ଓର୍ଫ(ରୋଗ)

ଉଇକିପିଡ଼ିଆ‌ରୁ
Orf
Contagious pustular dermatitis, contagious ecthyma, infectious labial dermatitis, ecthyma contagiosum, thistle disease, scabby mouth[୧]
A thumb with two denuded orf lesions, following a bite by a sheep
ବିଭାଗInfectious disease
ଲକ୍ଷଣSingle small pus filled bump[୨][୩]
ଆକ୍ରାନ୍ତ ସମୟ1 wk after exposure[୩]
ଅବଧିLess than 8 wks[୧]
କାରଣOrf virus (ORFV)[୧]
ବିପଦ କାରକHandling affected sheep and goats[୨]
ସଠିକ ରୋଗ ନିର୍ଣ୍ଣୟEcthyma gangrenosum, vaccinia, anthrax, erysipeloid, tularemia[୪]
ଔଷଧCidofovir, imiquimod[୪]
ଚିକିତ୍ସାConservative management[୪]
PrognosisGenerally good[୪]
ପୁନଃପୌନିକRelatively common in at risk groups[୩]

ଓର୍ଫ ହେଉଛି ଏକ ଭୂତାଣୁ ସଂକ୍ରମଣ ରୋଗ ଯାହା ଅନ୍ୟ ପ୍ରାଣୀମାନଙ୍କଠାରୁ ସଂକ୍ରମିତ ହୋଇଥାଏ ।[୧] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ହାତ କିମ୍ବା ଅଗ୍ରବାହୁର ଚର୍ମରେ କିଛି ସେଣ୍ଟିମିଟର ଆକାରର ଏକ ପୂଜ ଭରା ଫୋଟକା ବାହାରେ । [୨] [୧] ଏହାର କେନ୍ଦ୍ରଟି ଲାଲ୍ ଦେଖାଯାଏ ଯାହା ଚାରିପାଖ ଫିକା ଥାଏ ଏବଂ ପରେ ପରେ ଏହା ଉପରେ କ୍ରଷ୍ଟ ବା ଖଟି ଭିଡ଼ିଯାଏ ।[୪] ସଂସ୍ପର୍ଶରେ ଅସିବାର ପ୍ରାୟ ଏକ ସପ୍ତାହ ପରେ ରୋଗ ଆରମ୍ଭ ହୁଏ ଏବଂ ସାଧାରଣତଃ ଗୋଟିଏ ରୋଗ ହୁଏ ।[୩] ଯନ୍ତ୍ରଣା, ସାମାନ୍ୟ ଜ୍ୱର, କିମ୍ବା ଲସିକା ଗ୍ରନ୍ଥି ଫୁଲିଯାଇପାରେ ।[୩] ଏରିଦେମା ମଲ୍ଟିଫର୍ମ ସହିତ କିଛି ଓର୍ଫ ଜଡିତ ଥାଏ ।[୩]

ଏହା ଓର୍ଫ ଭୂତାଣୁ କାରଣରୁ ହୁଏ ଯାହା ଏକ ପ୍ରକାର ପାରାପୋକ୍ସଭୂତାଣୁ[୧] ଏହା ସାଧାରଣତଃ ମେଣ୍ଢା ବା ଛେଳିଠାରୁ ସଂକ୍ରମିତ ହୋଇ ବ୍ୟାପିଥାଏ ।[୧] [୩] ଦୂଷିତ ବସ୍ତୁ କିମ୍ବା ଅନ୍ୟ ଲୋକଙ୍କଠାରୁ କ୍ୱଚିତ୍ ଘଟଣା ଘଟିପାରେ | [୧] ପଶୁମାନଙ୍କ ସହିତ କାମ କରୁଥିବା ଲୋକମାନେ ସାଧାରଣତଃ ସଂକ୍ରମିତ ହୁଅନ୍ତି ।[୧] ରୋଗ ଥରେ ଉପଶମ ହୋଇଗଲେ ଲୋକ ପୁନର୍ବାର ସଂକ୍ରମିତ ହୋଇପାରେ ।[୪] ରୋଗ ନିର୍ଣ୍ଣୟ ହେବା ପରେ ପିସିଆର (PCR)ଦ୍ୱାରା ସମର୍ଥିତ ହୋଇପାରେ ।[୪] କ୍ଷୀରର ନୋଡୁଲ୍ ସହିତ ଏହା ଏକ ପ୍ରକାର ପଶୁଖେତସ୍ଥିତ ପକ୍ସ ଓ ଦୁହାଁଳୀଙ୍କର ରୋଗ । [୩]

ସାଧାରଣତଃ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[୪] ବେଳେବେଳେ ସିଡୋଫୋଭିର କିମ୍ବା ଇମିକ୍ୟୁମୋଡ ଔଷଧ ବ୍ୟବହୃତ ହୁଏ ।[୪] ସେମାନଙ୍କୁ କ୍ୱଚିତ୍ କାଟିବା ଆବଶ୍ୟକ ।[୪] ମେଣ୍ଢା ରୋଗକୁ ରୋକିବା ପାଇଁ ବ୍ୟବହୃତ ଏହି ଟିକା ଜୀବନ୍ତ ଏବଂ ମଣିଷଠାରେ ରୋଗ ସୃଷ୍ଟି କରିପାରେ ।[୪] ସାଧାରଣତଃ ଏହି କ୍ଷତ ୮ ସପ୍ତାହ ଉପଶମ ହୋଇଯାଏ ।[୧]

ଛେଳି କିମ୍ବା ମେଣ୍ଢା ଚାଷ ହେଉଥିବା ଅଞ୍ଚଳରେ ଏହି ରୋଗ ଅପେକ୍ଷାକୃତ ସାଧାରଣ ଭାବରେ ଦେଖାଯାଏ ।[୩] ଲୋକଙ୍କ ଅପେକ୍ଷା ପଶୁପଲ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଅକ୍ଟୋବର ୨୦୧୯ରୁ ମଇ ୨୦୨୦ ମଧ୍ୟରେ ଦକ୍ଷିଣ-ପଶ୍ଚିମ ଇଥିଓପିଆରେ ଏହା ଅଧିକ ସାଧାରଣ ଭାବରେ ଦେଖାଯାଏ ।[୧] ଏହି ରୋଗକୁ ଆନୁଷ୍ଠାନିକ ଭାବରେ ୧୭୮୭ରେ ବର୍ଣ୍ଣନା କରାଯାଇଥିଲା, ଯଦିଓ ଏହା ପୂର୍ବରୁ ଜଣା ଥିଲା ।[୫] ଅନ୍ୟ ପ୍ରାଣୀମାନଙ୍କର ସାଧାରଣତଃ ମୁଖରେ କ୍ଷତ ସୃଷ୍ଟି ହୁଏ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Kassa, T (2021). "A Review on Human Orf: A Neglected Viral Zoonosis". Research and reports in tropical medicine. 12: 153–172. doi:10.2147/RRTM.S306446. PMID 34267574. Archived from the original on 2022-05-28. Retrieved 2022-05-28.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ ୨.୨ Barlow, Gavin; Irving, William L.; Moss, Peter J. (2020). "20. Infectious disease". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. p. 517. ISBN 978-0-7020-7870-5. Archived from the original on 2022-05-05. Retrieved 2022-05-05.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "19. Viral diseases". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. p. 389. ISBN 978-0-323-54753-6. Archived from the original on 2022-05-11. Retrieved 2022-05-11.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ Petersen, Brett W.; Damon, Inger K. (2020). "348. Smallpox, monkeypox and other poxvirus infections". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. pp. 2184–2185. ISBN 978-0-323-53266-2. Archived from the original on 2022-05-13. Retrieved 2022-05-27.
  5. Malik, Yashpal Singh; Singh, Raj Kumar; Dhama, Kuldeep (23 September 2020). Animal-Origin Viral Zoonoses (in ଇଂରାଜୀ). Springer Nature. p. 204. ISBN 978-981-15-2651-0. Archived from the original on 24 June 2022. Retrieved 23 June 2022.