Jump to content

ଓଜାନିମୋଡ

ଉଇକିପିଡ଼ିଆ‌ରୁ
ଓଜାନିମୋଡ
Clinical data
Trade namesZeposia
SynonymsRPC-1063
AHFS/Drugs.commonograph
MedlinePlusa620029
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Elimination half-life19 hours
    Identifiers
    • 5-(3-{(1S)-1-[(2-Hydroxyethyl)amino]-2,3-dihydro-1H-inden-4-yl}-1,2,4-oxadiazol-5-yl)-2-isopropoxybenzonitrile
    ECHA InfoCard100.247.081 Edit this at Wikidata
    Chemical and physical data
    FormulaC23H24N4O3
    Molar mass୪୦୪.୪୭ g·mol−1
    3D model (JSmol)
    • CC(C)Oc1ccc(cc1C#N)c2nc(no2)c3cccc4c3CC[C@@H]4NCCO
    • InChI=1S/C23H24N4O3/c1-14(2)29-21-9-6-15(12-16(21)13-24)23-26-22(27-30-23)19-5-3-4-18-17(19)7-8-20(18)25-10-11-28/h3-6,9,12,14,20,25,28H,7-8,10-11H2,1-2H3/t20-/m0/s1
    • Key:XRVDGNKRPOAQTN-FQEVSTJZSA-N

    ଓଜାନିମୋଡ, ବେପାର ନାମ ଜେପୋସିଆ , ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏକାଧିକ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଅଲସରେଟିଭ କୋଲାଇଟିସ (UC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏମ୍ଏସ୍ ମଧ୍ୟରେ କ୍ଲିନିକାଲ୍ ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପସିଙ୍ଗ-ରେମିଟିଙ୍ଗ୍ ଏବଂ ସକ୍ରିୟ ଦ୍ୱିତୀୟକ ପ୍ରଗତିଶୀଳ ରୋଗ ଅନ୍ତର୍ଭୁକ୍ତ ।[] ଅଲସରେଟିଭ କୋଲାଇଟିସରେ ଏହି ଔଷଧ ମଧ୍ୟମରୁ ଗମ୍ଭୀର ଅବସ୍ଥା ଥିଲେ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଯକୃତ ପ୍ରଦାହ, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମୂତ୍ରନଳୀ ସଂକ୍ରମଣ ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ ମାକୁଲାର ଇଡିମା ହୋଇପାରେ ।[] ଗର୍ଭଧାରଣର ୩ ମାସ ପୂର୍ବରୁ କିମ୍ବା ଗର୍ଭାଧାନ ସମୟରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ ।[] ଏହା ଏକ ସ୍ପିଙ୍ଗୋସିନ୍-1-ଫସଫେଟ୍ (S1P) ରିସେପ୍ଟର ଆଗୋନିଷ୍ଟ, ଯାହାଫଳରେ ଲିମ୍ଫୋସାଇଟ୍ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଯିବା ବନ୍ଦ ହୋଇଯାଏ ।[] []

    ୨୦୨୦ ମସିହାରେ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଚିକିତ୍ସା ପାଇଁ ଓଜାନିମୋଡ ଅନୁମୋଦିତ ହୋଇଥିଲା ।[] [] [] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ୧୪୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୨୦୦ ଡଲାର ଥିଲା ।[]

    1. 1 2 "Zeposia Australian Prescription Medicine Decision Summary". Therapeutic Goods Administration (TGA). 27 July 2020. Archived from the original on 13 August 2020. Retrieved 16 August 2020.
    2. "Zeposia (ozanimod) capsules, for oral use" (PDF). Celgene Corporation. 25 March 2020. Archived (PDF) from the original on 26 March 2020. Retrieved 26 March 2020.
    3. 1 2 3 4 "Zeposia EPAR". European Medicines Agency. 26 March 2020. Archived from the original on 25 October 2020. Retrieved 17 August 2020.
    4. 1 2 3 4 5 6 7 8 9 "DailyMed - ZEPOSIA- ozanimod hydrochloride capsule ZEPOSIA 7-DAY STARTER PACK- ozanimod hydrochloride kit ZEPOSIA STARTER KIT- ozanimod hydrochloride kit". dailymed.nlm.nih.gov. Archived from the original on 10 November 2021. Retrieved 10 November 2021.
    5. Australian Public Assessment Report: Ozanimod hydrochloride (Report). 25 November 2020. Archived from the original on 4 June 2021. https://web.archive.org/web/20210604060949/https://www.tga.gov.au/sites/default/files/auspar-ozanimod-hydrochloride-201125.pdf. Retrieved 4 June 2021.
    6. BNF 81: March-September 2021. BMJ Group and the Pharmaceutical Press. 2021. p. 902. ISBN 978-0857114105.
    7. "Zeposia Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 November 2021.