ଏଟ୍ରାଭାଇରାଇନ
| Clinical data | |
|---|---|
| Trade names | Intelence |
| Synonyms | TMC125 |
| AHFS/Drugs.com | monograph |
| MedlinePlus | a608016 |
| data |
|
| Pregnancy category | |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Protein binding | 99.9% |
| Metabolism | Liver (CYP3A4, CYP2C9 & CYP2C19-mediated) |
| Elimination half-life | 41±20 hours |
| Excretion | Faeces (93.7%), urine (1.2%) |
| Identifiers | |
| |
| ECHA InfoCard | 100.207.546 |
| Chemical and physical data | |
| Formula | C20H15BrN6O |
| Molar mass | ୪୩୫.୨୯ g·mol−1 |
| 3D model (JSmol) | |
| |
| |
| (verify) | |
ଏଟ୍ରାଭାଇରାଇନ (ଇ.ଟି.ଆର, ଇଂରାଜୀ ଭାଷାରେ Etravirine), ଇଣ୍ଟେଲେନ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଏଚଆଇଭି ରୋଗର ପ୍ରତିଷେଧ ଓ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ପୂର୍ବରୁ ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ଚିକିତ୍ସିତ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[୨] [୩] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଅଇ, ପ୍ରାନ୍ତୀୟ ସ୍ନାୟୁ ସମସ୍ୟା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ପ୍ରତିରକ୍ଷା ପୁନଃ-ନିର୍ମାଣ ସିଣ୍ଡ୍ରୋମ ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ବିପରୀତମୁଖୀ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ଯାହା ବିପରୀତମୁଖୀ ଟ୍ରାନ୍ସକ୍ରିପଟେଜକୁ ଅବରୋଧ କରିଥାଏ ।
୨୦୦୮ ମସିହାରେ କାନାଡା, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଏଟ୍ରାଭାଇରାଇନ ଅନୁମୋଦିତ ହୋଇଥିଲା ।[୧] [୪] [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହା ନିମନ୍ତେ ୩୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୮୦ ଡଲାର ଅଟେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Etravirine Monograph for Professionals". Drugs.com (in ଇଂରାଜୀ). Archived from the original on 31 July 2020. Retrieved 16 December 2021.
- ↑ ୨.୦ ୨.୧ ୨.୨ "Intelence". Archived from the original on 18 November 2021. Retrieved 16 December 2021.
- ↑ "Etravirine" (PDF). March 2009. Archived (PDF) from the original on 15 April 2021. Retrieved 16 December 2021.
- ↑ "Newsletter July 2008". pmprb-cepmb.gc.ca (in ଇଂରାଜୀ). 20 June 2014. Archived from the original on 18 October 2020. Retrieved 16 December 2021.
- ↑ "Etravirine Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 16 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 684. ISBN 978-0857114105.