ଏଲଜିବିଟି

ଉଇକିପିଡ଼ିଆ ରୁ
Jump to navigation Jump to search

ଏଲଜିବିଟି  କିମ୍ବା ଜିଏଲବିଟି ହେଉଛି ବିଭିନ୍ନ ଶବ୍ଦମାନଙ୍କର ଅଗ୍ରାକ୍ଷରରେ ଗଠିତ ଏକ ଶବ୍ଦ । ଏହା ଲେସବିଆନଗେ, ବାଇସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡରକୁ ନେଇ ଗଠିତ । ୧୯୯୦ ମସିହାରୁ ଏହି ଶବ୍ଦଟି ପ୍ରଚଳିତ ହୋଇ ଆସୁଅଛି । ପରେ ଏହି ପରିବାରରେ କ୍ୟୁର ମାନଙ୍କୁ ଯୋଡ଼ା ଯାଇ ପୁରା ଶବ୍ଦ ଏବେ ଏଲଜିବିଟିକ୍ୟୁ ଉପଯୋଗ କରାଯାଉଛି ।

ଏହି ଶବ୍ଦଟି କେବଳ ଯେଉଁମାନେ ଅସମଲିଙ୍ଗି ନୁହଁନ୍ତି ଯଥା ଗେ, ଲେସବିଆନ ଆଦିଙ୍କୁ ନବୁଝାଇ ବିଭିନ୍ନ ସେକ୍ସୁଆଲିଟି ଏବଂ ଲିଙ୍ଗଗତ ସଂସ୍କୃତି ବିଷୟରେ ପ୍ରତିନିଧିତ୍ବ କରିଥାଏ । 

ଶବ୍ଦଟିର ଇତିହାସ[ସମ୍ପାଦନା]

LGBT publications, pride parades, and related events, such as this stage at Bologna Pride 2008 in Italy, increasingly drop the LGBT initialism instead of regularly adding new letters, and dealing with issues of placement of those letters within the new title.[୧]

ପ୍ରକାର[ସମ୍ପାଦନା]

2010 pride parade in Plaza de Mayo, Buenos Aires, which uses the LGBTIQ initialism.[୨]

ସମାଲୋଚନା[ସମ୍ପାଦନା]

LGBT families, like these in a 2007 Boston pride parade, are labeled as non-heterosexual by researchers for a variety of reasons.[୩]

ଆଧାର[ସମ୍ପାଦନା]

  1. Cahill, Sean, and Bryan Kim-Butler. "Policy priorities for the LGBT community: Pride Survey 2006." New York, NY: National Gay and Lesbian Task Force (2006).
  2. "Marcha del Orgullo LGBTIQ" (in Spanish). Comisión Organizadora de la Marcha (C.O.M.O). Retrieved December 2, 2016. CS1 maint: Unrecognized language (link)
  3. Klesse, Christian (୨୦୦୭). The Spectre of Promiscuity: Gay Male and Bisexual Non-Monogamies and Polyamories. Ashgate Publishing, Ltd. ISBN ୦-୭୫୪୬-୪୯୦୬-୭. [clarification needed][better source needed]

ସାଧାରଣ ଅଧାର[ସମ୍ପାଦନା]

ବାହ୍ୟ ଆଧାର [ସମ୍ପାଦନା]