Jump to content

ଏର୍ଟୁଗ୍ଲିଫ୍ଲୋଜିନ

ଉଇକିପିଡ଼ିଆ‌ରୁ
ଏର୍ଟୁଗ୍ଲିଫ୍ଲୋଜିନ
Clinical data
Trade namesSteglatro
SynonymsPF-04971729, ertugliflozin l-pyroglutamic acid
AHFS/Drugs.commonograph
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability~100%
    Protein binding93.6%
    MetabolismUGT1A9, UGT2B7
    MetabolitesGlucuronides
    Elimination half-life~17 hours
    Excretion41% faeces, 50% urine
    Identifiers
    • (1S,2S,3S,4R,5S)-5-[4-Chloro-3-(4-ethoxybenzyl)phenyl]-1-(hydroxymethyl)-6,8-dioxabicyclo[3.2.1]octane-2,3,4-triol
    ECHA InfoCard100.237.989 Edit this at Wikidata
    Chemical and physical data
    FormulaC22H25ClO7
    Molar mass୪୩୬.୮୯ g·mol−1
    3D model (JSmol)
    • CCOc1ccc(cc1)Cc2cc(ccc2Cl)[C@@]34[C@@H]([C@H]([C@@H]([C@@](O3)(CO4)CO)O)O)O
    • InChI=1S/C22H25ClO7/c1-2-28-16-6-3-13(4-7-16)9-14-10-15(5-8-17(14)23)22-20(27)18(25)19(26)21(11-24,30-22)12-29-22/h3-8,10,18-20,24-27H,2,9,11-12H2,1H3/t18-,19-,20+,21-,22-/m0/s1
    • Key:MCIACXAZCBVDEE-CUUWFGFTSA-N

    ଏର୍ଟୁଗ୍ଲିଫ୍ଲୋଜିନ (ଇଂରାଜୀ ଭାଷାରେ Ertugliflozin), ଷ୍ଟେଗ୍ଲାଟ୍ରୋ ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] [] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଟାଇପ୍-୧ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନିପଥର କବକ ସଂକ୍ରମଣ ଏବଂ ମହିଳା ପ୍ରଜନନ ପ୍ରଣାଳୀର ଅନ୍ୟାନ୍ୟ ସଂକ୍ରମଣ ଅନ୍ତର୍ଭୁକ୍ତ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡାଏବେଟିକ କିଟୋଏସିଡୋସିସ (DKA), ଅଙ୍ଗପ୍ରତ୍ୟଙ୍ଗ ଅଙ୍ଗଛେଦନ ଏବଂ ଫୋର୍ନିୟର ଗ୍ୟାଙ୍ଗ୍ରିନ ଅନ୍ତର୍ଭୁକ୍ତ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ସୋଡ଼ିଅମ୍ ଗ୍ଲୁକୋଜ୍ କୋଟ୍ରାନ୍ସପୋର୍ଟର୍୨ (SGLT2) ଇନହିବିଟର ଯାହା ମୂତ୍ରରେ ବୋହିଯାଉଥିବା ଶର୍କରାରେ ପରିମାଣକୁ ବଢ଼େଇଥାଏ |[] []

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏର୍ଟୁଗ୍ଲିଫୋଜିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୩୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ହେଉଛି ୨୮୦ ଡଲାର ।[]

    1. Australian Public Assessment Report for Ertugliflozin, Ertugliflozin / Sitagliptin, Ertugliflozin / Metformin (Report). https://www.tga.gov.au/sites/default/files/auspar-ertugliflozin-ertugliflozine-sitagliptin-ertugliflozin-metformin-190205.pdf. Retrieved 30 September 2021.
    2. 1 2 3 4 5 6 7 "Steglatro- ertugliflozin tablet, film coated". DailyMed. 30 January 2020. Archived from the original on 4 August 2020. Retrieved 24 September 2020.
    3. 1 2 3 4 5 6 7 "Steglatro EPAR". European Medicines Agency (EMA). Archived from the original on 8 October 2020. Retrieved 24 September 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. "Ertugliflozin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 16 December 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 749. ISBN 978-0857114105.
    6. "Steglatro Prices, Coupons & Savings Tips - GoodRx". GoodRx. Retrieved 16 December 2021.