ଏର୍ଟୁଗ୍ଲିଫ୍ଲୋଜିନ
Clinical data | |
---|---|
Trade names | Steglatro |
Synonyms | PF-04971729, ertugliflozin l-pyroglutamic acid |
AHFS/Drugs.com | monograph |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | ~100% |
Protein binding | 93.6% |
Metabolism | UGT1A9, UGT2B7 |
Metabolites | Glucuronides |
Elimination half-life | ~17 hours |
Excretion | 41% faeces, 50% urine |
Identifiers | |
| |
ECHA InfoCard | 100.237.989 |
Chemical and physical data | |
Formula | C22H25ClO7 |
Molar mass | ୪୩୬.୮୯ g·mol−1 |
3D model (JSmol) | |
| |
|
ଏର୍ଟୁଗ୍ଲିଫ୍ଲୋଜିନ (ଇଂରାଜୀ ଭାଷାରେ Ertugliflozin), ଷ୍ଟେଗ୍ଲାଟ୍ରୋ ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] [୨] ଏହା ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩] ଟାଇପ୍-୧ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନିପଥର କବକ ସଂକ୍ରମଣ ଏବଂ ମହିଳା ପ୍ରଜନନ ପ୍ରଣାଳୀର ଅନ୍ୟାନ୍ୟ ସଂକ୍ରମଣ ଅନ୍ତର୍ଭୁକ୍ତ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡାଏବେଟିକ କିଟୋଏସିଡୋସିସ (DKA), ଅଙ୍ଗପ୍ରତ୍ୟଙ୍ଗ ଅଙ୍ଗଛେଦନ ଏବଂ ଫୋର୍ନିୟର ଗ୍ୟାଙ୍ଗ୍ରିନ ଅନ୍ତର୍ଭୁକ୍ତ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ସୋଡ଼ିଅମ୍ ଗ୍ଲୁକୋଜ୍ କୋଟ୍ରାନ୍ସପୋର୍ଟର୍୨ (SGLT2) ଇନହିବିଟର ଯାହା ମୂତ୍ରରେ ବୋହିଯାଉଥିବା ଶର୍କରାରେ ପରିମାଣକୁ ବଢ଼େଇଥାଏ |[୩] [୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏର୍ଟୁଗ୍ଲିଫୋଜିନ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୩୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ହେଉଛି ୨୮୦ ଡଲାର ।[୬]
ଆଧାର
[ସମ୍ପାଦନା]- ↑ Australian Public Assessment Report for Ertugliflozin, Ertugliflozin / Sitagliptin, Ertugliflozin / Metformin (Report). https://www.tga.gov.au/sites/default/files/auspar-ertugliflozin-ertugliflozine-sitagliptin-ertugliflozin-metformin-190205.pdf. Retrieved 30 September 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Steglatro EPAR". European Medicines Agency (EMA). Archived from the original on 8 October 2020. Retrieved 24 September 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Steglatro- ertugliflozin tablet, film coated". DailyMed. 30 January 2020. Archived from the original on 4 August 2020. Retrieved 24 September 2020.
- ↑ "Ertugliflozin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 16 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 749. ISBN 978-0857114105.
- ↑ "Steglatro Prices, Coupons & Savings Tips - GoodRx". GoodRx. Retrieved 16 December 2021.