ଇମିକ୍ୟୁମୋଡ

ଉଇକିପିଡ଼ିଆ‌ରୁ
(Imiquimodରୁ ଲେଉଟି ଆସିଛି)
ଇମିକ୍ୟୁମୋଡ
Clinical data
Trade namesAldara, others[୨]
Synonyms1-isobutyl-1H-imidazo[4,5-c]quinolin-4-amine
AHFS/Drugs.commonograph
MedlinePlusa698010
data
Pregnancy
category
Routes of
administration
Topical
Legal status
Legal status
Pharmacokinetic data
Elimination half-life30 hours (topical dose), 2 hours (subcutaneous dose)
Identifiers
  • 3-(2-Methylpropyl)-3,5,8-triazatricyclo[7.4.0.02,6]trideca-1(9),2(6),4,7,10,12-hexaen-7-amine
ECHA InfoCard100.131.047 Edit this at Wikidata
Chemical and physical data
FormulaC14H16N4
Molar mass୨୪୦.୩୧ g·mol−1
3D model (JSmol)
  • n3c1ccccc1c2c(ncn2CC(C)C)c3N
  • InChI=1S/C14H16N4/c1-9(2)7-18-8-16-12-13(18)10-5-3-4-6-11(10)17-14(12)15/h3-6,8-9H,7H2,1-2H3,(H2,15,17) checkY
  • Key:DOUYETYNHWVLEO-UHFFFAOYSA-N checkY
  (verify)

ଇମିକ୍ୟୁମୋଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଲଡାରା, ହେଉଛି ଏକ ଔଷଧ ଯାହା ଯୌନାଙ୍ଗ ଭାତୁଡ଼ି, ବ‌ହିସ୍ଥ ବାସାଲ ସେଲ କାର୍ସିନୋମା, ମୋଲୁସ୍କମ କୋଣ୍ଟାଜିଓସମ ଏବଂ ଆକ୍ଟିନିକ୍ କେରାଟୋସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୪] ଏହା ଏକ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଲାଲ ରଙ୍ଗ, ଚର୍ମରୁ ଚୋପା ଛାଡ଼ିବା ଏବଂ ସ୍ଥାନୀୟ ଫୋଟକା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଏବଂ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ ।[୪] ଯଦିଓ ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନୁହେଁ; ଏହା କିଛି ମାତ୍ରାରେ ପ୍ରତିରକ୍ଷା ପ୍ରଣାଳୀର କିଛି ଅଂଶକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୋଇଥାଏ ।[୩]

ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ୧୯୯୭ ମସିହାରେ ଇମିକ୍ୟୁମୋଡ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୧୨ ମାତ୍ରାର ମୂଲ୍ୟ ପ୍ରାୟ ୫୦ ପାଉଣ୍ଡ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୬ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Imiquimod topical Use During Pregnancy". Drugs.com. 29 May 2019. Archived from the original on 17 July 2020. Retrieved 14 July 2020.
  2. Drugs.com Drugs.com international listings for imiquimod Archived 2016-03-04 at the Wayback Machine. Page accessed June 14, 2015
  3. ୩.୦ ୩.୧ ୩.୨ ୩.୩ "Imiquimod Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 19 July 2021.
  4. ୪.୦ ୪.୧ ୪.୨ ୪.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1352. ISBN 978-0-85711-369-6.{{cite book}}: CS1 maint: date format (link)
  5. ୫.୦ ୫.୧ "Imiquimod Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 13 November 2016. Retrieved 19 July 2021.