ଔରଙ୍ଗାବାଦ
ଛତ୍ରପତି ସମ୍ଭାଜିନଗର
Chhatrapati Sambhajinagar छत्रपती संभाजीनगर | |
---|---|
ସହର | |
Nickname(s): | |
ଦେଶ | ଭାରତ |
ରାଜ୍ୟ | ମହାରାଷ୍ଟ୍ର |
ଅଞ୍ଚଳ | ମରାଠୱାଡା |
ଜିଲ୍ଲା | ଔରଙ୍ଗାବାଦ |
ସ୍ଥାପିତ | ଖ୍ରୀ.ଅ. ୧୬୧୦ |
Founded by | ମଲିକ୍ ଅମ୍ବର୍ |
Named for | ଔରଙ୍ଗଜେବ |
Government | |
• Divisional Commissioner of Aurangabad | Dr. Umakant Dangat (I.A.S.) |
• ମେୟର | Tryambak Tupe |
Area | |
• ସହର | 123 km2 (47 sq mi) |
Elevation | 568 m (1,864 ft) |
Population (2011)[୧] | |
• ସହର | ୧୧,୮୯,୩୭୬ |
• Rank | 31 |
• Density | 9,700/km2 (25,000/sq mi) |
• Metro | ୧୫,୧୩,୭୧୧ |
Demonym(s) | Aurangabadkar, Aurangabadi |
ଭାଷା | |
• ସରକାରୀ | ମରାଠୀ |
Time zone | UTC+୫:୩୦ (IST) |
ପିନ୍ | 431 001 |
ଟେଲିଫୋନ କୋଡ଼ | ୦୨୦୪ |
ଯାନବାହାନ ପଞ୍ଚୀକରଣ | MH 20 |
Website | aurangabad.nic.in |
ଛତ୍ରପତି ସମ୍ଭାଜିନଗର ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]ଜନସଂଖ୍ୟା ବୃଦ୍ଧି | |||
---|---|---|---|
Census | Pop. | %± | |
1901 | ୩୬,୮୩୭ | — | |
1911 | ୩୪,୯୦୨ | -5.3% | |
1921 | ୩୬,୮୭୬ | 5.7% | |
1931 | ୩୬,୮୭୦ | 0.0% | |
1941 | ୫୦,୯୨୪ | 38.1% | |
1951 | ୬୬,୬୩୬ | 30.9% | |
1961 | ୯୭,୭୦୧ | 46.6% | |
1971 | ୧,୬୫,୨୫୩ | 69.1% | |
1981 | ୩,୦୧,୦୦୦ | 82.1% | |
1991 | ୫,୯୨,୦୦୦ | 96.7% | |
2001 | ୯,୦୨,୧୭୯ | 52.4% | |
2011 | ୧୧,୭୧,୨୬୦ | 29.8% | |
Source:Census of India[୧][୩] |
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ ।[୪] ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%)ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ ବୟସ ସେଠାରେ ୬ ବର୍ଷ ବୟସରୁ କମ ।[୪]
ଭାଷା
[ସମ୍ପାଦନା]ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । କିନ୍ତୁ ଆହୀ ଜିଲ୍ଲାରେ ହିଦୀ ବୀ ବହୁ ମତ୍ରା ଏର କୁହା ଜାଏ
ପାଣିପାଗ
[ସମ୍ପାଦନା]Aurangabad | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ ।
Climate data for Aurangabad, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 29.1 (84.4) |
31.7 (89.1) |
35.5 (95.9) |
38.6 (101.5) |
39.5 (103.1) |
34.7 (94.5) |
30.5 (86.9) |
29.2 (84.6) |
30.4 (86.7) |
32.0 (89.6) |
30.1 (86.2) |
28.3 (82.9) |
32.5 (90.5) |
ହାରାହାରି ସର୍ବନିମ୍ନ °C (°F) | 10.9 (51.6) |
12.9 (55.2) |
17.5 (63.5) |
21.7 (71.1) |
23.6 (74.5) |
22.6 (72.7) |
21.5 (70.7) |
20.9 (69.6) |
20.4 (68.7) |
17.8 (64) |
13.7 (56.7) |
10.8 (51.4) |
17.9 (64.2) |
Average rainfall mm (inches) | 3.4 (0.134) |
3.4 (0.134) |
6.6 (0.26) |
3.1 (0.122) |
27.5 (1.083) |
110.0 (4.331) |
150.9 (5.941) |
152.2 (5.992) |
145.3 (5.72) |
61.9 (2.437) |
33.1 (1.303) |
13.3 (0.524) |
710.7 (27.98) |
ହାରାହାରି ମେଘାତ୍ସନ ଦିବସ | 0.2 | 0.4 | 0.7 | 0.3 | 1.9 | 6.8 | 10.1 | 10.4 | 8.2 | 3.1 | 1.4 | 0.9 | 44.4 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.5 | 0.6 | 0.0 | 1.5 | 3.2 | 6.2 | 2.3 | 2.3 | 4.1 | 1.8 | 0.6 | 0.2 | 24.8
|
ହାରାହାରି କୁହୁଡ଼ି ଘେରା ଦିବସ | 0.1 | 0.0 | 1.3 | 0.0 | 0.0 | 0.0 | 0.0 | 0.1 | 0.2 | 0.2 | 0.1 | 0.0 | 0.9 |
Source: India Meteorological Department (temperatures and precipitation)[୬][୭] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Paper 2 – Cities having population 1 million and above – 2011 census
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ Govt of Maharashtra Aurangabad Gazetteer. Section – The People (population)
- ↑ ୪.୦ ୪.୧ http://www.census2011.co.in/census/city/360-aurangabad.html
- ↑ "World Weather Information Service -Aurangabad". Worldweather.wmo.int. 5 October 2006. Retrieved 28 June 2015.
- ↑ "Aurangabad- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.
ବାହାର ଲିଙ୍କ
[ସମ୍ପାଦନା]- Aurangabad District website
- Gazetteer of Aurangabad. Times of India. 1884.
{{cite book}}
: Unknown parameter|city=
ignored (|location=
suggested) (help)