ଓବେଟିକୋଲିକ ଏସିଡ
Clinical data | |
---|---|
Trade names | Ocaliva |
Synonyms | 6α-ethyl-chenodeoxycholic acid; INT-747 |
AHFS/Drugs.com | monograph |
MedlinePlus | a616033 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.238.318 |
Chemical and physical data | |
Formula | C26H44O4 |
Molar mass | ୪୨୦.୬୩ g·mol−1 |
3D model (JSmol) | |
Melting point | 108–110 °C (226–230 °F) [୧] |
| |
|
ଓବେଟିକୋଲିକ ଏସିଡ ( OCA ), ଓକାଲିଭା ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ପ୍ରାଥମିକ ବିଲିୟାରି କୋଲାଞ୍ଜାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ପର୍ଯ୍ୟାପ୍ତ ପ୍ରଭାବଶାଳୀ ନ ହେଲେ ସାଧାରଣତଃ ଉର୍ସୋଡିଅକ୍ସିକଲିକ ଏସିଡ୍ ସହିତ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଥକାପଣ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୨] ଏହା ପିତ୍ତ ଅମ୍ଳ ବା ବାଇଲ ଏସିଡର ଏକ ପରିବର୍ତ୍ତିତ ରୂପ ଏବଂ ଫାର୍ନେସଏଡ୍ ଏକ୍ସ ରିସେପ୍ଟର (farnesoid X receptors) ସହିତ ସଂଲଗ୍ନ ହୋଇ ଯକୃତର ପିତ୍ତ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ।[୩]
୨୦୧୬ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବେଟିକୋଲିକ ଏସିଡ ଅନୁମୋଦିତ ହୋଇଥିଲା [୪] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ଏହା ପିଛା ପ୍ରାୟ ୨,୪୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୦୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ Gioiello, Antimo; Macchiarulo, Antonio; Carotti, Andrea; Filipponi, Paolo; Costantino, Gabriele; Rizzo, Giovanni; Adorini, Luciano; Pellicciari, Roberto (April 2011). "Extending SAR of bile acids as FXR ligands: Discovery of 23-N-(carbocinnamyloxy)-3α,7α-dihydroxy-6α-ethyl-24-nor-5β-cholan-23-amine". Bioorganic & Medicinal Chemistry. 19 (8): 2650–2658. doi:10.1016/j.bmc.2011.03.004. PMID 21459580.
- ↑ ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 96. ISBN 978-0857114105.
- ↑ ୩.୦ ୩.୧ ୩.୨ "Ocaliva". Archived from the original on 8 November 2021. Retrieved 6 November 2021.
- ↑ "Obeticholic Acid Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 6 November 2021.
- ↑ "Ocaliva Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 6 November 2021.