Jump to content

ଏଟ୍ରାଭାଇରାଇନ

ଉଇକିପିଡ଼ିଆ‌ରୁ
(Etravirineରୁ ଲେଉଟି ଆସିଛି)
ଏଟ୍ରାଭାଇରାଇନ
Clinical data
Trade namesIntelence
SynonymsTMC125
AHFS/Drugs.commonograph
MedlinePlusa608016
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Protein binding99.9%
    MetabolismLiver (CYP3A4, CYP2C9 & CYP2C19-mediated)
    Elimination half-life41±20 hours
    ExcretionFaeces (93.7%), urine (1.2%)
    Identifiers
    • 4-[6-Amino-5-bromo-2-[(4-cyanophenyl)amino] pyrimidin-4-yl]oxy-3,5-dimethylbenzonitrile
    ECHA InfoCard100.207.546 Edit this at Wikidata
    Chemical and physical data
    FormulaC20H15BrN6O
    Molar mass୪୩୫.୨୯ g·mol−1
    3D model (JSmol)
    • N#Cc3cc(c(Oc1nc(nc(c1Br)N)Nc2ccc(C#N)cc2)c(c3)C)C
    • InChI=1S/C20H15BrN6O/c1-11-7-14(10-23)8-12(2)17(11)28-19-16(21)18(24)26-20(27-19)25-15-5-3-13(9-22)4-6-15/h3-8H,1-2H3,(H3,24,25,26,27) checkY
    • Key:PYGWGZALEOIKDF-UHFFFAOYSA-N checkY
      (verify)

    ଏଟ୍ରାଭାଇରାଇନ (ଇ.ଟି.ଆର, ଇଂରାଜୀ ଭାଷାରେ Etravirine), ଇଣ୍ଟେଲେନ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଏଚଆଇଭି ରୋଗର ପ୍ରତିଷେଧ ଓ ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[] ପୂର୍ବରୁ ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ଚିକିତ୍ସିତ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[] [] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଅଇ, ପ୍ରାନ୍ତୀୟ ସ୍ନାୟୁ ସମସ୍ୟା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ପ୍ରତିରକ୍ଷା ପୁନଃ-ନିର୍ମାଣ ସିଣ୍ଡ୍ରୋମ ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ବିପରୀତମୁଖୀ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ଯାହା ବିପରୀତମୁଖୀ ଟ୍ରାନ୍ସକ୍ରିପଟେଜକୁ ଅବରୋଧ କରିଥାଏ ।

    ୨୦୦୮ ମସିହାରେ କାନାଡା, ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଏଟ୍ରାଭାଇରାଇନ ଅନୁମୋଦିତ ହୋଇଥିଲା ।[] [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହା ନିମନ୍ତେ ୩୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୮୦ ଡଲାର ଅଟେ ।

    1. 1 2 3 "Etravirine Monograph for Professionals". Drugs.com (in ଇଂରାଜୀ). Archived from the original on 31 July 2020. Retrieved 16 December 2021.
    2. 1 2 3 "Intelence". Archived from the original on 18 November 2021. Retrieved 16 December 2021.
    3. "Etravirine" (PDF). March 2009. Archived (PDF) from the original on 15 April 2021. Retrieved 16 December 2021.
    4. "Newsletter July 2008". pmprb-cepmb.gc.ca (in ଇଂରାଜୀ). 20 June 2014. Archived from the original on 18 October 2020. Retrieved 16 December 2021.
    5. "Etravirine Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 16 December 2021.
    6. BNF 81: March-September 2021. BMJ Group and the Pharmaceutical Press. 2021. p. 684. ISBN 978-0857114105.