Jump to content

ଏରେନୁମାବ

ଉଇକିପିଡ଼ିଆ‌ରୁ
ଏରେନୁମାବ
A standard 70mg/mL Aimovig autoinjector
A standard 70mg/mL Aimovig autoinjector
Monoclonal antibody
TypeWhole antibody
SourceHuman
TargetCGRPR
Clinical data
Trade namesAimovig
SynonymsAMG-334, erenumab-aooe
AHFS/Drugs.commonograph
MedlinePlusa618029
data
Pregnancy
category
    Routes of
    administration
    Subcutaneous injection
    Legal status
    Legal status
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability82% (estimated)
    MetabolismProteolysis
    Elimination half-life28 days
    Chemical and physical data
    FormulaC6472H9964N1728O2018S50
    Molar mass୧,୪୫,୮୭୧.୯୮ g·mol−1

    ଏରେନୁମାବ, ଏକ ବିକ୍ରୟ ନାମ ଏମୋଭିଗ, ଏକ ଔଷଧ ଯାହାଅଧକପାଳି ମୁଣ୍ଡବିନ୍ଧାକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[] ଯେଉଁମାନଙ୍କ ମାସରେ ଅତି କମରେ ୪ ଥର ମୁଣ୍ଡବିନ୍ଧା ହୁଏ ସେମାନଙ୍କ ନିମନ୍ତେ ଏହା ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ଏବଂ ମାଂସପେଶୀର ଅନିୟନ୍ତ୍ରିତ ସଙ୍କୋଚନ (ସ୍ପାଜ୍ମ) ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶରୀରରେ ତରଳ ପଦାର୍ଥ ରହିବାରୁ ଫୁଲା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଜନିତ କୌଣସି କ୍ଷତି ହେବାର ପ୍ରମାଣ ମିଳିନି କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲସିଟୋନିନ ଜିନ- ସମ୍ବନ୍ଧୀୟ ପେପ୍ଟାଇଡ୍ ରିସେପ୍ଟର (CGRPR) ସ‌ହିତ ଅନୁବନ୍ଧିତ ହୋଇ ତାକୁ ଅବରୋଧ କରେ ।[]

    ୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏରେନୁମାବ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪ ସପ୍ତାହରେ ଏହାର ଚିକିତ୍ସା ନିମନ୍ତେ ପ୍ରାୟ ୩୯୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଔଷଧର ମୂଲ୍ୟ ପ୍ରାୟ ୬୩୦ ଡଲାର ।[]

    1. 1 2 "Erenumab (Aimovig) Use During Pregnancy". Drugs.com. 17 April 2019. Archived from the original on 29 November 2020. Retrieved 5 May 2020.
    2. 1 2 3 "Erenumab-aooe Monograph for Professionals". Drugs.com (in ଇଂରାଜୀ). Archived from the original on 3 March 2021. Retrieved 15 December 2021.
    3. 1 2 "Aimovig". Archived from the original on 17 October 2020. Retrieved 15 December 2021.
    4. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 498. ISBN 978-0857114105.
    5. "Erenumab (Aimovig) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 15 December 2021.
    6. "Aimovig Prices, Coupons & Savings Tips - GoodRx". GoodRx. Archived from the original on 11 January 2022. Retrieved 15 December 2021.