ଓସିଲୋଡ୍ରୋଷ୍ଟାଟ
Clinical data | |
---|---|
Trade names | Isturisa |
Synonyms | Osilodrostat phosphate, LCI-699 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C13H10FN3 |
Molar mass | ୨୨୭.୨୪ g·mol−1 |
3D model (JSmol) | |
| |
|
ଓସିଲୋଡ୍ରୋଷ୍ଟାଟ (ଇଂରାଜୀ ଭାଷାରେ Osilodrostat), ଇଷ୍ଟୁରିସା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କୁସିଂ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ପିଟୁଇଟାରି ଅସ୍ତ୍ରୋପଚାର ସମ୍ଭବ ନୁହେଁ କିମ୍ବା ପ୍ରଭାବଶାଳୀ ନୁହେଁ । [୧] ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଡ୍ରେନାଲ୍ ଅଭାବ, ମୁଣ୍ଡବିନ୍ଧା, ବାନ୍ତି, ଥକାପଣ ଏବଂ ଫୁଲା ହୋଇପାରେ ।[୨] କ୍ୟୁଟିସି ବିସ୍ତାର, କମ୍ ରକ୍ତ ପୋଟାସିୟମ୍ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଏବଂ ସ୍ତନ୍ୟପାନରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା କର୍ଟିସୋଲ୍ ତିଆରି କରୁଥିବା ଏନଜାଇମ୍ ୧୧-ବିଟା-ହାଇଡ୍ରୋକ୍ସିଲେଜ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୨୦ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଓସିଲୋଡ୍ରୋଷ୍ଟାଟ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦିନକୁ ଦୁଇଥର ୧୦ ମିଗ୍ରା ବ୍ୟବହାର କଲେ ପ୍ରାୟ ୬୭୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨,୨୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Osilodrostat Monograph for Professionals". Drugs.com (in ଇଂରାଜୀ). Archived from the original on 21 August 2021. Retrieved 9 November 2021.
- ↑ ୨.୦ ୨.୧ "Isturisa EPAR". European Medicines Agency (EMA). 18 February 2020. Archived from the original on 7 March 2020. Retrieved 6 March 2020.
- ↑ "Osilodrostat (Isturisa) Use During Pregnancy". Drugs.com (in ଇଂରାଜୀ). Archived from the original on 24 July 2020. Retrieved 9 November 2021.
- ↑ "Osilodrostat". SPS - Specialist Pharmacy Service. 12 January 2016. Archived from the original on 9 November 2021. Retrieved 9 November 2021.
- ↑ "Isturisa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 9 November 2021.