ଏ ପି ଜେ ଅବଦୁଲ କଲାମ ପ୍ଲାନେଟୋରିଆମ ,ବୁର୍ଲା

ଉଇକିପିଡ଼ିଆ‌ରୁ

ଡକ୍ଟର ଏ ପି ଜେ ଅବଦୁଲ କଲାମ, ପ୍ଲାନେଟୋରିଆମ ଏବଂ ସାଇନ୍ସ ପାର୍କ ବୁର୍ଲା, ସମ୍ବଲପୁର,ଓଡ଼ିଶା, ସମ୍ବଲପୁର ଜ୍ୟୋତି ବିହାର ଇଉନିଭର୍ଶିଟିଠାରୁ କିଛି ଦୂରରେ ଅବସ୍ଥିତ।

ଏହା ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିଆମ ଭାବରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦ୍ଘାଟିତ ହୋଇଥିଲା।[୧]

ଏହି ପ୍ଲାନେଟୋରିଆମ ତେର କୋଟି ଟଙ୍କା ବିନିମୟରେ ଏବଂ ପାଞ୍ଚ ଏକର ଜମିରେ ନିର୍ମିତ ହେଇଥିଲା ।

ଦର୍ଶକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଟିକେଟ ମିଳିବାର ବ୍ୟବସ୍ଥା ରହିଛି ।[୨]

ସାଇନସ ପାର୍କରେ ଏକ ଶହ ପ୍ରକାରର ମୋଡେଲରହିଥିବା ବେଳେ ଛୟା ଅସିଟି ଫିଜିକ୍ସ ଉପକରଣ ଏବଂ ସତଚାଳିଶିଟି ଡାଇନାସୋର ମୋଡେଲ ରହିଛି।[୩]

  1. "Burla Planetarium News | Latest News on Burla Planetarium - Times of India". The Times of India (in ଇଂରାଜୀ). Retrieved 2023-03-03.
  2. "Burla planetarium turns out to be major crowd-puller". The New Indian Express. Retrieved 2023-03-03.
  3. "ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟୋରିୟମରେ ଆରମ୍ଭ ହେଲା ନୂତନ ସୋ' 'ମହାଜାଗତିକ ଜୀବ'". Sambad (in ଆମେରିକୀୟ ଇଂରାଜୀ). Retrieved 2023-03-03.