ଏୟାର ଓଡିଶା

ଉଇକିପିଡ଼ିଆ‌ରୁ
Air Odisha
IATA
-
ICAO
-
Callsign
-
Commenced operations2nd November 2012
Hubs
Fleet size9
Company sloganFly With Smile
Parent companyAir Odisha Aviation Private Limited (AOAPL)
HeadquartersBhubaneswar, Odisha, India
Key peopleRadhakanta Pani
(Chairman and Managing Director)
Websitewww.airodisha.com

ଏୟାର ଓଡ଼ିଶା ବା ଏଭିଏସନ ପ୍ରାଇଭେଟ ଲିମିଟେଡ (AOAPL) ଏକ ଭାରତୀୟ ବିମାନ ଚାର୍ଟର କମ୍ପାନୀ ଥିଲା । ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅବସ୍ଥିତ ଥିଲା ।[୧] 

ଇତିହାସ [ସମ୍ପାଦନା]

ଏୟାର ଓଡ଼ିଶା ଏଭିଏସନ ପ୍ରାଇଭେଟ ଲିମିଟେଡ (AOAPL) ଓଡ଼ିଶା ସରକାରଙ୍କ କମ୍ପାନୀ ଆକ୍ଟ ଅନୁସାରେ ବିମାନ ଚାର୍ଟର ସେବା ଯୋଗେଇବା ପାଇଁ ଗଠିତ ହୋଇଥିଲା । ଏହା ଓଡ଼ିଶାର ଏକମାତ୍ର ଚାର୍ଟର ବିମାନ ସେବା କମ୍ପାନୀ ଓ ଭାରତର ଅଣ ଅନୁଷ୍ଠାନିକ ବିମାନ ସେବା କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ୨୦୧୮ ମସିହା ଫେବୃଆରୀ ୧୩ତାରିଖରୁ ନିଜ ସେବା ଆରମ୍ଭ କରିଥିଲା ।[୨] ୨୦୧୮ ମସିହାରେ ଏହି କମ୍ପାନୀର ୬୦% ଅଂଶଧନ ଅଦାନୀ ଗୃପର କମ୍ପାନୀ ଜିଏସଏସି ମୋନାର୍କ ଆଭିଏସନକୁ ବିକ୍ରୀ ହୋଇଥିଲା ।[୩]

ଗନ୍ତବ୍ୟ ସ୍ଥଳ [ସମ୍ପାଦନା]

ଏହି କମ୍ପାନୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଚଳା ଚଳ କରୁଥିଲା, କିନ୍ତୁ ଏହାର ନିର୍ଦ୍ଧିଷ୍ଟ ଗନ୍ତବ୍ୟ ସୂଚୀ ନଥିଲା । ଦରକାର ମୁତବକ ଏହା ଚଳାଚଳ କରେ । 

ଫ୍ଲୀଟ[ସମ୍ପାଦନା]

  • Cessna 172
  • Cessna CitationJet II
  • Beechcraft C90 King Air
  • Beechcraft B200 King Air
  • Cessna 208 Caravan
  • Learjet 40XR
  • Piper PA-34 Seneca
  • Robinson R44
  • Bell 407

ସେବା ସମୂହ [ସମ୍ପାଦନା]

  • ଭିଆଇପି ଚାର୍ଟର
  • Executive and Corporate Charter
  • Air Ambulance
  • Aerial Joyride Charter
  • Film and Industrial
  • Election Campaign
  • Flower Dropping
  • Aviation Consultancy

ଆଧାର [ସମ୍ପାଦନା]

  1. "Air Odisha on ch-aviation". ch-aviation.
  2. "Air Odisha gets flying permit, to begin ops on Feb 17 from Gujarat". 13 February 2018 – via The Economic Times.
  3. By PTI (2018-02-16). "Adani kin buys out Air Deccan, picks up 60% in Air Odisha – The Economic Times". M.economictimes.com. Retrieved 2018-05-07.

ବାହାର ଲିଙ୍କ [ସମ୍ପାଦନା]