Jump to content

ଓମାଡାସାଇକ୍ଲିନ

ଉଇକିପିଡ଼ିଆ‌ରୁ
ଓମାଡାସାଇକ୍ଲିନ
Clinical data
Pronunciationoh mad" a sye' kleen
Trade namesNuzyra
SynonymsPTK-0796,[] BAY 73-6944
AHFS/Drugs.commonograph
MedlinePlusa618066
data
Pregnancy
category
  • US: N (Not classified yet)
    Routes of
    administration
    By mouth, intravenous
    Legal status
    Legal status
    Chemical and physical data
    FormulaC29H40N4O7
    Molar mass୫୫୬.୬୬ g·mol−1
    3D model (JSmol)
    • CC(C)(C)CNCc1cc(c2c(c1O)C(=O)C3=C([C@]4([C@@H](C[C@@H]3C2)[C@@H](C(=C(C4=O)C(=O)N)O)N(C)C)O)O)N(C)C
    • InChI=1S/C29H40N4O7/c1-28(2,3)12-31-11-14-10-17(32(4)5)15-8-13-9-16-21(33(6)7)24(36)20(27(30)39)26(38)29(16,40)25(37)18(13)23(35)19(15)22(14)34/h10,13,16,21,31,34,36-37,40H,8-9,11-12H2,1-7H3,(H2,30,39)/t13-,16-,21-,29-/m0/s1
    • Key:JEECQCWWSTZDCK-IQZGDKDPSA-N

    ଓମାଡାସାଇକ୍ଲିନ (ଇଂରାଜୀ ଭାଷାରେ Omadacycline), ନ୍ୟୁଜାଇରା ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସମ୍ପ୍ରଦାୟ-ପ୍ରାପ୍ତ ନିମୋନିଆ ଏବଂ ଚର୍ମ ଏବଂ ଚର୍ମ ଅଂସମାନଙ୍କର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତଚାପ, ଶୋଇବାରେ ଅସୁବିଧା, ତରଳ ଝାଡ଼ା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ୮ ବର୍ଷରୁ କମ୍ ବୟସରେ ଦାନ୍ତର ରଙ୍ଗ ବଦଳିଯିବା ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ୍ ସଂକ୍ରମଣ ହୋଇପାରେ ।[] ଆମିନୋମିଥାଇଲସାଇକ୍ଲିନ ଉପଶ୍ରେଣୀର ଏହା ଏକ ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ । []

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓମାଡାସାଇକ୍ଲିନ୍ ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[] ଯୁକ୍ତରାଷ୍ଟ୍ରରେ ୧୪ ଦିନର ଚିକିତ୍ସା ନିମନ୍ତେ ୨୦୨୧ ମସିହାର ପ୍ରାୟ ୭,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।[]

    1. Boggs J. "Antibiotic Firm Paratek Joins IPO Queue; Aiming for $92M". bioworld.com. Clarivate Analytics. Archived from the original on October 18, 2017. Retrieved October 17, 2017.
    2. 1 2 3 4 5 6 "Omadacycline Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 7 November 2021.
    3. "Omadacycline". SPS - Specialist Pharmacy Service. 1 January 2016. Archived from the original on 8 November 2021. Retrieved 7 November 2021.
    4. "Nuzyra Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 7 November 2021.