ଏଲଜିବିଟି
ଏଲଜିବିଟି କିମ୍ବା ଜିଏଲବିଟି ହେଉଛି ବିଭିନ୍ନ ଶବ୍ଦମାନଙ୍କର ଅଗ୍ରାକ୍ଷରରେ ଗଠିତ ଏକ ଶବ୍ଦ । ଏହା ଲେସବିଆନ, ଗେ, ବାଇସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡରକୁ ନେଇ ଗଠିତ । ୧୯୯୦ ମସିହାରୁ ଏହି ଶବ୍ଦଟି ପ୍ରଚଳିତ ହୋଇ ଆସୁଅଛି । ପରେ ଏହି ପରିବାରରେ କ୍ୟୁରମାନଙ୍କୁ ଯୋଡ଼ା ଯାଇ ପୁରା ଶବ୍ଦ ଏବେ ଏଲଜିବିଟିକ୍ୟୁ ଉପଯୋଗ କରାଯାଉଛି ।
ଏହି ଶବ୍ଦଟି କେବଳ ଯେଉଁମାନେ ଅସମଲିଙ୍ଗି ନୁହଁନ୍ତି ଯଥା ଗେ, ଲେସବିଆନ ଆଦିଙ୍କୁ ନବୁଝାଇ ବିଭିନ୍ନ ସେକ୍ସୁଆଲିଟି ଏବଂ ଲିଙ୍ଗଗତ ସଂସ୍କୃତି ବିଷୟରେ ପ୍ରତିନିଧିତ୍ୱ କରିଥାଏ ।
ଶବ୍ଦଟିର ଇତିହାସ[ସମ୍ପାଦନା]
ପ୍ରଥମ ବହୁଳ ଭାବରେ ବ୍ୟବହୃତ ଶବ୍ଦ, ସମଲିଙ୍ଗୀ (Homosexual), ବର୍ତ୍ତମାନ ମୁଖ୍ୟତଃ ବୈଜ୍ଞାନିକ ପ୍ରସଙ୍ଗରେ ବ୍ୟବହୃତ ଏକ ଶବ୍ଦ; ବେଳେବେଳେ ଯୁକ୍ତରାଷ୍ଟ୍ରରେ ନକାରାତ୍ମକ ଅର୍ଥ ବହନ କରିଛି | ୧୯୭୦ ଦଶକରେ ଗେ (Gay) ଏକ ଲୋକପ୍ରିୟ ଶବ୍ଦ ହୋଇଥିଲା |

LGBT publications, pride parades, and related events, such as this stage at Bologna Pride 2008 in Italy, increasingly drop the LGBT initialism instead of regularly adding new letters, and dealing with issues of placement of those letters within the new title.[୧]
ପ୍ରକାର[ସମ୍ପାଦନା]
ସମାଲୋଚନା[ସମ୍ପାଦନା]

LGBT families, like these in a 2007 Boston pride parade, are labeled as non-heterosexual by researchers for a variety of reasons.[୩]
ଆଧାର[ସମ୍ପାଦନା]
- ↑ Cahill, Sean, and Bryan Kim-Butler. "Policy priorities for the LGBT community: Pride Survey 2006." New York, NY: National Gay and Lesbian Task Force (2006).
- ↑ "Marcha del Orgullo LGBTIQ" (in Spanish). Comisión Organizadora de la Marcha (C.O.M.O). Retrieved December 2, 2016.
{{cite web}}
: CS1 maint: unrecognized language (link)CS1 maint: Unrecognized language (link) - ↑ Klesse, Christian (2007). The Spectre of Promiscuity: Gay Male and Bisexual Non-Monogamies and Polyamories. Ashgate Publishing, Ltd. ISBN 0-7546-4906-7.[clarification needed][better source needed]
ସାଧାରଣ ଅଧାର[ସମ୍ପାଦନା]
- Religious institute Time to Seek
- Safe Schools Coalition Glossary