 175* (138b, 16x4, 6x6); 11–1–32–1; 2 Catches 4 England VCA Ground, Nagpur 1984–85 54 (41b, 3x4, 4x6); 10–1–42–1 5 New Zealand Woolloongabba, Brisbane 1985–86 54* (53b, 5x4); 10–1–28–1 6 England Sharjah 1986–87 64 (54b, 5x4, 1x6); 8–1–30–1 7 New Zealand Chinnaswamy Stadium, Bangalore 1987–88 72* (58b, 4x4, 1x6); 10–1–54–0 8 Zimbabwe Gujarat Stadium, Ahmedabad 1987–88 41* (25b, 2x4, 3x6), 10–2–44–2 9 West Indies Sharjah 1989–90 41 (50b, 2x4, 1x6); 7.4–1–19–2 10 New Zealand Basin Reserve, Wellington 1989–90 46 (38b, 4x4, 1x6); 9.5–1–45–2 11 South Africa Kingsmead, Durban 1992–93 30 (37b, 5x4); 10–4–23–3 ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କର ରୋମି ଭାଟିଆ ସହ ୧୯୭୯ରେ ଗୋଟ ସାଙ୍ଗ ଭାବରେ ଦେଖାହେଲା ଓ ତାଙ୍କର ବାହାଘର ୧୯୮୦ରେ ହେଲା ଏବଂ ତାଙ୍କର ଗୋଟିଅ ଝିଅ ହେଲା ୧୬ ଜାନୁଆରୀ ୧୯୯୬ରେ ଯହାର ନାମ ଅମିୟା ଦେବ୍ । ସେ ୧୯୯୪ରେ ତାଙ୍କ କ୍ରିକେଟ୍ ଜୀବନୀରୁ ଅବଶର ନେଲା ପରେ ସେ ତାଙ୍କ ଜୀବନୀ ଉପରେ ବହି ଲେଖିଲେ।
ଆଧାର
[ସମ୍ପାଦନା]- ↑ "Kapil Dev – Player Webpage". Cricinfo. Retrieved 17 March 2007.
- ↑ "This is my finest hour: Kapil Dev". The Sportstar Vol. 25 No. 31. 8 March 2002. Retrieved 8 February 2014.
- ↑ MoS awarded for the preliminary games. The figures are for the whole competition.