Jump to content

ଓସିଲୋଡ୍ରୋଷ୍ଟାଟ

ଉଇକିପିଡ଼ିଆ‌ରୁ
ଓସିଲୋଡ୍ରୋଷ୍ଟାଟ
Clinical data
Trade namesIsturisa
SynonymsOsilodrostat phosphate, LCI-699
AHFS/Drugs.commonograph
data
Routes of
administration
By mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Identifiers
  • 4-[(5R)-6,7-Dihydro-5H-pyrrolo[1,2-c]imidazol-5-yl]-3-fluorobenzonitrile
Chemical and physical data
FormulaC13H10FN3
Molar mass୨୨୭.୨୪ g·mol−1
3D model (JSmol)
  • C1CC2=CN=CN2C1C3=C(C=C(C=C3)C#N)F
  • InChI=1S/C13H10FN3/c14-12-5-9(6-15)1-3-11(12)13-4-2-10-7-16-8-17(10)13/h1,3,5,7-8,13H,2,4H2/t13-/m1/s1
  • Key:USUZGMWDZDXMDG-CYBMUJFWSA-N

ଓସିଲୋଡ୍ରୋଷ୍ଟାଟ (ଇଂରାଜୀ ଭାଷାରେ Osilodrostat), ଇଷ୍ଟୁରିସା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କୁସିଂ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ପିଟୁଇଟାରି ଅସ୍ତ୍ରୋପଚାର ସମ୍ଭବ ନୁହେଁ କିମ୍ବା ପ୍ରଭାବଶାଳୀ ନୁହେଁ । [୧] ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଡ୍ରେନାଲ୍ ଅଭାବ, ମୁଣ୍ଡବିନ୍ଧା, ବାନ୍ତି, ଥକାପଣ ଏବଂ ଫୁଲା ହୋଇପାରେ ।[୨] କ୍ୟୁଟିସି ବିସ୍ତାର, କମ୍ ରକ୍ତ ପୋଟାସିୟମ୍ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଏବଂ ସ୍ତନ୍ୟପାନରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୩] ଏହା କର୍ଟିସୋଲ୍ ତିଆରି କରୁଥିବା ଏନଜାଇମ୍ ୧୧-ବିଟା-ହାଇଡ୍ରୋକ୍ସିଲେଜ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।

୨୦୨୦ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଓସିଲୋଡ୍ରୋଷ୍ଟାଟ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦିନକୁ ଦୁଇଥର ୧୦ ମିଗ୍ରା ବ୍ୟବ‌ହାର କଲେ ପ୍ରାୟ ୬୭୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨,୨୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Osilodrostat Monograph for Professionals". Drugs.com (in ଇଂରାଜୀ). Archived from the original on 21 August 2021. Retrieved 9 November 2021.
  2. ୨.୦ ୨.୧ "Isturisa EPAR". European Medicines Agency (EMA). 18 February 2020. Archived from the original on 7 March 2020. Retrieved 6 March 2020.
  3. "Osilodrostat (Isturisa) Use During Pregnancy". Drugs.com (in ଇଂରାଜୀ). Archived from the original on 24 July 2020. Retrieved 9 November 2021.
  4. "Osilodrostat". SPS - Specialist Pharmacy Service. 12 January 2016. Archived from the original on 9 November 2021. Retrieved 9 November 2021.
  5. "Isturisa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 9 November 2021.