ଓଡ଼ିଶା ଉର୍ଦ୍ଦୁ ଏକାଡେମୀ

ଉଇକିପିଡ଼ିଆ‌ରୁ
ଓଡ଼ିଶା ଉର୍ଦ୍ଦୁ ଏକାଡେମୀ
ସ୍ଥାପନାଫେବୃଆରୀ 7, 1987; 37 years ago (1987-୦୨-07)
ୱେବ୍‌ସାଇଟଅଫିସିଆଲ୍ ୱେବସାଇଟ୍


ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ( ସ୍ଥାପିତ : ୭ ଫେବୃଆରୀ ୧୯୮୭ ) ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନ ।[୧] ଏହି ଏକାଡେମୀ ଏକ ସ୍ୱୟଂଶାସିତ ସୋସାଇଟି ଭାବରେ ସରକାରୀ ରେଜିଷ୍ଟ୍ରେସନ ଅଧିନିୟମ ୧୯୬୦ ଅଧିନରେ ପ୍ରତିଷ୍ଠିତ । ଏହା ଓଡ଼ିଶାରେ ଉର୍ଦ୍ଦୁ ଭାଷାର ପ୍ରଚାର ପ୍ରସାର ଓ ଲୋକପ୍ରି୍ୟତା ପାଇଁ କାର୍ଯ୍ୟ କରିଥାଏ ।[୨]

ଆଧାର[ସମ୍ପାଦନା]

  1. "Urdu academy put on the backburner". www.timesofindia.indiatimes.com. The Times of India. Archived from the original on 3 February 2021. Retrieved 3 February 2021.
  2. "Odisha Urdu Academy, Bhubaneswar". www.rtiodisha.gov.in/. Govt of Odisha. Archived from the original on 3 February 2021. Retrieved 3 February 2021.